Webportal
Browsing Category

National

ପଶ୍ଚିମବଙ୍ଗରେ ହେବ ୭ଟି ନୂଆ ଜିଲ୍ଲା: ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ୭ଟି ନୂଆ ଜିଲ୍ଲା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବରୁ ପଶ୍ଚିମବଙ୍ଗରେ ୨୩ଟି ଜିଲ୍ଲା ଥିଲା ଏବେ ଏହାକୁ ବଢାଇ ୩୦ କରାଯିବ ବୋଲି କହିଛନ୍ତି । ୭ଟି ନୂଆ ଜିଲ୍ଲାରେ…
Read More...

ବିଜେପି ଶାସନ ସହିତ ଇଂରେଜ ଶାସନର ତୁଳନା କଲେ ଶରତ ପାୱାର

ସଂସଦରେ ସଂଖ୍ୟା ଗରିଷ୍ଠତା ଲାଗି ବିଜେପିର ଅହଂକାର ବହୁତ ବଢ଼ିଯାଇଛି। ଦେଶରେ ବିଜେପି ଶାସନକୁ ଇଂରେଜ ଶାସନ ସହ ତୁଳନା କରି ଏନସିପି ନେତା ଶରଦ ପାୱାର ଏହା କହିଛନ୍ତି। ସେ କହିଛନ୍ତି ଯେ କ୍ଷମତାର ଅହଂକାର ସାଧାରଣ ଜନତାଙ୍କ ଆଗରେ କିଛି ନୁହେଁ। ଯଦି ଜନତା ଏକଜୁଟ ହୋଇଯିବେ ତେବେ ବିଜେପିକୁ…
Read More...

ଗୁଜୁରାଟରେ ବିଜେପି ସରକାରକୁ ଆସିଲେ ମଦ ମିଳିବ, ଆଉ ଆପ ସରକାରକୁ ଆସିଲେ ଚାକିରି ମିଳିବ: ଅରବିନ୍ଦ କେଜ୍ରିୱାଲ

ଯଦି ସରକାରକୁ ବିଜେପି ଆସିବ ତେବେ ଆପଣଙ୍କୁ ମଦ ମିଳିବ ଆଉ ଯଦି ଆମେ ଆସିବୁ ତେବେ ଆପଣଙ୍କୁ ଚାକିରୀ ମିଳିବ। କିଛି ଏଭଳି କହିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଗୁଜୁରାଟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଚାଲିଥିବା ମଦ କାରବାର ନେଇ ବିଜେପି ସରକାର ଉପରେ…
Read More...

ବ୍ୟାଙ୍କ୍‌ ଲକରରୁ ଗାଏବ ହେଲା ଜମା ରାଶି ; କ୍ଷତିପୂରଣ ଦେବାକୁ ବ୍ୟଙ୍କକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

୮୦ ବର୍ଷ ବୟସରେ ଜଣେ ବ୍ୟକ୍ତିଙ୍କର ସାରା ଜୀବନର ସଞ୍ଚିତ ରାଶି ଚୋରି ହୋଇଗଲା। ଏହି ଚୋରି ଘରୁ ନୁହେଁ , ବ୍ୟାଙ୍କର ଲକରରୁ ହୋଇଛି। ଏହା ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଏହା ସତ ଘଟଣା। ବୟସ୍କ ବ୍ୟକ୍ତି ଜଣଙ୍କ ନିଜର ସବୁ ସଂପତ୍ତି ବ୍ୟାଙ୍କରେ ଜମା କରି ଥିଲେ। ସୁପ୍ରିମ…
Read More...

ସଞ୍ଜୟ ରାଉତ ନଇଁବ ନାହିଁ, ଶିବସେନା ଛାଡିବ ନାହିଁ; ଇଡି ଅଟକ ରଖିବା ପରେ କହିଲେ ସଞ୍ଜୟ ରାଉତ

ମୁମ୍ବାଇର ପତ୍ରା ‘ଚଲ୍‌’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ନେଇ ଆଜି ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି। ସଞ୍ଜୟ ରାଉତଙ୍କ ବାସଭବନରୁ ୧୧.୫୦ ଲକ୍ଷ ଟଙ୍କା ଇଡି ଜବତ କରିଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ‘ସଞ୍ଜୟ ରାଉତ ଝୁକେଗା ନେହିଁ, ଶିବସେନା ଛୋଡେଗା…
Read More...

