Webportal
Browsing Category

National

କୋର୍ଟରେ ହାଜର ବେଳେ କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ ନିସ୍ତୁକ ମାଡ଼

ରାଜସ୍ଥାନର ଉଦୟପୁରରେ ହୋଇଥିବା ଦରଜୀ କହ୍ନେୟାଲାଲଙ୍କ ହତ୍ୟା ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ହାଜର ସମୟରେ ଉତ୍ୟକ୍ତ ଲୋକ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ କରିଥିବାର ଖବର ମିଳିଛି। କୋର୍ଟ ଏହି ଚାରି ଅଭିଯୁକ୍ତଙ୍କୁ ୧୦ ଦିନ ପାଇଁ ଏନ୍‌ଆଇଏ…
Read More...

ଉଦୟପୁର ହତ୍ୟାକାଣ୍ଡ କୁ ନେଇ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କଲା ବିଜେପି

ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ଘଟଣାକୁ ନେଇ କଂଗ୍ରେସର ସାଂଘାତିକ ଅଭିଯୋଗ। ଦଳ ଏହି ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତ ସହ ବିଜେପି ନେତାର ସମ୍ପର୍କ ଥିବା ଅଭିଯୋଗ କରିଛି। ଏମିତିକି ବିଜେପି ନେତା ସହ ହତ୍ୟାକାରୀର ଏକ ଫଟୋ ମଧ୍ୟ ସେୟାର କରିଛି କଂଗ୍ରେସ। ତେବେ ଏହାକୁ ଖଣ୍ଡନ କରିଛି ବିଜେପି।…
Read More...

କହ୍ନେୟା ଲାଲ ହତ୍ୟାକାରୀ ରିୟାଜ ଅଟାରୀର ବିଜେପି ନେତାଙ୍କ ସହ ରହିଛି ସମ୍ପର୍କ!: ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର…

ରାଜସ୍ଥାନର ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କ ହତ୍ୟା କୁ ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେଇଛି । ଏହା ସହ ଏହି ହତ୍ୟାକାଣ୍ଡକୁ ନେଇ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପର ପର୍ବ ମଧ୍ୟ ଆରମ୍ଭ ହୋଇସାରିଛି । ନିକଟ ଅତୀତରେ ବିଜେପି କଂଗ୍ରେସ ସରକାର ଉପରେ ତୁଷ୍ଟିକରଣର ଅଭିଯୋଗ…
Read More...

ଉଦୟପୁର ହତ୍ୟା ଅଭିଯୁକ୍ତ ବ୍ୟବହାର କରିଥିବା ବାଇକର ନମ୍ବର ୨୬୧୧

ଉଦୟପୁର ଟେଲର ହତ୍ୟା ମାମଲାରେ ଅଭିଯୁକ୍ତ ଙ୍କ ଦ୍ଵାରା ପଳାୟନ ପାଇଁ ବ୍ୟବହୃତ ଏହି ମୋଟରସାଇକେଲ ର ନମ୍ବର ଏହାର ପଞ୍ଜିକରଣ ଅନୁସାରେ ଥିଲା ୨୬୬୧, ଯାହା ୨୦୦୮ ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଏକ ସମ୍ଭାବ୍ୟ ସନ୍ଦର୍ଭ ଥିଲା। ଏହି ନିର୍ଦ୍ଦିଷ୍ଟ ନମ୍ବର ପାଇବା ପାଇଁ ଅଭିଯୁକ୍ତ ଆଞ୍ଚଳିକ…
Read More...

କିପରି ଅଛି ବାଘୁଣୀ ସୁନ୍ଦରୀ

କିପରି ଅଛି ‘ସୁନ୍ଦରୀ’ ବାଘୁଣୀ ? ୨୦୧୮ରେ ଓଡ଼ିଶାରେ ଆତଙ୍କ ଖେଳାଇଥିବା ସୁନ୍ଦରୀ ବାଘୁଣୀ ଗତ ୧ ବର୍ଷ ହେଲା ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ବନବିହାର ଜାତୀୟ ଉଦ୍ୟାନରେ ରହିଛି । କିନ୍ତୁ ସେଠାରେ ତାକୁ ଭଲ ଲାଗୁ ନାହିଁ । ସବୁବେଳେ ଅସ୍ଥିର ରହୁଛି । ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗ…
Read More...

