ପାକିସ୍ତାନ ର ଆବେଦନ ଜାତିସଂଘ ରେ ଖାରଜ
ଧାରା ୩୭୦ ପ୍ରତ୍ୟାହାର ପରେ ଜାତିସଂଘର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ।କିନ୍ତୁ ଏହାକୁ ଜାତିସଂଘ ସିଧାସଳଖ ଖାରଜ କରିଦେଇଛି।ଧାରା ୩୭୦ ପ୍ରତ୍ୟାହାର ବିଷୟରେ ଦୁଇ ଦେଶ ନିଜ ଭିତରେ ଆଲୋଚନା କରିପାରନ୍ତି।ଏହା ଜାତିସଂଘ କୁ ଆଣିବାର କୌଣସି ଯଥାର୍ଥ ନାହିଁ।ଏଥିରୁ ଭାରତର ବିଜୟକୁ ବିଶ୍ୱ ସ୍ତରରେ…
Read More...
Read More...