Webportal
Browsing Category

Current

ଅଜଗର ଉଦ୍ଧାର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଵ୍ଲକ ଛେଣ୍ଡିପଦା ଠାରେ ଥିବା ପୁରୁଣା ଅଗ୍ନିଶମ କେନ୍ଦ୍ର ନିକଟରୁ ବୁଧବାର ଗୋଟିଏ ୯ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ବରିଷ୍ଠ ଆଇନଜୀବି ତଥା ସମାଜସେବୀ ନଗେନ୍ କୁମାର୍ ନନ୍ଦ ପହଞ୍ଚି ଉଦ୍ଧାର କରିଥିଲେ ।ଏହାପରେ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ…
Read More...

ଝାଡ଼ାବାନ୍ତି ରୋଗରେ ପୀଡିତ ଗୋଟିଏ ସାହିର ବାଇସରୁ ଉର୍ଦ୍ଧ୍ବ ଲୋକ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଡ଼ମ ସାହି ରେ ଝାଡା ବାନ୍ତିରେ ୨୨ରୁ ଉର୍ଧ୍ଵ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣ ଗୁରୁତ୍ବର ହୋଇ ବନ୍ତଳା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନୁଗୋଳ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପହଁଚି…
Read More...

ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିୟମିତ ସ୍ଵଛତା ଅଭିଯାନର ନିଷ୍ପତ୍ତି

ମା ହିଙ୍ଗୁଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଅନୁଗୁକ ଜିଲ୍ଲାର ତାଳଚେର ବ୍ଲକ ଅନ୍ତର୍ଗତ ସ୍କର୍ଟଲାଣ୍ଡପୁର ଗ୍ରାମରେ ଏକ ସ୍ୱଛତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି l ଏହି ପରିପ୍ରେକ୍ଷୀରେ ସ୍କର୍ଟଲାଣ୍ଡପୁର ପ୍ରାଥମିକ ବିଦ୍ୟାଳୟ ସାମ୍ନା ଓ ଖେଳପଡିଆ,ଗ୍ରାମର ମା ମଙ୍ଗଳା କୋଠି ଓ ସାହିର ନଳକୂପ…
Read More...

ଅନୁଗୁଳ ଜିଲ୍ଲା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଓ ଦାବିପତ୍ର

ବିଜେପିର ଅଭିଯୋଗ ହେଲା ସାରା ଓଡିଶାରେ ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି ଯାହାର ତାଜା ଦୃଷ୍ଟାନ୍ତ ଯାଜପୁର ଓ କେନ୍ଦ୍ରାପଡାରେ ଘଟିଥିବା ଘଟଣା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳ ହତ୍ୟା ଘଟଣାକୁ ପାଖାପାଖି ଅଧାମାସ ବିତିବାକୁ…
Read More...

ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଖଟୁଆହତା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୋଗର ଶାଳୁଆ ଛକ ନିକଟରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ । ମୃତକ ତୁମୁସିଙ୍ଗା ଥାନା ଗୋଦରବିଲି ଗ୍ରାମର ହୃଦାନନ୍ଦ ମଲ୍ଲିକ । ହୃଦାନନ୍ଦ ଭୋର ୫ ଟା ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ସହ…
Read More...

ବିଳମ୍ବିତ ରାତିରେ ସସତ୍ର ଡକାୟତି

ଅନୁଗୁଳ ଜିଲ୍ଲା ନାଲକୋ ସିପିପି ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା ଓ ନଗଦ ରାଶି ଡକାୟତି। ଗତକାଲି ବିଳମ୍ବିତ ରାତିରେ ସିପିପି ଛକ ନିକଟରେ ରହୁଥିବା ବରଦା ପ୍ରସନ୍ନ ପଟ୍ଟନାୟକ ଘରେ ଶୋଇଥିବା ସମୟରେ ପ୍ରାୟ ୫ ରୁ ୬ ଜଣ ଦୁର୍ବୁତ୍ତ କବାଟ ତାଡି ଘରେ…
Read More...

ଭାଲୁ ଆକ୍ରମଣରେ ଗୁରୁତର

ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ପଞ୍ଚାୟତ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ। ସେ ହେଲେ କାଠପାଳ ଗାଁର ଯାଦବ ନାମକ ବ୍ୟକ୍ତି ଯିଏ ଆଜି ସକାଳୁ ଶୈାଚ ହେବାକୁ ସବୁଦିନଭଳି ଘର ନିକଟସ୍ଥ ନାଳକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ…
Read More...

ବନରପାଲ ପୋଲିସ ଦ୍ୱାରା ବ୍ରାଉନ ସୁଗାର ଜବତ ଓ ବିକ୍ରେତା ଗିରଫ

ଗତକାଲି ସକାଳ ପ୍ରାୟ ୧୦ ଟା ସମୟରେ ବନରପାଲ ଥାନା ଏସ ଆଇ ରିତାରଣୀ ପ୍ରଧାନ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ କି ଗୋତମରା ର ଦୀପକ ସାମଲ ନାମକ ବ୍ୟକ୍ତି ସେଠାର ପାଇପ ଲାଇନ ନିକଟରେ ନିଜ ପକେଟରେ ବ୍ରାଉନ ସୁଗାର ରଖି ବିକ୍ରି କରୁଛି।ସେ ରେଡ଼ କରି ଅଭିଯୁକ୍ତ ଠାରୁ…
Read More...

ପୁଣି ଅନୁଗୁଳରେ ବେଆଇନ କଫ ଶିରାପ ଜବତ

ଗତକାଲି ଦ୍ବୀପହରେ ଅନୁଗୁଳ ଥାନା ଏସ ଆଇ ପ୍ରକାଶ ଚନ୍ଦ୍ର ମାଝୀ ତୁରଙ୍ଗ ସ୍ଥିତ କୁନ୍ତଳା ମେଡ଼ିସିନ ଷ୍ଟୋରରେ ଦୋକାନୀ ଅଜିତ କୁମାର ସାହୁ ଦ୍ୱାରା ବେଆଇନ ଭାବେ କଫ ଶିରାପ ବିକ୍ରି କରାଯାଉଥିବା ସୂଚନା ବିଶ୍ୱସ୍ତ ସୂତ୍ରରୁ ପାଇ ସେଠି ଚଢ଼ାଉ କରିଥିଲେ।ଅଧିକାରୀ ଓ ସାକ୍ଷୀଙ୍କ ଉପସ୍ଥିତିରେ…
Read More...

ନାଲକୋ ଥାନା ଅଂଚଳରେ ବ୍ରାଉନ ସୁଗାର ଜବତ

ଗତ ଦୁଇ ତାରିଖରେ ନାଲକୋ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ କି ଗିରାଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁ ତାଙ୍କ ପାନ ଦୋକାନରେ ବ୍ରାଉନ ସୁଗାର ବିକ୍ରି କରୁଛନ୍ତି।ସେମାନେ ତା ଦୋକାନରେ ରେଡ଼ କରିଥିଲେ ଓ ଏକ୍ସଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କ…
Read More...