Webportal
Browsing Category

Election

ରାଜ୍ୟସଭା ନିର୍ବାଚନରେ ହାରିଲେ ଜୀ ମିଡ଼ିଆ ମାଲିକ ସୁବାସ ଚନ୍ଦ୍ରା; ରାଜସ୍ଥାନ ମୁଖ୍ୟମନ୍ତ୍ରୀ ​​ଗେହଲୋଟଙ୍କ…

ଆଜି ରାଜସ୍ଥାନରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ​​କଂଗ୍ରେସ ୪ ଟି ସିଟ୍ ମଧ୍ୟରୁ ୩ ଟି ଜିତି ବିଜେପିକୁ ଏକ ବଡ ଝଟକା ଦେଇଛି । କଂଗ୍ରେସର ରଣଦୀପ ସୁରଜେୱାଲା, ମୁକୁଲ ୱାସନିକ ଏବଂ ପ୍ରମୋଦ ତିୱାରୀ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହୋଇଛନ୍ତି । ଯେଉଁଠାରେ ବିଜେପି କେବଳ ଗୋଟିଏ ଆସନ…
Read More...

ମହିଳାଙ୍କୁ ନିର୍ବାଚନ ଲଢ଼ାଇ ସମ୍ପର୍କୀୟଙ୍କ ରାଜୁତି: ଗଣତନ୍ତ୍ରର ଘୋର ଅପମାନ

ସଂପ୍ରତି ସବୁଆଡେ ଏକ ପ୍ରକାର ଅବାସ୍ତବ୍ ରାଜନୀତି ଚାଲିଛି। ଦେଖାଯାଉଛି ଯେ ମହିଳା ଭୋଟର ମାନଙ୍କୁ ଖୁସି କରିବାକୁ ହେଉ କିମ୍ୱା ଅନ୍ୟ କୌଣସି କାରଣରୁ ବିଭିନ ୱାର୍ଡ ମେମ୍ବର ଠାରୁ ସାଂସଦ ନିର୍ବାଚନ ରେ ମହିଳାଙ୍କ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ସିଟ ସଂରକ୍ଷିତ କରାଯାଉଛି। ସେପଟେ ସମସ୍ତ…
Read More...

ସତ କହି ଫସିଗଲେ କି ଅପରାଜିତା; ପରାଜୟ ପାଇଁ ଦୁର୍ବଳ ନେତୃତ୍ୱକୁ ଦେଲେ ଦୋଷ

ରାଜ୍ୟରେ ଅନୁଷ୍ଠିତ ପୌରନିର୍ବାଚନ ଫଳାଫଳ ବିଜେପିକୁ ନିରାଶ କରିଛି।ପୃଥିବୀର ସର୍ବବୃହତ ଓ ଧନୀ ଦଳ ଦେଶର ଅଧିକାଂଶ ରାଜ୍ୟରେ ବହୁତ ଭଲ ପ୍ରଦର୍ଶନ କରୁଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁଷ୍ଠିତ ପୌରନିର୍ବାଚନ ରେ ଅନୁରୂପ ପ୍ରଦର୍ଶନ ପାଇଁ ଆଶାବାଦୀ ଥିଲା। କିନ୍ତୁ ନିର୍ବାଚନ ପ୍ରଚାର ସମୟରେ…
Read More...

ବିରୋଧୀ ଦଳଙ୍କୁ ମନ ଉଣା କରିବାର ଆବଶ୍ୟକତା ନାହିଁ:ଆଜିର ପୌରନିର୍ବାଚନ ଫଳାଫଳ ଦେଇଛି ସନ୍ଦେଶ

ଗଣତନ୍ତ୍ର କୁ ମଝଭୁତ ରହିବାକୁ ହେଲେ ଶାସକ ଦଳ ସହିତ ମଝଭୁତ ବିରୋଧୀ ଦଳର ଉପସ୍ଥିତି ମଧ୍ୟ ନିହାତି ଦରକାର। ବିରୋଧୀ ମଝଭୁତ ସ୍ଥିତିରେ ତେବେ ରୁହନ୍ତି ଯେବେ ଅନୁଷ୍ଠିତ ହେଉଥିବା ନିର୍ବାଚନ ରେ ଭଲ ସଂଖ୍ୟାରେ ଆସନ ହାତେଇ ଶାସକ ଦଳକୁ କଡା ଟକର ଦିଅନ୍ତି। ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ…
Read More...

