Webportal
Browsing Category

National

ଗୁଜରାଟ ଦଙ୍ଗା: ତିସ୍ତା ଶୀତଲୱାଡଙ୍କୁ ଗିରଫ କଲା ଏଟିଏସ୍‌;ଜଣେ ପୂର୍ବ ପୁଲିସ ଡିଜି ବି ଗିରଫ

ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏସ୍‌ଆଇଟି ପକ୍ଷରୁ ଦିଆଯାଇଥିବା କ୍ଲିନଚିଟକୁ ସୁପ୍ରିମ କୋର୍ଟ କାଏମ ରଖିବାର ଗୋଟିଏ ଦିନ ପରେ ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ଶୀତଲୱାଡ ଏବଂ ଗୁଜରାଟର ଅବସରପ୍ରାପ୍ତ ପୁଲିସ ଡିଜି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି। ଗୁଜରାଟ ପୁଲିସର…
Read More...

ଆସାମରେ ବନ୍ୟା – ୫.୦୩ ଲକ୍ଷ ଜନତା ପ୍ରଭାବିତ: ଅନେକଙ୍କ ରାଜପଥରେ ଆଶ୍ରୟ

ଆସାମର ନାଗାଁଓ ଜିଲ୍ଲା ବନ୍ୟା ପ୍ଳାବିତ ହେବା ଯୋଗୁଁ ୫.୦୩ ଲକ୍ଷ ଜନତା ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ନଦୀବନ୍ଧ ଓ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପ‌ୋର୍ଟ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ଘରେ ବଢ଼ିପାଣି…
Read More...

ବନ୍ଦ ହେବ ମାଗଣା ଖାଦ୍ୟ ଯୋଜନା ?

ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଛି। କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ୬ ମାସ ପାଇଁ ଅର୍ଥାତ୍ ଆସନ୍ତା…
Read More...

ମହାରାଷ୍ଟ୍ର ସଂକଟ ଭିତରେ ଶନିବାର ଜାତୀୟ କାର୍ଯ୍ୟକାରିଣୀ ଡକାଇଲା ଶିବସେନା

ଶିବସେନା ଓ ମହାରାଷ୍ଟ୍ର ସରକାରରେ ଚାଲିଥିବା ସଂକଟ ମଧ୍ୟରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଆସନ୍ତା କାଲି ଅର୍ଥାତ ଶନିବାରଦିନ ଦଳର ଜାତୀୟ କାର୍ଯ୍ୟକାରିଣୀ ଡକାଇଛନ୍ତି । ଅପରାହ୍ଣ ୧ଟା ବେଳେ ଏହି ବୈଠକ ଡକାଯାଇଛି । ଏହି ବୈଠକରେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ…
Read More...

ବିଶ୍ବବିଦ୍ୟାଳୟ ରୁ ଅଗ୍ନିବୀରଙ୍କୁ ମିଳିବ ଡିଗ୍ରି

ଇନ୍ଦିରାଗାନ୍ଧି ନ୍ୟାସନାଲ ଓପନ୍‌ ୟୁନିଭର୍ସିଟି (ଇଗ୍ନୋ) ଅଗ୍ନିବୀରମାନଙ୍କ ପାଇଁ ବିଏ ଓ ବିକମ୍ ଡିଗ୍ରି ପାଠ୍ୟକ୍ରମ ଆରମ୍ଭ କରିବ। ଏହି ସୂଚନା ଦେଇଛନ୍ତି ଇଗ୍ନୋର ପ୍ରୋ ଭାଇସ ଚାନସେଲର୍‌ ପ୍ରଫେସର ଶ୍ରୀକାନ୍ତ ମହାପାତ୍ର। ପ୍ରଫେସର ମହାପାତ୍ରଙ୍କ ସୂଚନା ଅନୁସାରେ ଦଶମ ଓ ଦ୍ବାଦଶ…
Read More...

