Webportal
Browsing Category

International

ରାନିଲଙ୍କ ନିର୍ଦ୍ଦେଶ ପାଳନ କଲାନି ସେନା, ଗୁଳି ଚଳାଇବାକୁ ମନା କଲା

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତକାଲି ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ଶ୍ରୀଲଙ୍କା ସେନା ପ୍ରତ୍ୟାଖ୍ୟାନ କରିଛି। ଶ୍ରୀଲଙ୍କାର ଲୋକମାନେ ଅଭାବ ଅନଟନରୁ ମୁକ୍ତି ପାଇଁ ଆନ୍ଦୋଳନ କରୁଛନ୍ତି।…
Read More...

ବିବାହ ବନ୍ଧନରେ ବାନ୍ଧି ହେବେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ଓ ଆଇପିଏଲ୍‌ ପ୍ରତିଷ୍ଠାତା ଲଲିତ ମୋଦି

ଭାରତୀୟ ଉଦ୍ୟୋଗପତି ତଥା ଆଇପିଏଲ୍‌ ପ୍ରତିଷ୍ଠାତା ଲଲିତ ମୋଦିଙ୍କ ସହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ । ଏ ସମ୍ପର୍କରେ ଲଳିତ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ପରିବାର ସହ ବିଶ୍ୱ ଭ୍ରମଣରୁ ଲଣ୍ଡନ  ଫେରିବା କଥା ସେ ଉଲ୍ଲେଖ…
Read More...

ନକଲି ଆଇପିଏଲ ଆୟୋଜନ: ରୁଷୀ ଲୋକଙ୍କୁ ଲାଗିଲା ଚୂନ

ଜୀବନରେ ଅନେକ ଅଭିନବ ପ୍ରକାରର ଠକେଇ ଦେଖିଥିବେ ବା ଶୁଣିଥିବେ । କିନ୍ତୁ ଗୁଜୁରାଟର ଭଡନଗରରେ ଏପରି ଠକେଇ ହୋଇଛି, ସେକଥା ଜାଣିଲେ ବିଶ୍ବାସ ମଧ୍ୟ କରିପାରିବେ ନାହିଁ । ଭଡନଗରର ମୋଲିପୁର ଗାଁରେ କିଛି ଲୋକ ଏକ ନକଲି ଆଇପିଏଲ ଆୟୋଜନ କରି କେବଳ ଭାରତୀୟ ନୁହେଁ, ରୁଷର କିଛି ଲୋକଙ୍କୁ…
Read More...

୨୦୨୩ରେ ବିଶ୍ବର ସବୁଠୁ ଅଧିକ ଜନବହୁଳ ଦେଶ ହୋଇପାରେ ଭାରତ: ଜାତିସଂଘ

ଆସନ୍ତାବର୍ଷ ଜନସଂଖ୍ୟାରେ ଭାରତ ଚୀନ୍‌କୁ ଟପିଯାଇ ପାରେ ବୋଲି ଆଜି ଜାତିସଂଘଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହାଛଡ଼ା, ଚଳିତ ବର୍ଷ ନଭେମ୍ବର ମଧ୍ୟଭାଗ ସୁଦ୍ଧା ବିଶ୍ବଜନସଂଖ୍ୟା ମଧ୍ୟ ୮ ୦୦ କୋଟିରେ ପହଞ୍ଚିଯିବ ବୋଲି ଜାତିସଂଘ ପୂର୍ବାନୁମାନ କରିଛି। ଉକ୍ତ ରିପୋର୍ଟରେ…
Read More...

ଶ୍ରୀଲଙ୍କାରେ ମୁସ୍କିଲ ପରିସ୍ଥିତି; ରାଷ୍ଟ୍ରପତି ଭବନରେ ପଶି ଖାଦ୍ୟ ଖାଇଲେ ଓ ସୁଇମିଂ ପୁଲରେ ପହଁରିଲେ ବିକ୍ଷୋଭକାରୀ

ଶ୍ରୀଲଙ୍କାର ହଜାର ହଜାର ବିକ୍ଷୋଭକାରୀ ଶନିବାର ପୁଲିସର ବ୍ୟାରିକେଡ୍ ଭାଙ୍ଗି କଲମ୍ବୋରେ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରୀ ବାସଭବନରେ ପ୍ରବେଶ କରିଥିଲେ। ଶ୍ରୀଲଙ୍କାର ପତାକା ଓ ହେଲମେଟ ଧରିଥିବା ବିକ୍ଷୋଭକାରୀମାନେ ତାଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତି ଭବନରେ ପ୍ରବେଶ…
Read More...

