Webportal
Browsing Category

Current

ପୋଖରୀରେ ବୁଡି ଯୁବକ ମୃତ

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ବାଗଡିଆ ଗାଁର ପୋଖରୀରେ ବୁଡି ଯୁବକ ମୃତ। ମୃତକ ହେଲେ ବାଗଡିଆ ଗାଁର ଶରତ ଗୋଛୟତ ଯିଏ ଆଜି ଗାଧେଇବା ସମୟରେ ତାଙ୍କର ଗୋଡ ଖସି ଯାଇଥିଲା ଓ ପୋଖରୀରେ ଅଧିକ ଜଳ ଥିବାରୁ ବୁଡିଯାଇଥିଲେ।ଖମାର ଗାଁର ଜଣେ ଯୁବକ ରାସ୍ତାରେ ଯାଉଥିବା ସମୟରେ ଲୋକଟିକୁ…
Read More...

କେନ୍ଦ୍ରାପଡା ଜିଲ୍ଲାରେ ବୁଲବୁଲ ସ୍ଥିତି

ବୁଲ୍ ବୁଲ୍ ପ୍ରଭାବରେ ଉପକୂଳ ଓଡିଶା କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର କୂଳିଆ ବ୍ଲକ ମହାକାଳପଡା , ରାଜନଗର ଓ ରାଜକନିକା ଅଞ୍ଚଳ ପ୍ରଭାବିତ ହୋଇଛି । ଗତ ରାତିରେ ବର୍ଷା ପବନରେ ହଜାର ହଜାର ଗଛ ଭାଙ୍ଗି ପଡିଛି । ବିଶେଷକରି ରାସ୍ତାକଡରେ ଲଗାଯାଇଥିବା ଗଛ ଗୁଡିକ ରାସ୍ତାରେ ପଡିଯାଇଥିବାରୁ ବହୁ…
Read More...

ମିଳିଲା ନିଖୋଜର ମୃତଦେହ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ତ୍ରିପୁର ନାଏକ(୧୯)ସୋମବାର ଦିନ ନିଜର ମୋଟର ସାଇକେଲ ରେ ବାହାରି ଥିଲେ ଅନୁଗୋଳ ଅଭିମୁଖେ। ଅନୁଗୋଳ ରୁ ପୁଅ ତ୍ରିପୁର ନ ଫେରିବାରୁ ବାପା ତ୍ରିଲୋଚନ ନାଏକ ନିଜ ବନ୍ଧୁ ବାନ୍ଧବ ଙ୍କ ଘରକୁ ଯାଇ ଖୋଜା ଖୋଜି କରି ନିରାଶ ହୋଇ ଶେଷରେ…
Read More...

ଗହଣା ଦୋକାନରୁ ଲୁଟ ଉଦ୍ୟମ

ମୟୂରଭଞ୍ଜ ଜିଲ୍ଲାର ଵୈଶିଙ୍ଗା ବଜାର ରେ ଗହଣା ଦୋକାନରୁ ଲୁଟ ଉଦ୍ୟମ। ବୈଶିଙ୍ଗା ଥାନା ଠାରୁ ଅନତିଦୂରରେ ଥିବା ବିଶ୍ୱକର୍ମା ଜୁଏଲାରୀ ଦୋକାନରୁ ଲୁଟ ଉଦ୍ୟମ। ଲୁଟେରାମାନଙ୍କ ଆକ୍ରମଣରେ ଦୋକାନ ମାଲିକ ଧ୍ରୁବଚରଣ ମହାରଣା ଓ ତାଙ୍କର ପୁତ୍ର ରାମଚନ୍ଦ୍ର ମହାରଣା ଗୁରୁତର ଭାବେ ଆହତ। ଧ୍ରୁବଚରଣ…
Read More...

ଚଳିତ ଋତୁର ପହିଲି ଶୀତ ସ୍ପର୍ଶ କଲା ଅନୁଗୁଳକୁ

ଚଳିତ ଋତୁର ଶୀତର ପ୍ରଥମ ସ୍ପର୍ଶ ଆଜି ଅନୁଗୁଳକୁ ମିଳିଛି। ଗତ ରାତିରୁ ଶିତଦିନିଆ ଥଣ୍ଡାର ଅନୁଭବ ସ୍ପଷ୍ଟ ବାରି ହେଉଥିଲା,ଯାହା ଆଜି ସକାଳୁ ଟିକିଏ କମ ହୋଇଯାଇଥିଲେ ମଧ୍ୟ ଦ୍ବୀପହର ହେଉ ହେଉ ସୁଲୁସୁଲିିଆ ପବନ ଥଣ୍ଡାର ମାତ୍ରା ବଢ଼ାଇ ଶୀତଋତୁ ଆଗମନର ସ୍ପଷ୍ଟ ସଂକେତ ଦେଇଛି। ଏହା ସହିତ…
Read More...

