Webportal
Browsing Category

National

୨୦୨୧ରେ ୧.୬୩ ଲକ୍ଷ ଲୋକ ନିଜ ଜନ୍ମମାଟି ଭାରତ ଛାଡ଼ିଛନ୍ତି

ଭାରତର ନାଗରିକତା ଛାଡ଼ୁଥିବା ଲୋକମାନଙ୍କ ସଂଖ୍ୟା ବିଗତ କିଛି ବର୍ଷରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ୨୦୨୧ରେ ରେକର୍ଡ ୧ ଲକ୍ଷ ୬୩ ହଜାର ଲୋକ ନିଜ ଭାରତୀୟ ନାଗରିକତା ଛାଡ଼ିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବହୁଜନ ସମାଜପାର୍ଟି ସାଂସଦ…
Read More...

ସର୍ଭିସ ଚାର୍ଜ ନ ଦେଲେ ରେସ୍ତୋରାଁରେ ଖାଅନାହିଁ : ଦିଲ୍ଲୀ ହାଇକୋର୍ଟ

ସର୍ଭିସ ଚାର୍ଜ(ସେବା ଦେୟ)କୁ ନେଇ ବଡ ମନ୍ତବ୍ୟ ଦେଲେ ଦିଲ୍ଲୀ ହାଇକୋର୍ଟ। ଯଦି ଆପଣ ସର୍ଭିସ ଚାର୍ଜ ପୈଠ କରିପାରିବେ ନାହିଁ, ତେବେ ରେସ୍ତୋରାଁରେ ଖାଦ୍ୟ ଖାଆନ୍ତୁ ନାହିଁ ବୋଲି ବୁଧବାର କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜୁଲାଇ ୪ରେ ହୋଟେଲ୍ ଓ ରେସ୍ତୋରାଁ ଦ୍ୱାରା ନିଆଯାଉଥିବା ସର୍ଭିସ…
Read More...

ବେଳେ ବେଳେ ବୁଲଡୋଜର ମଧ୍ୟ ଓଲଟା ଚାଲେ : ଅଖିଳେଶ ଯାଦବ

ଉତ୍ତରପ୍ରଦେଶର ଜଳଶକ୍ତି ରାଷ୍ଠ୍ରମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ଏବଂ ତାଙ୍କ ଦ୍ୱାରା ଅଣାଯାଇଥିବା ଯୋଗୀ ସରକାରଙ୍କ ବିରୋଧରେ ଅଭିଯୋଗକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ଏନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟୁଇଟ କରି ଦୀନେଶ ଖଟିକଙ୍କ ଚିଠି ବିଷୟରେ ପୋଷ୍ଟ କରି…
Read More...

ଅନ୍ଧବିଶ୍ୱାସ! : ବର୍ଷା ପାଇଁ ବୃଦ୍ଧଙ୍କ ଉପରେ ଢାଳିଲେ ଗୋବର ଓ ଅପରିଷ୍କାର ପାଣି; ଥାନାର ଦ୍ୱାରସ୍ଥ ହେବାରୁ ନିର୍ଧୁମ…

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ବର୍ଷା ହେବା ଆଶାରେ ସ୍ଥାନୀୟ ଗୋବିନ୍ଦପୁର ଗାଁରେ ଅଖଣ୍ଡ ପାଠର ଆୟୋଜନ କରାଯାଇଥିଲା। ହେଲେ ଏହାରି ଭିତରେ କିଛି ଯୁବକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏକ କାଣ୍ଡ ଘଟାଇଥିଲେ, ଯାହାକି ଏବେ ବିବାଦ…
Read More...

ବକେୟା ମାଗିବାରୁ ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ ବିଲ୍ଡର!

ଉତ୍ତର ପ୍ରଦେଶର କାନପୁରରେ ଏକ ଛାତିଥରା ଘଟଣା ଘଟିଛି। ଏଠାରେ ପେମେଣ୍ଟ୍‌ ମାଗିବାରୁ ଜଣେ ବିଲ୍ଡର ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଛନ୍ତି। ଏଥିରେ ଠିକାଦାରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଲୋକଙ୍କୁ ସୂଚନା ମିଳିବା ପରେ ଖବର ଆଖାପାଖ ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା।…
Read More...

