ବାର୍ହା ମାଂସ ସହ ଶିକାରୀ ଗିରଫ
ଅନୁଗୁଳ ଜିଲା ଛେଣ୍ଡିପଦା ବନାଂଚଳ ଅନ୍ତର୍ଗତ ଜାମୁଣ୍ଡା ବିଟ ବଅଁରଡିହ ଅଂଚଳରୁ ରବିବାର ରାତି ୯ଟା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣେ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରିବା ସହିତ ତାଠାରୁ ୫ କିଗ୍ରା ମାଂସ ସହିତ ଶିକାରରେ ବ୍ୟହୃତ ଜିଆଇ ତାର ଓ ଟାଙ୍ଗିଆକୁ ଜବତ କରାଯାଇଛି ।ଶିକାରୀ ହେଲେ…
Read More...
Read More...