Webportal
Browsing Category

National

ଟ୍ରେନ୍‌ରେ ସିଟ୍‌ ଖାଲି କରିବାକୁ କହିବାରୁ ଟିଟିଇଙ୍କୁ ନିସ୍ତୁକ ମାଡ଼ ମାରିଲେ ଏସଆଇ

ଭାଗଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଡ୍ୟୁଟିରେ ଥିବା ଜଣେ ବୟସ୍କ ଟିଟିଇଙ୍କ କାନ୍ଦୁଥିବା ବେଳର ଭିଡିଓ ଭାଇରାଲ ହୋଇଛି। ଟିଟିଇଙ୍କୁ ଜିଆରପିର ଜଣେ ଏସଆଇ ଖୁବ୍ ମାଡ ମାରିଥିବାର ଅଭିଯୋଗ ରହିଛି। ଟିଟିଇ ଦିନେଶ କୁମାର ସିଂହ ବାଢ ଥାନାରେ ଜିଆରପି ଏସଆଇ ସୁନିଲ କୁମାରଙ୍କ ବିରୋଧରେ ମାମଲା…
Read More...

ଖାଦ୍ୟ ତୈଳ କମ୍ପାନୀଙ୍କୁ ତୁରନ୍ତ ମୂଲ୍ୟ କମାଇବାକୁ ତାଗିଦ୍ ତାଗିଦ

ଅନ୍ତର୍ଜାତୀୟ ବଜାରରେ ଖାଦ୍ୟ ତୈଳର ମୂଲ୍ୟ ହ୍ରାସ ପରେ କେନ୍ଦ୍ର ସରକାର ଦେଶରେ ଖାଦ୍ୟ ତୈଳ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ମୂଲ୍ୟ ହ୍ରାସ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କମ୍ପାନୀମାନଙ୍କୁ ସପ୍ତାହକ ମଧ୍ୟରେ ଲିଟର ପିଛା ୧୦ ଟଙ୍କା ହ୍ରାସ କରିବାକୁ ସରକାର ତାଗିଦ କରିଥିବା ବେଳେ ଗୋଟିଏ…
Read More...

୨୪ଘଣ୍ଟା ମାଗଣା ବିଦ୍ୟୁତ୍ ଦେବାର ଯାଦୁ କେବଳ ମୋତେ ଆସେ: ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ଏବଂ ପଞ୍ଜାବ ପରି ଗୁଜରାଟରେ ଯଦି ଆମ୍ ଆଦମୀ ପାର୍ଟିର (ଆପ) ସରକାର ଗଠନ ହୁଏ ତେବେ ଆପ୍ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରିବ। ଗୁଜରାଟରେ ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଓ ପଞ୍ଜାବ ପରେ ଏବେ…
Read More...

ଖାଦ୍ୟ ବିଲରେ ଆପେଆପେ ସର୍ଭିସ୍ ଚାର୍ଜ ଲାଗୁ କରିବା ବେଆଇନ

ଖାଦ୍ୟ ବିଲରେ କୌଣସି ହୋଟେଲ ବା ରେସ୍ତୋରାଁ ସର୍ଭିସ ଚାର୍ଜ ବା ସେବା ଦେୟ ଲାଗୁ କରିପାରିବେ ନାହିଁ । ଯଦି କୌଣସି ହୋଟେଲ ବା ରେସ୍ତୋରାଁ ଖାଦ୍ୟ ବିଲରେ ଆପେ ଆପେ ସର୍ଭିସ ଚାର୍ଜ ଯୋଗ କରୁଛନ୍ତି ତେବେ ଗ୍ରାହକମାନେ ଏହା ବିରୋଧରେ ଅଭିଯୋଗ କରିପାରିବେ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି…
Read More...

ସପ୍ତାହେ ପୂର୍ବରୁ ଉଦ୍ଧବଙ୍କ ପାଇଁ କାନ୍ଦି କାନ୍ଦି ସମର୍ଥନ ମାଗୁଥିବା ବିଧାୟକ ସିନ୍ଦେ ଗୋଷ୍ଠୀରେ ସାମିଲ

କାଲି ଉଦ୍ଧବଙ୍କ ପାଇଁ କାନ୍ଦୁଥିଲେ, ଆଜି ସିନ୍ଦେଙ୍କ ସହ ମିିଶିଗଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଯେତେବେଳେ ଗୌହାଟୀରେ ରହି ମହାରାଷ୍ଟ୍ରର ସରକାର ବଦଳାଇବାକୁ ଉଦ୍ୟମ କରୁଥିଲେ ସେତେବେଳେ କାନ୍ଦି କାନ୍ଦି ଉଦ୍ଧବଙ୍କୁ ସମର୍ଥନ କରିବା ପାଇଁ କହିଥିଲେ ବିଧାୟକ ସନ୍ତୋଶ…
Read More...

