Webportal
Browsing Category

National

ଚାକିରି ସଙ୍କଟରୁ ଧ୍ୟାନ ହଟାଇବା ପାଇଁ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରିବା ବିପଜ୍ଜନକ: ରଘୁରାମ ରାଜନ

ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଦେଶରେ ଚାକିରୀର ସଙ୍କଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଏହି ସଙ୍କଟରୁ ଧ୍ୟାନ ହଟାଇବା ପାଇଁ ସଂଖ୍ୟାଲଘୁକୁ ଟାର୍ଟେଗ୍ଟ କରିବା ବିପଜ୍ଜନକ ହୋଇପାରେ । ସେ ସଂଖ୍ୟାଲଘୁବାଦ ବା ପ୍ରସଙ୍ଗ ବିରୁଦ୍ଧରେ…
Read More...

କି ଚିନ୍ତାଧାରା ; ଆଜିବି ଦେଶର ବାସିନ୍ଦା ଏପରିକି ହିନ୍ଦୁ ମଧ୍ୟ ନିଜ ଦେଶରେ ବାହାରର ଲୋକ, ରାଜ୍ୟପାଳଙ୍କ ମନ୍ତବ୍ୟକୁ…

ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ତଡ଼ି ଦିଆଗଲେ ମହାରାଷ୍ଟ୍ର ଅର୍ଥଶୂନ୍ୟ ହୋଇଯିବ ଏବଂ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବା ନାହିଁ ବୋଲି ରାଜ୍ୟପାଳ ବି.ଏସ୍‌. କୋଶିୟାରୀ ଭାଷଣରେ ଦେଇଥିବା ଟିପ୍ପଣୀକୁ ‘ଶିବସେନା’ ସାଂସଦ ସଞ୍ଜୟ ରାଉତ ତୀବ୍ର ନିନ୍ଦା କରିଛନ୍ତି।…
Read More...

ସିବିଆଇ’ ତଦନ୍ତ ପରିପ୍ରେ୍ଷୀରେ ନୂଆ ଛାଡ଼ି ପୁରୁଣା ମଦ୍ୟ ନୀତି ଲାଗୁ କରିବେ ଦିଲ୍ଲୀ ସରକାର

ନୂଆ ଅବକାରୀ ନୀତି ପ୍ରଚଳନ ଉପରେ ‘ସିବିଆଇ’ ତଦନ୍ତ ଲାଗି ଉପରାଜ୍ୟପାଳ ସୁପାରିସ କରିବାରୁ ସହରରେ ପୁରୁଣା ଖାଉଟି ମଦ ବିକ୍ରୟ ଯୋଜନାକୁ ଫେରିଯିବା ଲାଗି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ବିଶ୍ବସ୍ତସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ୨୦୨୨-୨୩ ନିମନ୍ତେ ଦିଲ୍ଲୀ ସରକାର ନୂଆ…
Read More...

ଦେଶର ବହୁ କମ ଲୋକ ହିଁ ଅଦାଲତ ପହଞ୍ଚି ପାରୁଛନ୍ତି, ମାଧ୍ୟମ ଅଭାବରୁ ଅନେକ ନିରବ ରହି ପୀଡା ସହୁଛନ୍ତି: ପ୍ରଧାନ…

ଦେଶରେ ଲୋକଙ୍କ ଆର୍ଥିକ ସ୍ଥିତି ଓ ଚିନ୍ତାଧାରାରେ ଏବେ ବି ବହୁତ୍ ପାର୍ଥକ୍ୟ ରହିଛି । ଏବେ ବି ଲୋକମାନେ ନିଜକୁ ସମୟ ସହ ବଦଳାଇ ପରି ନାହାନ୍ତି । ଠିକ୍ ସେହିପରି କମ ଲୋକ ହିଁ ଅଦାଲତ ପହଞ୍ଚି ପାରୁଛନ୍ତି। ଅଧିକାଂଶ ଲୋକ ସଚେତନା ଏବଂ ଆବଶ୍ୟକ ମାଧ୍ୟମ ଅଭାବରୁ ନିରବ ରହି ପୀଡା ସହୁଛନ୍ତି।…
Read More...