ସ୍ତ୍ରୀକୁ କମେଣ୍ଟ ମାରିବାରୁ ୩ ସହକର୍ମୀଙ୍କୁ ହତ୍ୟା

ନୂଆଦିଲ୍ଲୀରେ ଅବସ୍ଥାପିତ ଜଣେ ସିକିମ୍ ପୁଲିସ ୩ ଜଣ ସହକର୍ମୀଙ୍କୁ ସୋମବାର ଗୁଳି କରି ହତ୍ୟା କରିଛି। ସହକର୍ମୀମାନଙ୍କର ଦୋଷ ହେଲା ସେମାନେ ଉକ୍ତ ପୁଲିସର ସ୍ତ୍ରୀକୁ କୁଆଡ଼େ ଅଶାଳୀନ କମେଣ୍ଟ ମାରିଥିଲେ। ଅଭିଯୁକ୍ତ ପ୍ରବୀଣ ରାୟକୁ ଗିରଫ କରାଯାଇଛି। ଭାରତୀୟ ରିଜର୍ଭ ବାଟାଲିୟନର ଅଂଶ ଭାବେ…
Read More...

ରେଲୱେ ବାତିଲ କଲା ପୁଣି ୧୨୮ ଟ୍ରେନ୍

ରେଳବାଇ (Indian Railways) ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ମନେ କରାଯାଏ । ପ୍ରତି ମାସରେ କୋଟି କୋଟି ଲୋକ ଟ୍ରେନ (Train) ମାଧ୍ୟମରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାଏ ।  ଅନେକ ଥର ଟ୍ରେନରେ ସଂରକ୍ଷଣ ପାଇବା ପାଇଁ ଲୋକଙ୍କୁ ବହୁତ ପରିଶ୍ରମ କରିବାକୁ ପଡେ । ଲୋକମାନେ ମାସେ…
Read More...

NEET-UG 2022: ପରୀକ୍ଷା ପୂର୍ବରୁ ଅନ୍ତବସ୍ତ୍ର ଖୋଲିଲେ ଶତାଧିକ ଛାତ୍ରୀ, ମାଲପ୍ରାକ୍ଟିସ୍ ଅଭିଯୋଗରେ ୮କୁ ବାନ୍ଧିଲା…

ଦୁଇ ଦିନ ପୂର୍ବେ ସାରା ଦେଶରେ ମେଡିକାଲ ପ୍ରବେଶିକା ପରୀକ୍ଷା NEET ଆୟୋଜନ କରାଯାଇଛି। ପରୀକ୍ଷା ଦେବା ପାଇଁ ଅନେକ ନୀତି ଏବଂ ନିୟମ ସ୍ଥିର କରାଯାଇଥିଲା। କିନ୍ତୁ ଅନେକ ସ୍ଥାନରେ ନିୟମ ପାଳନ ନାମରେ ଅସଦାଚରଣ ଏବଂ ଅବାଧ୍ୟତା କରାଯାଇଛି। କେରଳର କୋଲାମ ଜିଲ୍ଲାରେ ପରୀକ୍ଷା ଦେବାକୁ ଆସିଥିବା…
Read More...

ରାଷ୍ଟ୍ରପତି ନିର୍ବାଚନରେ ଖୋଲାଖୋଲି ହେଲା କ୍ରସ୍ ଭୋଟିଂ

ରାଷ୍ଟ୍ରପତି ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସେପଟେ ନିର୍ବାଚନ ପୂର୍ବରୁ ନିଜ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ରାଜନୈତିକ ଦଳ ନିଜ ବିଧାୟକ ଏବଂ ସାଂସଦଙ୍କୁ କହିଥିଲେ। ହେଲେ ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶାରୁ ନେଇ ଆସାମ ପର୍ୟ୍ୟନ୍ତ କ୍ରସ ଭୋଟିଂ…
Read More...

ମୁଁ ଜଣେ କ୍ରିମିନାଲ ନୁହେଁ, ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ : ଅରବିନ୍ଦ କେଜ୍ରିୱାଲ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି “ମୁଁ ଜଣେ କ୍ରିମିନାଲ ନୁହେଁ, ମୁଁ ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ”। କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତକୁ କେନ୍ଦ୍ର ସରକାର ସ୍ଵୀକୃତି ଦେବାରେ ବିଳମ୍ବ କରିବା ଫଳରେ କିଛି ଏଭଳି ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ…
Read More...