ପ୍ରତିଶ୍ରୁତି ରଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ : ମାଗଣା ହେଲା ବିଜୁଳି

କଥା ଦେଇ କଥା ରଖିଲା ଆମ ଆଦମୀ ଦଳ। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି କୁ ରକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଜାବରେ ନିର୍ବାଚନ ବେଳେ ଦିଆଯାଇଥିବା ମାଗଣା ବିଜୁଳି ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ସରକାର। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଶୁକ୍ରବାର ଘୋଷଣା…
Read More...

ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ଉଦୟପୁର ଘଟଣା ପାଇଁ ଦାୟୀକଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ମହମ୍ମଦଙ୍କ ବିରୋଧରେ ହୋଇଥିବା ବିବ୍ରତ ମନ୍ତବ୍ୟ ପାଇଁ କହିଛନ୍ତି ଯେ ଉଦୟପୁରରେ ଘଟିଥିବା ଦୁର୍ଭାଗ୍ୟଜନକ ହତ୍ୟା ପାଇଁ ନୁପୁର ଶର୍ମାଙ୍କ ଏହି ବିବୃତ୍ତି ଦାୟୀ। ତଦନ୍ତ ପାଇଁ ଅନେକ ରାଜ୍ୟରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏଫଆଇଆର ସ୍ଥାନାନ୍ତର ପାଇଁ ନପୁର…
Read More...

ରାଜ ଠାକରେ କହିଲେ ତୁମେ ଇତିହାସ ରଚିଦେଲ ଦେବେନ୍ଦ୍ର ଫଡନାଭିସ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଘଟଣାକୁ ନେଇ ଅନେକ ନେତା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରିଥିବାରୁ କିଛି ନେତା ତାଙ୍କୁ କଟାକ୍ଷ କରିଥିବାବେଳେ କିଛି ଲୋକ ବିଜେପିର ନିଷ୍ପତ୍ତି ଉପରେ…
Read More...

ଗଳାକାଟି ହତ୍ୟା ଘଟଣା ରେ ସମଗ୍ର ରାଜସ୍ଥାନରେ ମାସକ ପାଇଁ ଲାଗିଲା ୧୪୪ ଧାରା

ରାଜସ୍ଥାନର ଉଦୟପୁରର ମାଲଦାସ ଅଞ୍ଚଳରେ ଜନୈକ ଦର୍ଜି କହ୍ନେୟାଲାଲ ତେଲିଙ୍କୁ ଗଳାକାଟି ହତ୍ୟା ପରେ ଘଟଣାକୁ ନେଇ ଉତ୍ତେଜକ ପରିସ୍ଥିତି ଦେଖାଦେଇଛି। ଫଳରେ ରାଜସ୍ଥାନ ସରକାର ସାରା ରାଜ୍ୟରେ ମାସକ ପାଇଁ ୧୪୪ ଧାରା ଜାରି କରିଛନ୍ତି। ଏଥି ସହିତ ଏକ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ ଗଠନ…
Read More...

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମାଙ୍କଡ ନାଚ ପରି: ଅସଦୁଦ୍ଦିନ ଓୱେସୀ

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟକୁ ନେଇ ସମାଲୋଚନା କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ସଙ୍କଟକୁ ମାଙ୍କଡ ନାଚ ବୋଲି କହିଛନ୍ତି । ଓୱେସୀ କହିଛନ୍ତି ଯେ ମହା ବିକାଶ ଅଗାଡି ଚାଲୁଥିବା ରାଜନୈତିକ ସଙ୍କଟ ଉପରେ ବିଚାର କରୁ। ଆମେ ହେଉଥିବା ଡ୍ରାମା ଉପରେ ଆମେ ନଜର…
Read More...