ଅନୁଗୁଳ ପୌରପାଳିକା : ଅଧ୍ୟକ୍ଷ ପଦବୀ ପାଇଁ ଲଢ଼େଇ ଜୋରଦାର

ମୁନାଙ୍କ ରାସ୍ତାରେ କଣ୍ଟା ଦଳଭିତରୁ ବିରୋଧ ଦିଲୀପଙ୍କ ପାଇଁ ଅର୍ଥ ବାଧକ ବଲବୀରଙ୍କ ପାଇଁ ଆଶାର କିରଣ ନିର୍ମଳ ଭାବମୂର୍ତି ସମ୍ପ୍ରତି ରାଜ୍ୟରେ ପୌରନିର୍ବାଚନ ପାଇଁ ଉଷ୍ମତା ବଢୁଥିବା ବେଳେ ଅନୁଗୁଳ ମଧ୍ୟ ଏଥିରୁ ବାଦ ଯାଇନାହିଁ।ଏଠି ଅଧ୍ୟକ୍ଷ ପଦବୀ ପାଇଁ ମୂଖ୍ୟତଃ…
Read More...

ଜାଣନ୍ତୁ ପ୍ରାର୍ଥୀଙ୍କୁ : ୧୧ :ଅନୁଗୁଳ ପୌରପାଳିକା

ଆମେ ଆଜି ଅନୁଗୁଳ ପୌରପାଳିକା ର ମହିଳାଙ୍କ ପାଇଁ ସାରଂଖିତ ୪ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲେଇ ଥିବା ସଂଗୀତା ବାଗ୍ରୋଡିଆ ଙ୍କ ବିଷୟରେ କିଛି କହିବାକୁ ଯାଉଛୁ। ଶ୍ରୀମତୀ ବାଗ୍ରୋଡିଆ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଶଙ୍ଖ ଚିନ୍ହରେ ନିର୍ବାଚନ…
Read More...

ଜାଣନ୍ତୁ ପ୍ରାର୍ଥୀଙ୍କୁ : ୩ : କଟକ ମହାନଗର ନିଗମ

ଆମେ ଆପଣଙ୍କୁ ଅସରଂଖିତ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ସୁବାସ ସିଂହ ଙ୍କ ବିଷୟରେ କିଛି ଜଣାଉଛୁ। ଶ୍ରୀ ସିଂହ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଶଙ୍ଖ ଚିନ୍ହରେ ନିର୍ବାଚନ ମଇଦାନକୁ ଲମ୍ପ ଦେଇଛନ୍ତି।ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି।ଜଣେ ଜଣାଶୁଣା…
Read More...

ଜାଣନ୍ତୁ ପ୍ରାର୍ଥୀଙ୍କୁ : ୨ : ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ

ଆମେ ଆପଣଙ୍କୁ ମହିଳାଙ୍କ ପାଇଁ ସରଂଖିତ ଭୁବନେଶ୍ୱର ମହାନଗର ର ମେୟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ମଧୁସ୍ମିତା ଆଚାର୍ଯ୍ୟ ଙ୍କ ବିଷୟରେ କିଛି ଜଣାଇବାକୁ ଯାଉଛୁ। ମଧୁସ୍ମିତା କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ହାତ ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି।ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି…
Read More...

ଜାଣନ୍ତୁ ପ୍ରାର୍ଥୀଙ୍କୁ : ୧ : ଅନୁଗୁଳ ପୌରପାଳିକା

ଆଜି ଆମେ ଆପଣଙ୍କୁ ଅନୁଗୁଳ ପୌରପାଳିକା ର ୬ ନମ୍ବର ୱାର୍ଡରୁ କାଉନସିଲର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ରାଜେଶ ସେକସେରିଆ ଙ୍କ ବିଷୟରେ କିଛି ଜଣାଇବାକୁ ଯାଉଛୁ। ୬ ନମ୍ବର ୱାର୍ଡର ମୋଟ ଭୋଟର ସଂଖ୍ୟା ହେଉଛି ୯୪୩. ରାଜେଶ ଭାରତୀୟ ଜନତା ଦଳର ପ୍ରାର୍ଥୀ ଭାବେ ପଦ୍ମ ଚିନ୍ହରେ…
Read More...

ଆଜିର ନିର୍ବାଚନ ଫଳାଫଳ କଣ କହୁଛି

ଅନେକ କଳ୍ପନାଜଳ୍ପନା ଭିତରେ ଆଜି ସଦ୍ୟ ଅନୁଷ୍ଠିତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି।ଉତ୍ତରପ୍ରଦେଶ,ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡ ରେ କେନ୍ଦ୍ରରେ ଶାସକ ଦଳ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିବା ବେଳେ କେବଳ ଗୋଟିଏ ରାଜ୍ୟ ପଞ୍ଜାବରେ ବିରୋଧୀ ଆପକୁ ବୃହତ ବିଜୟ…
Read More...