ମାଫିଆ ଧନଞ୍ଜୟ ସିଂଙ୍କୁ ସାଧାରଣ ସମ୍ପାଦକ କଲା ଜେଡିୟୁ

ଦଳରେ ହୋଇଥିବା ବିବାଦ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ବିବାଦ ଘେରକୁ ଆସିଛି। ଦଳର ଅଧ୍ୟକ୍ଷ ଲଲନ ସିଂହ ଉତ୍ତରପ୍ରଦେଶ, ଜେଡିୟୁ ପାଇଁ ନେଇଥିବା ନିଷ୍ପତ୍ତି ଉପରେ ଏବେ ପ୍ରଶ୍ନ ଉଠିଛି। ସୂଚନା ମୁତାବକ, ଚାରିଜଣ ନୂତନ ସଦସ୍ୟଙ୍କୁ ଦଳ ୟୁପି…
Read More...

ଜବତ ଟଙ୍କା ଝାଡ଼ଖଣ୍ଡ ସରକାର ଭାଙ୍ଗିବା ପାଇଁ ବ୍ୟବହାର ସନ୍ଦେହ; ପଶ୍ଚିମବଙ୍ଗରେ ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩…

ପଶ୍ଚିମବଙ୍ଗରେ ବିପୁଳ ପରିମାଣର ନଗଦ ଟଙ୍କା ସହ ଧରାପଡ଼ିଥିବା ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଦିନ ଗାଡ଼ିରେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ହାତରେ ଧରାପଡ଼ିଥିବା ୩ଜଣ ବିଧାୟକ। ଏନେଇ ୩ଜଣ…
Read More...

ଗୃହରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିଛନ୍ତି ସ୍ମୃତି ଇରାନୀ, ବିନା ସର୍ତ୍ତରେ କ୍ଷମା ମାଗନ୍ତୁ: ଅଧୀର ରଞ୍ଜନ

ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଆଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ସମାଲୋଚନାର ଶିକାର ହୋଇଥିଲେ। କ୍ଷମା ମାଗିବା ପାଇଁ ବିରୋଧୀ ଚାପ ପକାଇବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମ‌ା ପ୍ରାର୍ଥନା କରିଥିଲେ…
Read More...

ସୋମବାର ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ କହିବୁ: ତୃଣମୂଳ ସାଂସଦ ମହୁଆ ମୈତ୍ର

ଗୁଜରାଟ ‘ବିଜେପି’ ବିଧାୟକ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଘଟଣା ଲାଗି ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବା ପାଇଁ କହିବାକୁ ସୋମବାର ଦିନ ବିରୋଧୀ ନେତାଙ୍କୁ ମାଇକ୍ରୋଫୋନ୍ ଦେବା ଲାଗି ଆଜି ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ…
Read More...

ଆସାମରେ ହେଉଥିଲା ଝାଡ଼ଖଣ୍ଡ ସରକାର ଭାଙ୍ଗିବାର ଯୋଜନା ? ହିମନ୍ତ ଶର୍ମା ଦେଲେ ସଫେଇ

ପଶ୍ଚିମବଙ୍ଗର ହାଓ୍ବଡ଼ାରେ ଶନିବାର ଝାଡ଼ଖଣ୍ଡର ତିନି କଂଗ୍ରେସ ବିଧାୟକ ନଗଦ ଟଙ୍କା ସହ ଧରାପଡ଼ିବା ପରେ ରାଜନୀତି ଧିରେ ଧିରେ ଉଷ୍ମ ହେବାରେ ଲାଗିଛି । ଝାଡ଼ଖଣ୍ଡରେ କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁର ଦାବି କରିଛନ୍ତି କି ଝାଡ଼ଖଣ୍ଡ ସରକାରକୁ ଅସ୍ଥିର କରିବାକୁ ଆସାମରେ ଚାଲିଥିଲା ବ୍ଲୁ…
Read More...