Webportal
Browsing Category

National

ଦଲେର ମେହନ୍ଦୀଙ୍କୁ ଦୁଇ ବର୍ଷ ଜେଲ୍

ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀ ଗିରଫ ହେବା ନେଇ ଖବର ସାମ୍ନାକୁ ଆସିଛି। ମାନବ ଚାଲାଣ ମାମଲାରେ କଣ୍ଠଶିଳ୍ପୀଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ। ଆଜି ମାନବ ଚାଲାଣ ମାମଲାରେ ପଞ୍ଜାବର ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ପଞ୍ଜାବ ପୁଲିସ…
Read More...

ସଂସଦରେ ଅନେକ ଶବ୍ଦକୁ କରାଗଲା ନିଷିଦ୍ଧ

ଲୋକସଭା ସଚିବାଳୟରେ ଏକ ନୂତନ ବୁକଲେଟ ପ୍ରକାଶିତ କରାଯାଇଛି । ଯେଉଁଥିରେ ସଂସଦରେ ଅନେକ ଶବ୍ଦକୁ ନିଷିଦ୍ଧ କରାଯାଇଛି । ଏପରିକି ଏହାର ଏକ ତାଲିକା ପ୍ରସ୍ତୁତ କରାଯାଉଥିବାର ଦେଖିବାକୁ ମିଳିଛି । ତେବେ ଜୁଲାଇ ୧୮ ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ପୂର୍ବରୁ ଅଣସଂରକ୍ଷିତ ଶବ୍ଦ ଏବଂ…
Read More...

୨୧ରେ ଇଡି ସାମ୍ନାରେ ସୋନିଆ ଗାନ୍ଧୀ ହାଜର ହେବା ସମୟରେ ସାରା ଦେଶରେ ଆନ୍ଦୋଳନ କରିବ କଂଗ୍ରେସ

ବହୁ ଚର୍ଚ୍ଚିତ ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଛି। ଏହାକୁ ବିରୋଧ କରି କଂଗ୍ରେସ ସାରା ଦେଶରେ ଆନ୍ଦୋଳନ କରିବାର ଯୋଜନା କରିଛି । ଦଳୀୟ ବୈଠକରେ ଏହି ଆନ୍ଦୋଳନର ନିଷ୍ପତ୍ତି ନିଆଯାଇଛି । ଇଡି କଂଗ୍ରେସ…
Read More...

ଗୋ ମୂତ୍ର କିଣିବେ ଛତିଶଗଡ ସରକାର

ଗୋବର ପରେ ଏବେ ରାଜ୍ୟ ସରକାର ଗୋ ମୂତ୍ର କିଣିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ଆଉ ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ୱାରା ଉପକୃତ ହେବେ ଚାଷୀ ଏବଂ ପଶୁପାଳକ। ଛତିଶଗଡର ଭୂପେଶ ବଘେଲ ସରକାର ଗୋ ମୂତ୍ର କିଣିବା ଉପରେ କାମ କରୁଛନ୍ତି। ଏହି ପାଇଲଟ୍ ପ୍ରୋଜେକ୍ଟର ଆରମ୍ଭ ରାଜ୍ୟର ଉତ୍ତର…
Read More...

ଉତ୍ତରପ୍ରଦେଶ ରେ ବୋଲବମ୍ ଭକ୍ତ ଯାଉଥିବା ରାସ୍ତାରେ ବନ୍ଦ ରହିବ ମଦ, ମାଂସ ଦୋକାନ

ଗୁରୁବାରଠାରୁ ଆରମ୍ଭ ହେବ ଶ୍ରାବଣ ମାସ । ଅର୍ଥାତ ଆସନ୍ତା କାଲିଠାରୁ ଆରମ୍ଭ ହେବ କାଓ୍ବଡିଆ ବା ବୋଲବମ ଯାତ୍ରା । ଏବର୍ଷ ଏହି ଯାତ୍ରା ଯେପରି ଶାନ୍ତି ଶୃଙ୍ଖ​ଳାର ସହ ଶେଷ ହେବ ତାହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଯୋଗୀ ସରକାର କେତେକ ପଦକ୍ଷେପ ନେଇଛନ୍ତି । ବୋଲବମ ଭକ୍ତ ଯାଉଥିବା…
Read More...