କେନ୍ଦ୍ରୀୟ ବିଭାଗୀୟ ମନ୍ତ୍ରୀଙ୍କ ତାଳଚେର ଏମ୍ସିଏଲ ଗସ୍ତ

କେନ୍ଦ୍ର ସଂସଦୀୟ ବ୍ୟାପାର ଓ କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଅନୁଗୁଳ ଜିଲ୍ଲା ତାଳଚେର ଏମ୍ସିଏଲ ଗସ୍ତରେ ଆସିଥିଲେି । ସେ ପ୍ରଥମେ ତାଳଚେରସ୍ଥିତ ଏମସିଏଲ ର ଭୁବନେଶ୍ୱରୀ କୋଇଲାଖଣି ଅଞ୍ଚଳକୁ ଆକାଶ ମାର୍ଗରୁ ନିରୀକ୍ଷଣ କରିବା ପରେ ପରିଦର୍ଶନ କରିଥିଲେ । ଏହା ପରେ ଡେରା…
Read More...

ଗୁଳି ଫୁଟାଇ ଡକାୟତି ଉଦ୍ୟମ ପଣ୍ଡ

ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ପାଣିଗୋଳା ରାସ୍ତାରେ ଡକାୟତି ଉଦ୍ୟମ। ବିପିନ ବିହାରୀ ନାହାକ (୩୨) ନାମକ ବ୍ୟକ୍ତି ଥର୍ମାଲ ସାପ୍ତାହିକ ହାଟରୁ ନିଜର ବେପାର ସାରି ସ୍କୁଟି ରେ ଘରକୁ ଫେରୁଥିବା ସମୟରେ ହେଲମେଟ ପିନ୍ଧା ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ୟୁନିକର୍ଣ ବାଇକରେ ଆସି ସେ…
Read More...

ଆଜମିର ପୁରୀ ଏକ୍ସପ୍ରେସ ରେ ନିଆଁ ଲାଗିଲା, କ୍ଷୟକ୍ଷତି ନାହିଁ

ଅନୁଗୋଳ ଜିଲ୍ଲା ହଣ୍ଡପା ରେଳ ଷ୍ଟେସନ ନିକଟରେ ଆଜମିର ପୁରୀ ଏକ୍ସପ୍ରେସ ର ଇଞ୍ଜିନରେ ଆଜି ଦିନ ପ୍ରାୟ ଦୁଇ ଟା ସମୟରେ ନିଆଁ ଲାଗିଯାଇ ଥିଲା ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ ଓ ଦମକଳ ବାହିନୀ ନିଆଁ କୁ ଆୟତ୍ତ କରିଥିଲେ। ଅନ୍ୟ ଏକ ଇଞ୍ଜିନ ଖଞ୍ଜି ଟ୍ରେନ…
Read More...

ଗଣତନ୍ତ୍ରର କଣ୍ଠରୋଧ ପାଇଁ ପ୍ରତିକ୍ରିୟା ନ ରଖିବା ସରକାରୀ ଆଦେଶର ପ୍ରତିଫଳନ, ତଥ୍ୟ ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ…

ଗଣତନ୍ତ୍ରର ଏକ ମହତ୍ୱପୂର୍ଣ୍ଣ ସ୍ତମ୍ଭ ଗଣମାଧ୍ୟମ।କିନ୍ତୁ ଏବେ ଓଡ଼ିଶାରେ ସରକାରୀ ସ୍ତରରେ ଜୋରସୋରରେ ଆରମ୍ଭ ହୋଇଯାଇଛି ଏହାର କଣ୍ଠରୋଧ କରିବାର ଚେଷ୍ଟା।ପ୍ରଥମେ ରାଜ୍ୟ ସରକାରଙ୍କ ନିର୍ଦେଶ କି ସରକାରୀ ଅଧିକାରୀ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେବେ ନାହିଁ।ଏପରି ପରିସ୍ଥିତିରେ ଗଣମାଧ୍ୟମ ରୁ…
Read More...