Webportal
Browsing Category

Election

ଆତ୍ମବିଶ୍ବାସରେ ଭରପୁର ଶୁଭେନ୍ଦୁ; ମମତା ବାନାର୍ଜୀଙ୍କୁ କଲେ ପରିହାସ

ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବନୀପୁରରୁ ଲଢିବେ। ମୁଖ୍ୟମନ୍ତ୍ରୀ ରହିବାକୁ ହେଲେ ତାଙ୍କୁ ଏହି ନିର୍ବାଚନରେ ଜିତିବାକୁ ପଡିବ। ତେବେ ଭାଜପା…
Read More...

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ବାଲେଶ୍ୱର ସଦର ଓ ସଂରକ୍ଷିତ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବାଲେଶ୍ୱର ଆସନ ପାଇଁ ମମତା କୁଣ୍ଡୁଙ୍କୁ କଂଗ୍ରେସ ପାର୍ଥୀ କରିଥିବା ବେଳେ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ହୋଇଛନ୍ତି ହିମାଂଶୁ ଭୂଷଣ ମଲ୍ଲିକ । ଏହି ଦୁଇ ଆସନ ପାଇଁ ବିଜେଡି, ବିଜେପି ଓ…
Read More...

ବିଜେପୁର ପାଇଁ କଂଗ୍ରେସ ର ୯ ଜଣିଆ କମିଟି ଗଠନ

ବିଜେପୁର ପାଇଁ ଏକ ୯ ଜଣିଆ କମିଟି କଂଗ୍ରେସ ପକ୍ଷରୁ ଗଠନ କରାଯାଇଛି।ଏହି କମିଟି ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ଯାଇ ଦଳର ସ୍ଥିତି ଅନୁଧ୍ୟାନ କରିବା ସହ ତୃଣ ମୂଳ ସ୍ତରରେ ଲୋକଙ୍କୁ ଭେଟିବ।କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହାର ମୁଖ୍ୟ ଅଛନ୍ତି ବୋଲି ପିସିସି ସଭାପତି ନିରଂଜନ…
Read More...

ବିଜେଡ଼ି ସୁପ୍ରିମୋ ବଜାଇଲେ ପାଟକୁରା ନିର୍ବାଚନ ବିଗୁଲ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାର ତୁଳସୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କୁ ସ୍ନାନ ବେଦିରେ ଦର୍ଶନ କରିଛନ୍ତି । ଗତ ନିର୍ବାଚନର ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ରୋଡ୍ ସୋ କରିବା ବେଳେ ବଳଦେବଜୀୟୁଙ୍କୁ ଦର୍ଶନ କରି ଦଳର ବିଜୟ ପାଇଁ…
Read More...

ସାନି ମତଦାନ

ଆଜି ତାଳଚେର ବ୍ଲକ ଧରମପୁର ପଞ୍ଚାୟତ ଜନ୍ଦାବାହାଳ ଗାଁର ୮୫ ନ ବୁଥରେ ସାନି ମତଦାନ ହେଉଅଛି । ପୂର୍ବରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ଏହିଠାରେ ମତଦାନ ହୋଇଥିଲା କିନ୍ତୁ ଭିଭିପ୍ୟାଡର ବାଲାଟ ୟୁନିଟ ରେ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ତାକୁ ବଦଳା ଯାଇଥିଲା କିନ୍ତୁ ନିୟମ ଅନୁସାରେ ଗୋଟିଏ…
Read More...

ପ୍ରିଜାଇଡିଂ ଅଫିସର ନିଲମ୍ବିତ

ବିଞାରପୁର ନିର୍ବାଚନ ମଣ୍ଡଳୀ ର ବୁଥ ନଂ ୧୯୧ର ପ୍ରିଜାଇଡିଂ ଅଫିସର ବୈକୁଣ୍ଠ ନାଥ ମଲ୍ଲିକ ଙ୍କୁ ଭୋଟର ଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଜିଲ୍ଲାପାଳ ନିଲମ୍ବନ କରିବା ସହ ତାଙ୍କୁ ଗିରଫ କରିବା କରିବାକୁ ପୋଲିସ କୁ ନିର୍ଦ୍ଦେଶ।
Read More...

ମତଦାନ ବନ୍ଦ

ନିଆଳୀ ବ୍ଳକ କସର୍ଦ୍ଧା ପଞ୍ଚାୟତ ପତ୍ରକଣା ବୁଥ ନଂ. ୧୩୫ ରେ ମତଦାନ ବନ୍ଦ। ଦିନ ୧୦.୩୦ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ EVM MECINE ଉପରେ ପଡ଼ି ଯାଇଥିଲେ ଫଳରେ ମତଦାନ ମେସିନ କନେକ୍ସନ ଛିନ୍ନ ହୋଇଯାଇଥିଲା । ଘଟଣାରେ ପୁଲିଙ୍ଗ ଏଜେଣ୍ଟ ରମେଶ ଚନ୍ଦ୍ର ସାହୁଙ୍କ ଭାଇ ସୁକାନ୍ତ ସାହୁ ଆହାତ…
Read More...

ଅନୁଗୁଳ ଜିଲ୍ଲାରେ ମତଦାନ

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ଅନୁଗୁଳ ଜିଲ୍ଲାରେ ଭୋଟ ଗ୍ରହଣ ଶେଷ ହୋଇଛି। ଏହି କ୍ରମରେ ଅନୁଗୁଳ, ତାଳଚେର, ପାଲହଡା ନିର୍ବାଚନ ମଣ୍ଡଳୀ ରେ ବିଧାନସଭା ଆସନ ସହିତ ଢେଙ୍କାନାଳ ଲୋକସଭା ଆସନ ପାଇଁ ଏବଂ ଛେଣ୍ଡିପଦା,ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରେ ବିଧାନସଭା ଆସନ ସହିତ…
Read More...

ଭୋଟ କେଉଁ ପ୍ରାର୍ଥୀଙ୍କୁ ଦେବା ଉଚିତ

ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆସି ତୃତୀୟ ପର୍ଯ୍ୟାୟରେ ପହଂଚିଲାଣି। କିନ୍ତୁ ଏଥର ମତଦାତା ମାନଙ୍କର ସ୍ପଷ୍ଟ ଆଭିମୁଖ୍ୟ ବାରି ହେଇ ନାହିଁ ପ୍ରାର୍ଥୀ ଚୟନ ବିଷୟରେ।କାରଣ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡିକ ଅନେକ ଲୋଭନୀୟ ଯୋଜନାର ପେଡି ଖୋଲି ବିରାଟ ଆଶା…
Read More...

ଶେଷ ପର୍ଯ୍ୟାୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରସ୍ତୁତି: ଆଜି ମତଦାନ କେନ୍ଦ୍ରକୁ ଯିବେ ପୋଲିଂ ପାର୍ଟି । ଅନୁଗୁଳ ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ମତଦାନ କେନ୍ଦ୍ରକୁ ଆଜି ଠାରୁ ନିର୍ବାଚନ ପରିଚାଳନା ଅଧିକାରୀମାନେ ଯିବେ ବୋଲି…
Read More...