ଏକନାଥ ସିନ୍ଦେଙ୍କ ସହ କଥା ହେବା ପରେ ସଂଜୟ ରାୱତ କହିଲେ ବିଧାୟକଙ୍କ ବିଦ୍ରୋହ ପଛରେ ବିଜେପିର ହାତ

ମହାରାଷ୍ଟ୍ରରେ ଉଦ୍ଧବ ସରକାର ଏବେ ଅଡୁଆରେ ପଡିଛନ୍ତି । ବିଧାୟକଦଳ ନେତା ଏକନାଥ ସିନ୍ଦେ କିଛି ବିଧାୟକଙ୍କୁ ନେଇ ସୁରଟର ଏକ ହୋଟେଲରେ ରଖିଥିବା ଖବର ପ୍ରଚାର ହେବା ପରେ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ଶିବସେନା ନେତା ସଂଜୟ ରାୱତ କହିଛନ୍ତି କି ସେ ଏକନାଥ ସିନ୍ଦେଙ୍କ…
Read More...

ସଙ୍କଟରେ ଉଦ୍ଧବ ସରକାର। ୨୦ ବିଧାୟକଙ୍କୁ ନେଇ କୁଆଡେ ଗଲେ ସିନ୍ଦେ?

ମହାରାଷ୍ଟ୍ରରେ ଏମ୍ଏଲସି ନିର୍ବାଚନ ପରେ ରାଜନୈତିକ ହଇଚଇ ଦେଖିବାକୁ ମିଳିଛି । ଏମ୍ଏଲସି ନିର୍ବାଚନ ପରେ ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ କୌଣସି ଖବର ନଥିଲା । ଏବେ ଜଣାପଡ଼ିଛି ଯେ, ସେ କିଛି ବିଧାୟକଙ୍କ ସହ ଗୁଜରାଟର ସୁରତରେ ଅଛନ୍ତି । ଆଶଙ୍କା କରାଯାଉଛି କି,…
Read More...

ଯୋଗ ଦିବସ : ହିମାଚଳ ପ୍ରଦେଶ କାଙ୍ଗରା ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଯୋଗ କେବଳ ଏକ ଶାରିରୀକ ବ୍ୟାୟମ ନୁହେଁ ବରଂ ଶରୀରକୁ ନୂଆ ଉର୍ଜା ଦେଇଥାଏ । କରୋନା ସମୟରେ ବିଶ୍ୱ ସମୁଦାୟକୁ ଯୋଗ ହିଁ ପ୍ରତିଷେଧମୂଳକ ସଦୃଶ ମେଡ଼ିସିନ୍ ହୋଇଥିଲା । ସାମ୍ପ୍ରତିକ ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ୱ ବେଶ୍ ପ୍ରାସଙ୍ଗିକତା ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…
Read More...

ଅଗ୍ନିପଥ’ ବିରୋଧରେ ତୃତୀୟ ଅଭିଯୋଗପତ୍ର ଦାଖଲ ସହିତ କେନ୍ଦ୍ର ସରକାର ମଧ୍ୟ ଗଲେ ସୁପ୍ରିମକୋର୍ଟ

ନୂତନ ସେନା ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ରଦ୍ଦ କରିବାକୁ ତିନି ଜଣ ଓକିଲଙ୍କ ତରଫରୁ ସୁପ୍ରିମକୋର୍ଟରେ ତିନୋଟି ଆବେଦନ ଦାଖଲ କରାଯାଇଛି। ଅପରପକ୍ଷରେ କେନ୍ଦ୍ର ସରକାର ଏକ ଚେତାବନୀ ଦାଖଲ କରି କହିଛନ୍ତି ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହାର ପକ୍ଷ ମଧ୍ୟ ଶୁଣାଯିବା ଉଚିତ୍ । ସୋମବାର…
Read More...

ଆସାମରେ ବନ୍ୟାର କରାଳ ରୂପ: ୩୩ ଜିଲ୍ଲା ପ୍ରଭାବିତ ସହିତ ୨୪ ଘଣ୍ଟାରେ ୩ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ଆସାମରେ କରାଳ ରଚିଛି ବନ୍ୟା । ସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି । ବନ୍ୟା ପାଇଁ ଚାରିଆଡ଼ ଏବେ ଜଳମଗ୍ନ । ୩୩ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୪୨ ଲକ୍ଷ ୨୮ ହଜାର ଲୋକ ପାଣି ଘେରରେ ରହିଛନ୍ତି । ଏପରିକି ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୩ ଶିଶୁଙ୍କ…
Read More...