Webportal
Browsing Category

National

ମୁଁ ୧୦ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବି କହିଲା ସ୍ତ୍ରୀ; ଏହା ଶୁଣି ତାକୁ ହତ୍ୟା କଲା ସ୍ବାମୀ

ମୁଁ ୧୦ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବି। ତୁମେ କିଛି କରିପାରିବ ନାହିଁ। ଏଭଳି କହୁଥିବା ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସମୟରେ ରାଗରେ ମୁହଁରୁ ଅନେକ କିଛି କଥା ବାହାରି ଯାଇଥାଏ। କିନ୍ତୁ ତା’ର ପରିଣାମ ଯେ ଏତେ ଭୟଙ୍କର ହେବ ତାହା କେହି କେବେ…
Read More...

ଆଗକୁ ବଢିବ ମହଙ୍ଗା ମାଡ; ୧୮ ରୁ ବଢିବ ଅନେକ ସାମଗ୍ରୀର ଦର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି କାଉନସିଲ ବୈଠକ ପରେ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୧୮ ତାରିଖ ପରେ ଅନେକ ସାମଗ୍ରୀ ମହଙ୍ଗା ହେବା ନେଇ ସୂଚନା ଦେଇଛନ୍ତି । ଆଉ କିଛି ସାମଗ୍ରୀ ପୂର୍ବାପେକ୍ଷା ଶସ୍ତା ଦରରେ ମିଳିବ । ବର୍ତ୍ତମାନ ମହଙ୍ଗା ମାଡ଼ ଚାଲିଥିବା ବେଳେ ଆପଣଙ୍କୁ ପୁଣି…
Read More...

ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ରାସ୍ତା ଗୁଡିକରୁ ପେଟ୍ରୋଲ ଚାଳିତ ଗାଡିମଟର ସବୁ ଗାଏବ ହୋଇଯିବ: କେନ୍ଦ୍ର ମନ୍ତ୍ରୀ

ଭାରତର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁଣିଥରେ ନିଜର ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶର ରାସ୍ତା ଗୁଡିକରୁ ପେଟ୍ରୋଲ ଚାଳିତ ଗାଡିମଟର ସବୁ ଗାଏବ ହୋଇଯିବ । ଆଗକୁ ଭାରତରେ ଆଉ ପେଟ୍ରୋଲର ଆବଶ୍ୟକତା ପଡିବନି ବୋଲି ଗଡକରୀ ଦାବି…
Read More...

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା

ଦୁଇଦିନ ପରେ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଦୀର୍ଘ ଦୁଇବର୍ଷ ଧରି କୋରୋନା ପାଇଁ ବନ୍ଦ ଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହୋଇଥିଲା। ବାଲତାଲ ଓ ପହଲଗାମ ଦୁଇଟି ରାସ୍ତା ଦେଇ ଯାତ୍ରା ଚାଲିଥିଲା। ହେଲେ ଶୁକ୍ରବାର ଦିନ ବାଦଲ ଫଟା ବର୍ଷା ଯୋଗୁଁ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା।…
Read More...

ଭାରତୀୟ ରେଳବାଇ ୧୦ ମାସର ଶିଶୁକନ୍ୟାକୁ ଦେଲା ଚାକିରୀ

ଦଶମାସର ଜଣେ  ଶିଶୁକୁ ରେଳବାଇରେ ମିଳିଛି ନିଯୁକ୍ତି ପତ୍ର। ଛତିଶଗଡ଼ ରାଜ୍ୟରେ ଏଭଳି ନିଯୁକ୍ତି ନେଇ ଏବେ ବେଶ ଚର୍ଚ୍ଚା। ଶିଶୁଟିର ପିତାମାତା ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯିବା ପରେ ପୁନଃବସତି ଯୋଜନାରେ ରେଳବାଇ ପକ୍ଷରୁ ଏହି ଅନାଥ ଶିଶୁ କନ୍ୟାକୁ ଏଭଳି ନିଯୁକ୍ତି ପତ୍ର ମିଳିଛି।…
Read More...

ଅକ୍ଟୋବରରୁ ଦରଦାମ କମିବ : ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ଦେଶରେ ଦରଦାମ ବୃଦ୍ଧି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଫଳ, ପନିପରିବା ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଆଦିର ଦର ଉଚ୍ଚସ୍ତରରେ ରହିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଲୋକଙ୍କୁ ଆଗାମୀ ଦିନରେ ଦରଦାମ କମିବା ନେଇ ଆଶ୍ବାସନା…
Read More...

ଖରାପ ପାଗ ଯୋଗୁ ଅମରନାଥ ଯାତ୍ରା ବାତିଲ

ଖରାପ ପାଗ କାରଣ ରୁ ଅମରନାଥ ଯାତ୍ରାକୁ ରବିବାରଠାରୁ ବାତିଲ କରିଦିଆଯାଇଛି। ଏପରି କି କଶ୍ମୀରରେ ଥିବା ୨ଟି କ୍ୟାମ୍ପରୁ କୌଣସି ନୂଆ ଭକ୍ତଙ୍କୁ ଆଉ ଅମରନାଥ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ, ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା…
Read More...

ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତି ସବୁଠାରୁ ବଡ ଦେଶଭକ୍ତ: ଯଶଓ୍ବନ୍ତ ସିହ୍ନା

ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ବେଶ୍ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ସମର୍ଥନ ସଂଗ୍ରହ ପାଇଁ ଶନିବାର ଜ୍‌ମ୍ମୁ-କଶ୍ମୀରରେ ପହଞ୍ଚଛନ୍ତି। ଗଣମାଧ୍ୟମ ସାମ୍ନାରେ ସିହ୍ନା ରାଜ୍ୟର ପୂର୍ବତନ…
Read More...

ବିଦ୍ୟା, ବୁଦ୍ଧି ଓ ପତ୍ନୀଙ୍କୁ କାହାକୁ ଉଧାର ଦିଅନ୍ତୁ ନାହିଁ, ଦେଲେ ସେ ସବୁ ଆଉ ଫେରସ୍ତ ମିଳିବ ନାହିଁ: ମମତା…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ବର୍ତ୍ତମାନ ବେଶ୍ ଚର୍ଚ୍ଚା ଜୋର୍ ଧରିଛି । ବିଦ୍ୟା, ବୁଦ୍ଧି ଓ ପତ୍ନୀଙ୍କୁ କାହାକୁ ଉଧାର ଦିଅନ୍ତୁ ନାହିଁ। ଦେଲେ ସେ ସବୁ ଆଉ ଫେରସ୍ତ ମିଳିବ ନାହିଁ।ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ…
Read More...

ଅଖିଳେଶଙ୍କ ଅପରିପକ୍ଵ ନିଷ୍ପତ୍ତି ପାଇଁ ଆଜି ଦଳ ଦୁର୍ବଳ: ଶିବପାଲ୍ ଯାଦବ

ଶିବପାଲ୍ ଯାଦବ ପୁଣି ନିଜ ପୁତୁରା ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଙ୍କୁ ସମାଲୋଚନା କରିଛନ୍ତି। ଅଖିଳେଶ ଙ୍କ ଅପରିପକ୍ଵ ନିଷ୍ପତି ପାଇଁ ଆଜି ଦଳ ଦୁର୍ବଳ ହୋଇଯାଇଛି ବୋଲି ସେ କହିଛନ୍ତି। ଶିବପାଲ୍ ଏହି ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଡାକିଥିବା ଏକ ରାତ୍ରି ଭୋଜନ କାର୍ଯ୍ୟକ୍ରମ…
Read More...