Webportal
Browsing Category

International

ବିଶ୍ୱ ଫୁଟବଲର ଚର୍ଚ୍ଚିତ ଚେହେରା ରୋନାଲ୍ଡୋଙ୍କ ନାଁରେ ୟୁଟ୍ୟୁବ କୁ ନେଇ ବିଶ୍ୱ ରେକର୍ଡ।

ବିଶ୍ୱ ଫୁଟବଲର ଚର୍ଚ୍ଚିତ ଚେହେରା ତଥା ପର୍ତ୍ତୁଗାଲର ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାଁରେ ଯୋଡ଼ି ହୋଇଯାଇଛି ବିଶ୍ୱ ରେକର୍ଡ।ସେ ବୁଧବାର ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିଥିବା ବେଳେ ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଏହାର ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର କରି ଯାଇଛି। ଏତେ କମ…
Read More...

ଉଦଯାପିତ ହେଲା ପ୍ୟାରିସ ଅଲମ୍ପିକ୍ସ

ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ। ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହେଲା ପ୍ୟାରିସ୍ ଅଲିମ୍ପିକ୍ସ ଉଦଯାପନୀ ସମାରୋହ। ଦର୍ଶକଙ୍କ ମନ ମୋହିଲେ ଟମ୍ କ୍ରୁଜଙ୍କ ସମେତ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟି। ଭାରତର ଧ୍ୱଜା ଧରିଲେ ଡବଲ୍ ମେଡାଲଧାରୀ ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍…
Read More...

ବାଂଲାଦେଶରେ ସୁପ୍ରିମକୋର୍ଟ କବଜା କଲେ ଆନ୍ଦୋଳନକାରୀ

ବାଂଲାଦେଶରେ ସୁପ୍ରିମକୋର୍ଟ କବଜା କଲେ ଆନ୍ଦୋଳନକାରୀ।କୋର୍ଟ କୋଠାକୁ ନେଇଯାଇଥିଲେ କବଜାକୁ । ଆଉ ପ୍ରଧାନ ବିଚାରପତିଙ୍କୁ ଇସ୍ତଫା ପାଇଁ ଦେଇଥିଲେ ଅଲଟିମେଟମ । ପରିଣାମ ସେଇଆ ହିଁ ହେଲା । ସମସ୍ତ ବିଚାରପତିଙ୍କ ସମେତ ପ୍ରଧାନ ବିଚାରପତି ପଦରୁ ଦେଇଥିଲେ ଇସ୍ତଫା । ଆଉ ସେପଟେ ସଂଖ୍ୟାଲଘୁଙ୍କ…
Read More...

ଆଦାନୀ କୋଇଲା କାଣ୍ଡର ସାରା ଦୁନିଆରେ ଚର୍ଚ୍ଚା

ଭାରତର ଚର୍ଚ୍ଚିତ ବ୍ୟବସାୟୀ ଚେହେରା ଗୌତମ ଆଦାନୀ ଏନଡି ଟିଭି କିଣିବା ସମୟରେ କହିଥିଲେ ଯେ ସେ ଏନଡି ଟିଭି କୁ ଫାଇନାନ୍ସିଆଲ୍ ଏକ୍ସପ୍ରେସ ଖବର କାଗଜ ଭଳି ପ୍ରସିଦ୍ଧ କରିବେ। ତାର ମାନେ ଆଦାନୀ ଫାଇନାନ୍ସିଆଲ୍ ଏକ୍ସପ୍ରେସ ଖବର କାଗଜ କୁ ବହୁତ ଆଦର ଏବଂ ତାର ଖବର କୁ ସମ୍ମାନ ଦିଅନ୍ତି। ସେହି…
Read More...

ନିଖୋଜ ହେବାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ଭାଉଭଉଣୀ ଉଦ୍ଧାର

ନିଖୋଜ ହେବାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ଭାଉଭଉଣୀ ଉଦ୍ଧାର।ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଉଭଉଣୀଙ୍କ ବୟସ ୧୩, ୯, ୪ ବର୍ଷ ଓ ୧୧ ମାସ।ସମସ୍ତେ ଜୀବୀତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆମାଜନ ପରି ଜଙ୍ଗଲରେ…
Read More...