ନିଆଁ ଲଗାଇଲେ ମଧ୍ୟ ତରଳୁନି ଚୀନ୍‌ର ଆଇସ୍‌କ୍ରୀମ

ଚୀନ୍‌ର Zhong Xue Gao ନାମକ ଆଇସକ୍ରୀମ୍‌କୁ ନେଇ ଆଶ୍ଚର୍ଯ୍ୟଜନକ କଥା ଜଣାପଡିଛି। ଏହି ଆଇସକ୍ରୀମ୍‌କୁ ନିଆଁ ଲଗାଇଲେ ଓ ୩୧ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ପ୍ରାୟ ୧ ଘଣ୍ଟା ରଖିବା ପରେ ମଧ୍ୟ ତରଳିନଥିଲା। ଏହାର ଭିଡିଓ ଏବେ ସାମନାକୁ ଆସିବା ପରେ ଚୀନ୍‌ କମ୍ପାନୀ ଆଇସକ୍ରୀମର ଗୁଣବତ୍ତାକୁ…
Read More...

ଆଦାନି ପାଇଁ ଶ୍ରୀଲଙ୍କାରେ ମୋଦୀଙ୍କ ଚାପ! ଅଭିଯୋଗ ଆଣିଥିବା ଅଧିକାରୀଙ୍କ ଇସ୍ତଫା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦାନି ଗ୍ରୁପ୍‌କୁ ପ୍ରକଳ୍ପ ଦେବା ପାଇଁ ଶ୍ରୀଲଙ୍କା ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଶ୍ରୀଲଙ୍କା ରାଷ୍ଟ୍ରପତି ‌ଗୋଟାବାୟ ରାଜପକ୍ଷଙ୍କୁ ଏ ନେଇ ମୋଦୀ କହିଥିଲେ। ରାଜପକ୍ଷ ମୋଦୀଙ୍କ ଚାପରେ ଏହି ପ୍ରକଳ୍ପ ଆଦାନି ଗ୍ରୁପକୁ ଦେଇଥିଲେ। ଶ୍ରୀଲଙ୍କାର…
Read More...

କୁଏତକୁ ଗାଈ ଗୋବର ପଥାଇବ ଭାରତ

ଦେଶ ତଥା ବିଦେଶରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ଲାଗିଛି ଭାରତ । ଭାରତର ଚାହିଦା ଏବେ ବଢୁଛି । ଭାରତର ଗାଈ ଗୋବର ଡିମାଣ୍ଡ ବଢ଼ିଛି । କୁଏତକୁ ଗୋବର ରପ୍ତାନୀ କରିବାକୁ ଯାଉଛି ଭାରତ । ଜୈବିକ ଚାଷକାର୍ଯ୍ୟ ପାଇଁ ବିଦେଶୀ ରାଷ୍ଟ୍ର ଗୋବର ଆବଶ୍ୟକ କରୁଛନ୍ତି । ଯେଉଁ କାରଣରୁ…
Read More...

ଆମେରିକାର ଧମକକୁ ବେଖାତିର,: ଉତ୍ତର କୋରିଆ ଏକାଥରକେ କଲା ୮ ବାଲିଷ୍ଟିକ ମିସାଇଲ ପରୀକ୍ଷଣ

ଆମେରିକାର ନାଲି ଆଖିକୁ ଖାତିର ନ କରି ଉତ୍ତର କୋରିଆ ଏକାଥରକେ ୮ ବାଲିଷ୍ଟିକ ମିସାଇଲ ପରୀକ୍ଷଣ କରିଛି । ପୂର୍ବତଟ ସମୁଦ୍ରିକ ଆଞ୍ଚଳରେ ୮ଟି ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷଣ କରିଛି ଉତ୍ତର କୋରିଆ। ଉତ୍ତର କୋରିଆ ଉପରେ ମିସାଇଲ୍‌ ପରୀକ୍ଷଣରେ ପ୍ରତିବନ୍ଧକ ଲଗାଇଥିଲା ଆମେରିକା। ହେଲେ…
Read More...