Webportal
Browsing Category

Current

ମଦ୍ୟପ ଶିକ୍ଷକଙ୍କ ଉତ୍ପାତ

ଶିକ୍ଷକ ମଦ୍ୟପାନ କରି ସ୍କୁଲ ଆସି ଛାତ୍ରଛାତ୍ରୀ ମାନଙ୍କୁ ମାଡ଼ ମାରିବା ସହ ସହଯୋଗୀ ଶିକ୍ଷକଙ୍କୁ ମାଡ଼ ମାରିବା ଯୋଗୁଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି । ଶିକ୍ଷକଙ୍କ ଏଭଳି ଆଚରଣ ଯୋଗୁଁ ଅଭିଭାବକ ଓ ଗ୍ରାମବାସୀ ମାନେ ଏକ କୋଠରୀରେ ବନ୍ଦ କଲେ। ମିଳିଥିବା ସୁଚନା ଅନୁସାରେ ଛେଣ୍ଡିପଦା ବ୍ଲକ…
Read More...

କୁକୁଡ଼ା ଫାର୍ମ ପୋଡି ନଷ୍ଟ

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଶିମିଳିସାହିରେ ବାଉରୀ ସାହୁଙ୍କ କୁକୁଡ଼ା ଫାର୍ମ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଆଜି ଫାର୍ମ ରେ ଅଚାନକ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଛେଣ୍ତିପଦା ଦମକଳ ବାହିନି କୁ ଖବର ଦେଇଥିଲେ ଓ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ…
Read More...

ଅନୁଗୁଳ ସହରରେ ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ

ଅନୁଗୁଳ ସହର ମଧ୍ୟରେ ସଡକ ଦୁର୍ଘଟଣାରେ ଗଲା ଆଉ ଜଣଙ୍କର ଜୀବନ। ଜାତୀୟ ରାଜପଥ ୫୫ ର ଥାନା ଛକଠାରେ ଏକ ସ୍କୁଟିକୁ କଣ୍ଟେନର ଧକ୍କା ଦେବା ଫଳରେ ପର୍ଶୁରାମ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଯିଏ ଆଜି ତାଙ୍କ ସ୍କୁଟିରେ ରବିବାର ହାଟରୁ ପରିବା ଧରି ଥାନା ଛକ ଅତିକ୍ରମ କରୁଥିବା ବେଳେ…
Read More...

ଟ୍ରେନ ଦୁର୍ଘଟଣାରେ ମହିଳା ମୃତ

ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗ୍ରାମର ମହିଳାଙ୍କ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆଜି ସକାଳ ପ୍ରାୟ ୬ଟା ସମୟରେ ଏନ.ଟି.ପି.ସି ରେଳ ଲାଇନରେ ଗୁରୁଜାଙ୍ଗ ଗ୍ରାମର ମମତା ଦେହୁରୀ (୨୬) ସ୍ୱାମୀ ସୋମନାଥ ଦେହୁରୀ ଗାଧୋଇବାକୁ ଯିବା ସମୟରେ ଏନଟିପିସି ରେଳ ଲାଇନରେ କୋଇଲା ଲୋଡ୍ ଥିବା…
Read More...

ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତ

ରାଜ୍ୟ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ଅନୁଗୋଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମକୁ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଥିଲେ । ସର୍କିଟ ହାଉସ୍ ସମିଳନୀ ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗ ଦେଇ ଛୋଟ…
Read More...

ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ ନୂଆତଇଲା ଗ୍ରାମ ନିକଟରେ ଗୁରୁବାର ଅବକାରୀ ବିଭାଗ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉରେ ନୁହୁରାଣୀ ନାଳର ଅବବାହିକାରେ ଚାଷ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବିଶ୍ୱସ୍ଥ ସୂତ୍ରରୁ ଖବରପାଇ ଅବକାରୀ ଏସ୍‌ପି ସୁରେଶ…
Read More...

ଜନ୍ମଦିନ ଦର୍ଶନ କରି ପେରିବା ସମୟରେ ଦୁର୍ଘଟଣାରେ ମା ପୁଅ ମୃତ

ସ୍କୁଟି ଉପରେ ଚଢ଼ିଗଲା ଟ୍ରକ। ଦୁଇ ମୃତ। ବାଲିପଟା ଗ୍ରାମର କବିତା ସାହୁ ଓ ତାଙ୍କ ପୁଅ ଶୁଭମ ସାହୁ ଶୁଭମ ଙ୍କ ଜନ୍ମ ଦିନ ପାଇଁ ଅନୁଗୋଳ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଦର୍ଶନ ସାରି ସମ୍ପର୍କୀୟ ସହ ବାଲିପଟା ଫେରୁଥିବା ବେଳେ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା ଓ ଘଟଣା ସ୍ଥଳରେ ମାଆ ଓ ପୁଅ ଙ୍କ…
Read More...

ଅନୁଗୁଳ ଜିଲ୍ଲାରେ ପୁଣି ମର୍ମନ୍ତୁଦ ଦୁର୍ଘଟଣା

ଅନୁଗୁଳ ଜିଲ୍ଲା ମହିଧରପୁର ମାଧିଆମୁଣ୍ଡା ସାହି ନିକଟରେ ବାଇକ ଓ ମିନି ଟ୍ରକ ମଧ୍ୟରେ ମୁଁହାମୁହିଁ ଧକା।ଘଟଣା ସ୍ଥଳରେ ବାଇକ ଚାଳକ ମୃତ ଓ ଅନ୍ୟଜଣେ ଗୁରୁତର।ମୃତକ ଜଣକ ହିନ୍ଦୋଳ ବନମାଳିପୁର ଅଞ୍ଚଳର ଜୀବନ ସାହୁ।ମିନି ଟ୍ରକ ବାହାଘର ପାଇଁ ଯୌତୁକ ସାମଗ୍ରୀ ନେଇ ଦେବଗଡ଼ ରୁ ଢେଙ୍କାନାଳ ଅଭିମୁଖେ…
Read More...

ଅନୁଗୁଳ ଜିଲ୍ଲା ଗସ୍ତରେ ରାଜସ୍ୱ ପରିଷଦ ସଦସ୍ୟ

ଅନୁଗୁଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି ରାଜସ୍ବ ପରିଷଦ ର ସଦସ୍ୟ ୧୯୮୬ ବ୍ୟାଚ ଆଇଏସ ଅଫିସର CJ VENUGOPAL SHARMA।ଶ୍ରୀ ବେନୁଗୋପଲ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ଼ ବୁଲି ରୋଗୀଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟ ସୁବିଧା…
Read More...