ଦିଲ୍ଲୀ ବିଧାନସଭାରେ ବେତନ ସଂଶୋଧନ ବିଧେୟକ ପାରିତ: ୫୪ ହଜାରରୁ ବଢି ୯୦ ହଜାର ଟଙ୍କା ପାଇବେ ବିଧାୟକ

ଦିଲ୍ଲୀ ବିଧାନସଭାର ଚଳିତ ଅଧିବେଶନରେ ବେତନ ସଂଶୋଧନ ବିଧେୟକ ପାରିତ ହୋଇଛି । ଫଳରେ ମନ୍ତ୍ରୀ, ବିଧାୟକ, ଉପ ବାଚସ୍ପତି ଏବଂ ବିରୋଧୀ ଦଳ ନେତାଙ୍କ ଦରମା ବଢିବ । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ୨୦୧୫ରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ପ୍ରସ୍ତାବ ରଖାଯାଇଥିବା ବେଳେ, ଯାହା ଏବେ ପାରିତ…
Read More...

ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିଷ୍ପତ୍ତି: ଚେକ୍ ହେବ ନୋଟର ଫିଟନେସ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୋଟର ଫିଟନେସ କୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ଅଧିକାଂଶ ସମୟରେ ଲୋକମାନେ ପୁରୁଣା ଚିରା ଫଟା ନୋଟକୁ ନେଇ ନେଣଦେଣ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ନୋଟର ଫିଟନେସ ଚେକ୍ କରାଯିବ । ଦେଶରେ ସମସ୍ତ…
Read More...

ଲକ୍ଷ୍ମଣ ରେଖା ଡେଉଁଥିବାରୁ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲାଗିବା ଦରକାର:ସୁପ୍ରିମକୋର୍ଟ ଜଷ୍ଟିସ

ସମ୍ପ୍ରତ୍ତି ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଛି । ଏହାସହିତ ଏହାର ଅପବ୍ୟବହାର ମଧ୍ୟ ବଢିଚାଲିଛି । ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଫ୍ରଫେଟ ଟିପ୍ପଣୀକୁ କଡା ଭତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା(Justice JB Pardiwala) ସୋସିଆଲ ମିଡିଆ…
Read More...

ସମାଜବାଦୀ ପାର୍ଟିକୁ ମଝଭୁତ କରିବା ପ୍ରକ୍ରିୟାସ୍ୱରୂପ ୟୁପି ରାଜ୍ୟ ସଭାପତିଙ୍କ ବ୍ୟତୀତ ଅଖିଳେଶ ଯାଦବ ଦଳର ସମସ୍ତ…

ସମାଜବାଦି ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଦଳର ସମସ୍ତ ୟୁନିଟ୍ ବିଲୋପ କରିଛନ୍ତି। ତେବେ ସେ କେବଳ ସମାଜବାଦୀ ପାର୍ଟିର ଉତ୍ତରପ୍ରଦେଶ ସଭାପତିଙ୍କୁ ଛାଡିଛନ୍ତି। ସମାଜବାଦି ପାର୍ଟିର ଟ୍ୱିଟର ହ୍ୟାଣ୍ଡେଲରୁ ଏହି ସୂଚନା ଦିଆଯାଇଛି। ଏଥିରେ ଲେଖାଯାଇଛି ଯେ ସମସ୍ତ ଯୁବ ସଂଗଠନ ସମେତ…
Read More...

ଅନାବଶ୍ୟକ ସୁରକ୍ଷା ମିଳିଥିବା ବିଦ୍ରୋହୀ ବିଧାୟକମାନେ ଆମ ଆଖିରେ ଆଖି ମିଶାଇ ପାରୁ ନାହାଁନ୍ତି, ଲୋକଙ୍କ ସହ କେମିତି…

ମହାରାଷ୍ଟ୍ରରେ ବିଜେପି-ଶିବସେନା ସରକାର ଗଠନ ହେବା ପରେ ରାଜନୀତି ସରଗରମ ହୋଇ ଉଠିଛି । ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ସିନ୍ଦେ ଦଳର ବିଧାୟକଙ୍କୁ ବାରମ୍ବାର ସମାଲୋଚନା କରିବାରେ ଲାଗିଛନ୍ତି।ରବିବାର ଦିନ ସେ କହିଛନ୍ତି…
Read More...