Webportal
Browsing Category

International

ଭାରତ ପାଇଁ ଆମେରିକା ନଇଁଥିବା ଲାଗିବାରୁ ଖୁସିରେ ଋଷ ଦେଲା ବୟାନ

CAATSA ରୁ ଭାରତକୁ ଦିଆଯାଇଥିବା ଛାଡକୁ ନେଇ ଋଷ ଆମେରିକା ଉପରେ ପ୍ରଶ୍ନ ଉଠାଇଛି । ଋଷ କହିଛି ଯେ ଭାରତ ପାଇଁ ନିଆଯାଇଥିବା ଏହି ନିଷ୍ପତ୍ତି ଆମେରିକାର ଦୁର୍ବଳତାକୁ ଦର୍ଶାଇଛି । ବିଶେଷ କଥା ହେଉଛି ପାଶ୍ଚାତ୍ୟ ଦେଶରୁ କଠୋର ପ୍ରତିବନ୍ଧକ ସାମ୍ନା କରୁଥିବା ଋଷର ଅସ୍ତ୍ରଶସ୍ତ୍ର ରପ୍ତାନି…
Read More...

କାଲିଥିଲେ ସର୍ବେସର୍ବା, ହେଲେ କ୍ଷମତା ଯିବାପରେ ଟେଲିଭିଜନରେ ଇମ୍ରାନ ଖାନଙ୍କ ସମ୍ପର୍କିତ ଖବର ପ୍ରସାରଣ ଉପରେ ଲାଗିଲା…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ଶାସନାଧୀନ ଶହବାଜ ସରକାରଙ୍କୁ ଲଗାତାର ଟାର୍ଗେଟ କରୁଥିବା ଇମ୍ରାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । କୁହାଯାଉଛି କି ପାକିସ୍ତାନ ସରକାର ଇମ୍ରାନଙ୍କ…
Read More...

ବାର୍ଷିକ ସମରାଭ୍ୟାସ ଭୋସ୍ତକ-୨୦୨୨: ରୁଷ ଓ ଚୀନ ସହ ସମରାଭ୍ୟାସ କରିବ ଭାରତ

ରୁଷରେ ଆସନ୍ତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ମଧ୍ୟରେ ଅନୁଷ୍ଠିତ ହେବ ବାର୍ଷିକ ସମରାଭ୍ୟାସ ଭୋସ୍ତକ-୨୦୨୨ । ଏଥିରେ ଚୀନ ଓ ଭାରତର ସେନା ଅଂଶଗ୍ରହଣ କରିବେ । ଚୀନ ସେନା ଏହି ସମରାଭ୍ୟାସରେ ଯୋଗ ଦେବା ବିଷୟରେ ଘୋଷଣା କରିଥିବା ବେଳେ ଭାରତ ପକ୍ଷରୁ ଏ ନେଇ କୌଣସି ଘୋଷଣା ହୋଇନାହିଁ । ଚୀନ…
Read More...

୮୦୦ ମେଣ୍ଢାଙ୍କୁ ଧରି ଚୀନ୍‌ ଦୂତାବାସରେ ପଶିଥିଲେ ବାଜପେୟୀ, କିଛି ନ କହି ଚାଇନାକୁ କରିଥିଲେ ବେଜିତ

ଦେଶ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୪ର୍ଥ ଶ୍ରାଦ୍ଧ ଦିବସ ପାଳନ କରୁଛି। ଏ ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତରତ୍ନ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେବଳ ଦେଶ ଭିତରେ ନୁହେଁ, ବିଦେଶରେ ମଧ୍ୟ…
Read More...