ବେକାରୀ ସମସ୍ୟା ଆହୁରି ଭୟଙ୍କର ହେବାର ଆଶା; ଗୋଟେପଟେ ଘରୋଇକରଣ ଚାଲିଛି, ଅନ୍ୟପଟେ ନୂଆ ତ ନାହିଁ ଖାଲିଥିବା ପଦବୀ ମଧ୍ୟ…

ବେରୋଜଗାର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଅଧିକାଂଶ ସମୟରେ କେନ୍ଦ୍ର ସରକାରଙ୍କୁ ଘେରୁଥିବାବେଳେ ସରକାର କହିଛନ୍ତି ଯେ ଚାକିରି ଯୋଗାଇଦେବାକୁ ପ୍ରଚେଷ୍ଟା ଚାଲିଛି | ତେବେ ୨୦୧୪ ମସିହାରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ କେତେଜଣଙ୍କୁ ସରକାରୀ ନିଯୁକ୍ତି ମିଳିଛି ସେନେଇ ସଂସଦରେ ସରକାର…
Read More...

ମିଥୁନ ଚକ୍ରବର୍ତ୍ତୀ ମାନସିକ ରୋଗୀ : ଟିଏମସି ସାଂସଦ

ମମତା ବାନାର୍ଜୀଙ୍କ ଟିଏମସି ଦଳର ୩୮ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ବିଧାୟକ ମୋ ସହ ସିଧାସଳଖ ଯୋଗାଯୋଗ କରୁଛନ୍ତି ବୋଲି କହିଥିଲେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ। ତାଙ୍କର ଏଭଳି ଦାବି ପରେ ‌ଏବେ ନିଜର ପ୍ରତିକ୍ରିୟା…
Read More...

ଏକନାଥ ସିନ୍ଦେ ପୁରୁଷ ନୁହେଁ ପରନ୍ତୁ ଚୋର; ହିନ୍ଦୁତ୍ବ କଥା କହୁଥିବା ବିଜେପି ଜାମ୍ମୁ କାଶ୍ମୀରରେ ଗଠବନ୍ଧନ କରି ନିଜକୁ…

ରବିବାର ମୁମ୍ବାଇସ୍ଥିତ କାଲାଚୋକି ଅଞ୍ଚଳରେ ଦଳର ଏକ ନୂତନ ଶାଖା ଉଦଘାଟନ କରିବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ବିରୋଧି ସିନ୍ଦେ ଗୋଷ୍ଠୀ ଉଦ୍ଦେଶ୍ୟରେ ବର୍ଷିଛନ୍ତି। ଶିବସୈନିକଙ୍କୁ ସମ୍ବୋଧିତ କରିବା ଅବସରରେ ଉଦ୍ଧବ ଠାକରେ ସିନ୍ଦେ…
Read More...

ବିଜେପି ସହ ସଂପର୍କରେ ଅଛନ୍ତି ମମତାଙ୍କ ୩୮ ବିଧାୟକ:ମିଥୁନ ଚକ୍ରବର୍ତ୍ତୀ

ଗୋଟେପଟେ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିବା ପରେ ବ୍ୟାକଫୁଟକୁ ଯାଇଛନ୍ତି ମମତା । ଠିକ୍ ଏହି ସମୟରେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନ ଏବେ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି । ବଲିଉଡ ଷ୍ଟାର ତଥା ବିଜେପି ନେତା ମିଥୁନ…
Read More...

ବିଜେପି ବନ୍ଧୁଙ୍କ ସହ କଥାହେବା ପରେ ନମ୍ବର ବନ୍ଦ:କଲ ସ୍ୱଭାଭିକ କରିଦିଅ; କହିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ…

ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କ ଫୋନ ହ୍ୟାକ ।ବିରୋଧି ଗୋଷ୍ଠୀର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କ ଫୋନକୁ କୌଣସି କଲ୍ ଆସୁନି କି କାହା ପାଖକୁ କଲ୍ ଯାଉନି । ଏନେଇ ସେ ସୋମବାର ଟ୍ବିଟ୍ କରି ଏହା ଜଣାଇଛନ୍ତି । ଏଥିପାଇଁ ମାର୍ଗରେଟ ଅଲଭା ଏମଟିଏନଏଲ(MTNL)କୁ…
Read More...

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଖାଲିଥିବା ୬୫୪୯ ରୁ ପୁରଣ ହୋଇଛି କେଵଳ ୩୭୫ ପଦବୀ : ଧର୍ମେନ୍ଦ୍ର ପ୍ରଧାନ

ସେପ୍ଟେମ୍ବର ୨୦୨୧ରୁ ଆଜି ଯାଏ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଖାଲିଥିବା ୬୫୪୯ ପଦବୀରୁ ପୁରଣ ହୋଇଛି ୩୭୫ ପଦବୀ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ତଥ୍ୟ ଉପସ୍ଥାପନ କରିଛନ୍ତି। ତେବେ ଦେଶରେ ଥିବା ୪୫ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ରେ ମୋଟ ୬୫୪୯ ଟି ପଦବୀ ଖାଲି…
Read More...