ଭିଭୋ’ ପରେ ଏବେ ‘ଓପୋ’ : ଧରାପଡ଼ିଲା ୪୩୮୯ କୋଟିର ଟିକସ ଠକେଇ

ଭାରତରେ କାରବାର କରୁଥିବା ଚୀନ ମୋବାଇଲ କମ୍ପାନିମାନଙ୍କ ସଂଦିଗ୍ଧ ନେଣଦେଣ ଓ ଟିକସ ଠକେଇ ଉପରେ ତୀକ୍ଷଣ ନଜର ରଖିଛନ୍ତି ଭାରତ ସରକାର । ଗତ ସପ୍ତାହରେ ଭିଭୋ ଉପରେ ଇଡି ଚଢଉ ଏବେ ଓପୋର ପାଳି ପଡ଼ିଛି । ବୁଧବାରଦିନ ଅର୍ଥମନ୍ତ୍ରାଳୟ ଅଧିନସ୍ଥ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ  ପକ୍ଷରୁ ଓପୋ…
Read More...

ସରକାର କଶ୍ମୀରୀଙ୍କ ହୃଦୟ ନଜିତିବା ପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣ ଜାରି ରହିବ: ଫାରୁକ ଅବଦୁଲ୍ଲା

ପୂର୍ବ ତୁଳନାରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କମ ହୋଇଥିଲେ ବି ଏହା ସମ୍ପୂର୍ଣ୍ଣ ଭାବେ କେବେ ଶେଷ ହେବ ତାହା କେହି ଜାଣିନାହାନ୍ତି। କଶ୍ମୀରରେ ଏବେ ପ୍ରତିଦିନ ଆତଙ୍କବାଦୀ ଆକ୍ରମଣର ଖବର ସାମ୍ନାକୁ ଆସୁଛି। ଏହି ମଧ୍ୟରେ ଏହି ଆକ୍ରମଣକୁ ବିରୋଧ କରିବା ପରିବର୍ତ୍ତେ କେନ୍ଦ୍ର…
Read More...

ସବୁ ବର୍ଗ ପାଇଁ ମାଗଣା ହେଲା ବୁଷ୍ଟର ଡୋଜ୍, ସମୟ ସୀମା ୭୫ଦିନ

ମାଗଣା ହେଲା କରୋନାର ବୁଷ୍ଟର ଡୋଜ୍। ଜୁଲାଇ ୧୫ରୁ ଆରମ୍ଭ ହେବାକୁ ଥିବା ୭୫ଦିନିଆ ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ସରକାରୀ ଟିକାକରଣ କେନ୍ଦ୍ରରେ ୧୮-୫୯ବର୍ଷ ବୟସ ବର୍ଗର ଲୋକମାନେ କୋଭିଡ ଟିକାର ବୁଷ୍ଟର ମାଗଣାରେ ନେଇପାରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କୋଭିଡ ବୁଷ୍ଟର ଡୋଜର…
Read More...

ସନ୍ଦେହ କାହାକୁ: ଶିଳ୍ପପତି ଗୌତମ ଅଦାନୀଙ୍କ ମୁନ୍ଦ୍ରା ବନ୍ଦରରୁ ପୁଣି ୩୭୫ କୋଟି ଟଙ୍କାର ଡ୍ରଗ୍ସ ଜବତ

ଶିଳ୍ପପତି ଗୌତମ ଅଦାନୀଙ୍କ ମୁନ୍ଦ୍ରା ବନ୍ଦରରୁ ପୁଣି ୩୭୫ କୋଟି ଟଙ୍କାର ଡ୍ରଗ୍ସ ଜବତ । ସେପଟେ ଗତ କିଛିବର୍ଷ ମଧ୍ୟରେ ମୁନ୍ଦ୍ରା ବନ୍ଦର ଦେଇ କଚ୍ଛର ସମୁଦ୍ରାଞ୍ଚଳ ରାସ୍ତାରେ ବିଭିନ୍ନ ସାମଗ୍ରୀ ସହ ଡ୍ରଗ୍ସ ଆସୁଛି ବା ବାହାର ଦେଶକୁ ଯୋଗାଣ ହେଉଛି । କିଛିଦିନ ତଳେ ପାକିସ୍ତାନରୁ ଆସୁଥିବା…
Read More...

କଂଗେସ ର ଅଭିଯୋଗ:ବିଜେପି ଭୟ ଏବଂ ନିୟନ୍ତ୍ରଣ ମାଧ୍ୟମରେ ଶାସନ କରିବାକୁ ଚେଷ୍ଟା କରୁଛି

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜାମିନ ମାମଲାକୁ ସରଳ କରିବା ପାଇଁ ଅଲଗା ଜାମିନ ଆଇନ ପ୍ରଣୟନ କରିବାକୁ ବିଚାର କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସୂଚାଇ ଦେଇଛି ଯେ ଯେଉଁ ରାଜ୍ୟରେ ସେ ସରକାର ଅଛନ୍ତି, ସେ ସଂଶୋଧନ ମାଧ୍ୟମରେ ଜାମିନ ଆଇନକୁ ଆହୁରି ଉଦାର…
Read More...