ଆରବ ସାଗରରେ ଭାରତୀୟ ଜାହାଜ ବୁଡ଼ିଲା ; ୯ ଜଣଙ୍କ ଜୀବନ ବଞ୍ଚାଇଲା ପାକ୍‌ ନୌସେନା

ଭାରତର ଏକ ଜାହାଜ ଗତ ୯ ତାରିଖରେ ଆରବ ସାଗରରେ ବୁଡ଼ି ଯାଇଥିଲା। ଫଳରେ ଜାହାଜରେ ଥିବା କର୍ମଚାରୀ ମଧ୍ୟ ବୁଡ଼ି ଯାଉଥିଲେ। କିନ୍ତୁ ପାକିସ୍ତାନୀ ନୌସେନା ସେମାନଙ୍କୁ ଜଳରୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଛି। ବାଲୁଚିସ୍ତାନ ପ୍ରଦେଶର ଗ୍ବାଦର ଉପକୂଳ ସହର ନିକଟରେ ଏହି ଘଟଣା ଘଟିଥିଲା।…
Read More...

ଚେନ୍ନାଇ ବିମାନବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ

ଚେନ୍ନାଇ ବିମାନବନ୍ଦରରେ ଘଟିଛି ଏକ ଅଜବ ଘଟଣା । ବିମାନ ଅବତରଣ ପରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ। ଥାଇଲାଣ୍ଡରୁ ଚେନ୍ନାଇରେ ଆସି ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ବ୍ୟଗରୁ ଏସବୁ ଜିନିଷ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ବ୍ୟାଗ ଭିତରେ ଗୋଟିଏ…
Read More...

୨୦୨୩ରୁ ସମଗ୍ର ବିଶ୍ବରେ ବନ୍ଦ ହେବ ‘ଟାଲ୍‌କମ୍‌ ବେବି ପାଉଡର୍‌’ ; ବିକ୍ରି ବନ୍ଦ କରିବ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’

୨୦୨୩ରୁ ସମଗ୍ର ବିଶ୍ବରେ ‘ଟାଲ୍‌କମ୍‌’ରୁ ପ୍ରସ୍ତୁତ ‘ବେବି ପାଉଡର୍‌’ ବିକ୍ରୟ ବନ୍ଦ କରାଯିବ ବୋଲି ଗୁରୁବାର ଦିନ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି। ଏ ସଂକ୍ରାନ୍ତରେ ବିବୃତି ଦେଇ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି, ବିଶ୍ବର ବିଭିନ୍ନ ପ୍ରାନ୍ତରୁ ସଂଗୃହୀତ ତଥ୍ୟାବଳୀ…
Read More...

ଡୋନାଲ୍‌ଡ ଟ୍ରମ୍ପ ହ୍ବାଇଟ୍ ହାଉସ୍ କାଗଜପତ୍ର ପାଇଖାନାରେ ଫ୍ଲସ୍ କରୁଥିଲେ

ଆମେରିକୀୟ ସାମ୍ବାଦିକ ମାଗି ହାବରମ୍ୟାନ ଦାବି କରିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଖାନାରେ ପକାଇ ଫ୍ଲସ୍ ମାରିଦେଉଥିଲେ। ସିଏନ୍‌ଏନ୍‌ ପକ୍ଷରୁ ସୋମବାର ଏ ସମ୍ପର୍କିତ ଏକ ଫଟୋ ପ୍ରକାଶ କରାଯାଇଛି, ଯେଉଁଥିରେ…
Read More...

ମହଙ୍ଗା ପାଇଁ କ’ଣ ମୋ ଛୁଆଙ୍କୁ ମାରି ପକାଇବି: ପାକିସ୍ତାନୀ ମହିଳା

ମୁଦ୍ରାସ୍ଫୀତି ଯୋଗୁଁ ପାକିସ୍ତାନରେ ବିଶେଷ କରି କରାଚୀ ନଗରୀରେ ଔଷଧ, ତେଜରାତି ଏବଂ ବିଜୁଳି ଦର ଅତ୍ୟନ୍ତ ମହଙ୍ଗା ହୋଇଯାଇଥିବାରୁ ବ୍ୟତିବ୍ୟସ୍ତ ହୋଇ ଜଣେ ମହିଳା କହିଛନ୍ତି, ମୋ ପିଲାଙ୍କୁ ଖାଇବାକୁ ଦେବି ନା, ମାରି ପକାଇବି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଭିଡିଓରେ…
Read More...