ଖାଦ୍ୟରେ ଲୁଣ କ‌ମ୍‌ କରି ୨୦୩୦ ମସିହା ସୁଦ୍ଧା ୭୦ ଲକ୍ଷ ଲୋକଙ୍କ ମୃତ୍ୟୁକୁ ରୋକା ଯାଇପାରିବ: ବିଶ୍ଵ ସ୍ୱାସ୍ଥ୍ୟ…

ଖାଦ୍ୟରେ ଲୁଣର ମାତ୍ରା କମ୍‌ କରିବାକୁ ଆମକୁ ଅଧିକାଂଶ ସମୟରେ ପରାମର୍ଶ ଦିଆଯାଇଥାଏ। କମ୍‌ ଲୁଣ ଖାଇବା ଶରୀର ପାଇଁ ଭଲ ବୋଲି ଆମେ ସମସ୍ତେ ଜାଣନ୍ତି। ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ୨୦୨୫ ସୁଦ୍ଧା ୩୦ ପ୍ରତିଶତ ଲୁଣ ସେବନ କମ୍‌ କରିବାର…
Read More...

ଗାମ୍ବିୟାରେ କଫ୍‌ ସିରପ୍‌ ପିଇ ଶିଶୁ ମୃତ୍ୟୁ ଘଟଣାରେ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଦାୟୀ : ରିପୋର୍ଟ

ଗାମ୍ବିୟାରେ କଫ୍‌ ସିରପ୍‌ ପିଇ ଶିଶୁ ମୃତ୍ୟୁ ଘଟଣାରେ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଦାୟୀ । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଆମେରିକାରର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି)। ତଦନ୍ତରେ ଗାମ୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ଅଧିକାରୀମାନେ ମଧ୍ୟ ସାମିଲ ଥିଲେ ।…
Read More...

ମିଛ ଖବରର ପ୍ରସାରଣ ଯୋଗୁଁ ସତ ବଳିପଡୁଛି’: ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ

ଆମେ ଏପରି ଏକ ଯୁଗରେ ରହୁଛେ, ଯେଉଁଠି ଲୋକଙ୍କ ପାଖରେ ଧୈର୍ଯ୍ୟ ଆଦୌ ନାହିଁ, ଲୋକଙ୍କ ସହନଶୀଳତା କମିବାରେ ଲାଗିଛି ଆଉ ସାମାଜିକ ଗଣମାଧ୍ୟମ ଯୁଗରେ ମିଛ ଖବରର ପ୍ରସାର ହେଉଥିବାରୁ ସତ ପ୍ରଭାବିତ ହେଉଛି। ସାମାଜିକ ଗଣମାଧ୍ୟମ ଯୁଗରେ ଲୋକମାନେ ଯଦି ଆପଣଙ୍କ ମତକୁ ପସନ୍ଦ କରୁ ନାହାନ୍ତି ତା ହେଲେ…
Read More...

କୋଭିଡ ଟିକା ‘ସ୍ପୁଟନିକ ଭି’କୁ ପ୍ରସ୍ତୁତ କରିଥିବା ରୁଷ ବୈଜ୍ଞାନିକଙ୍କୁ ହତ୍ୟା

କୋଭିଡ ଟିକା ‘ସ୍ପୁଟନିକ ଭି’କୁ ପ୍ରସ୍ତୁତ କରିବାରେ ସହାୟତା କରିଥିବା ରୁଷ ବୈଜ୍ଞାନିକ ଆନ୍ଦ୍ରେ ବୋତିକୋଭ୍‌ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମସ୍କୋରେ ଥିବା ତାଙ୍କ ବାସଭବନର ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ଗଳାକୁ ବେଲ୍ଟରେ ବାନ୍ଧି ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ରୁଷ…
Read More...

ଗୁଜୁରାଟ ଦଙ୍ଗାକୁ ନେଇ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରି: ମୋଦୀଙ୍କ ସପକ୍ଷରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିବିସିର ଡକ୍ୟୁମେଣ୍ଟାରିକୁ ନେଇ ବଢ଼ିବାରେ ଲାଗିଛି ବିବାଦ। ୨୦୦୨ର ଗୁଜୁରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଏହି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ଦେଖାଦେଇଛି। ଏହି ଡକ୍ୟୁମେଣ୍ଟାରିରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଭାରତର…
Read More...