Webportal
Browsing Category

National

ମୁସଲ୍‌ମାନ ଝିଅମାନେ ୧୬ ବର୍ଷ ବୟସରେ ବାହା ହୋଇପାରିବେ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ

ମନପସନ୍ଦର ବ୍ୟକ୍ତିଙ୍କୁ ବାହା ହେବା ଲାଗି ୧୬ ବର୍ଷ ବୟସରୁ ଊର୍ଦ୍ଧ୍ବ ମୁସଲ୍‌ମାନ ବାଳିକା ଔପଚରିକ ରାଜିନାମା କରିବାକୁ ସମର୍ଥ ବୋଲି ଆଜି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟ ଦେଇଛନ୍ତି। ସୁରକ୍ଷା ପାଇଁ ଅଦାଲତରେ ଆବେଦନ କରିଥିବା ପଠାନ୍‌କୋଟ୍‌ର ଏକ ମୁସଲମାନ୍‌ ଦମ୍ପତିଙ୍କ ମାମଲାର…
Read More...

ଅଗ୍ନିପଥ ବିରୁଦ୍ଧରେ ହିଂସାକାଣ୍ଡ ରେ କାହାର ଫାଇଦା

ସଂପ୍ରତି କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ନାଗରିକଙ୍କୁ ଅଧିକାର ରହିଛି ଅସନ୍ତୋଷ ବ୍ୟକ୍ତ କରିବା ପାଇଁ, ତା ସହିତ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ପାଇଁ ଯଦି ସେମାନେ ଖୁସି ନୁହନ୍ତି। କିନ୍ତୁ ଦେଖାଯାଉଛି ଯେ ବିରୋଧ…
Read More...

ଆଗାମୀ ୬ ମାସ ଭିତରେ ବିଜେପି ନୁପୁର ଶର୍ମାଙ୍କୁ ଜଣେ ବଡ ନେତ୍ରୀ ଭାବରେ ତିଆରି କରିବ : ଅସଦୁଦ୍ଦିନ ଓୱାଇସିଙ୍କ…

ଏଆଇଏମଆଇଏମ ମୁଖ୍ୟ ତଥା ଏମ୍‌ପି ଅସଦୁଦ୍ଦିନ ଓୱାଇସି ପୁଣିଥରେ କେନ୍ଦ୍ର ଶାସିତ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି । ଗୋଟିଏ ପଟେ ନୁପୁର ଶର୍ମା ତ ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ଓୱାଇସି । ସେ କହିଛନ୍ତି ଗୋଟିଏ ପଟେ ନୁପୁର…
Read More...

ନିଆଁ ଲାଗିଯିବାରୁ ଜରୁରୀ ଅବତରଣ କଲା ପାଟନାରୁ ଦିଲ୍ଲୀ ଯାଉଥିବା ବିମାନ

ଡେଣାରେ ନିଆଁ ଲାଗିଯିବାରୁ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ପାଇସ୍‌ ଜେଟ୍‌ର ଏକ ବିମାନ ଆଜି ପାଟନାସ୍ଥିତ ବିହଟା ବାୟୁସେନା ବିମାନ ଘାଟିରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ସ୍ପାଇସ୍‌ ଜେଟ୍‌ର ଉକ୍ତ…
Read More...

ନୂଆ ସଂସଦ ଭବନରେ ହୋଇପାରେ ଏ ବର୍ଷର ଶୀତ ଅଧିବେଶନ

ଚଳିତ ବର୍ଷ ଲୋକସଭାର ଶୀତକାଳୀନ ଅଧିବେଶନ ନୂତନ ସଂସଦ ଭବନରେ ବସିପାରେ ବୋଲି ଶନିବାର ଦିନ ବାଚସ୍ପତି ଓମ୍‌ ବିର୍ଲା ସାମ୍ବାଦିକମାନଙ୍କୁ କହିଛନ୍ତି। ବିର୍ଲା କହିଛନ୍ତି ଯେ ନୂଆ ସଂସଦ ଭବନରେ ଶୀତକାଳୀନ ଅଧିବେଶ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଛୁ। ନୂଆ ସଂସଦ ଭବନହିଁ ଆତ୍ମନିର୍ଭର ଭାରତର…
Read More...

ଅଗ୍ନିପଥ ଯୋଜନା: ଅଗ୍ନିବୀରଙ୍କୁ ବର୍ଷରେ ୩୦ ଦିନର ଛୁଟି ସହ କ୍ୟାଣ୍ଟିନର ସୁବିଧା ଉପଲବ୍ଧ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦର ସ୍ବର ଉଠୁଥିବା ବେଳେ, ସରକାର ଆନ୍ଦୋଳନକାରୀ ଓ ଅସନ୍ତୋଷ ଙ୍କୁ ମନାଇବା ପାଇଁ ଅଣ୍ଟା ଭିଡ଼ି ଛନ୍ତି । ବାୟୁସେନା ଏହି ଯୋଜନାକୁ ନେଇ ଜାରି କରିଛି ସମ୍ପୂର୍ଣ୍ଣ ତଥ୍ୟ। ଏହି ଯୋଜନାରେ ଭାରତୀୟ ବାୟୁସେନାରେ ୪ ବର୍ଷ ପାଇଁ…
Read More...

ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ବିଜେପିର ବୈଠକ; କମିଟି କୁ ମିଳିବ ଦାୟିତ୍ଵ

ଚଳିତ ବର୍ଷ ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏ ବାବଦରେ ଆଜି ବିସ୍ତୃତ ଭାବେ ଆଲୋଚନା କରିବ କେନ୍ଦ୍ରର ଶାସକ ଦଳ ବିଜେପି । ଏଥିପାଇଁ ଦିଲ୍ଲୀରେ ଦଳ ପକ୍ଷରୁ ବୈଠକ ବସିବ ବୋଲି ଜଣାପଡିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ…
Read More...

ପ୍ୟାକେଜରେ ରଥଯାତ୍ରା ସମୟରେ ପୁରୀରେ ରହିପାରିବେ ରାଜ୍ୟ ବାହାର ପର୍ଯ୍ୟଟକ;ବିମାନ ଯାତ୍ରା ସହ ତିନି ଦିନ ରହଣି ପ୍ଲାନ…

ପୁରୀରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇଆରସିଟିସି ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ପ୍ଲାନ ଘୋଷଣା କରିଛି | ଆଇଆରସିଟିସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ସ୍ୱତନ୍ତ୍ର ପ୍ୟାକେଜ୍ ମୁତାବକ ପର୍ଯ୍ୟଟକମାନେ ପୁରୀରେ ରହିବା ସହ ଅଲଗା ଭାବରେ ବିମାନ ଟିକେଟ କରିବାକୁ ପଡିବ…
Read More...

ପ୍ରେମିକ ସହ ମିଶି ବାପାଙ୍କୁ ହତ୍ୟା କଲା ଝିଅ

ପ୍ରେମିକ ସହ ମିଶି ବାପାଙ୍କୁ ହତ୍ୟା କଲା ଝିଅ | ଆଉ ନିଜ ବାପାଙ୍କର ଅପମୃତ୍ୟୁ ହୋଇଥିବାର ଥାନାରେ ଅଭିଯୋଗ କରିଥିଲେ | ତେବେ ଅନ୍ତିମ ସଂସ୍କାର ପୂର୍ବରୁ ମୃତକଙ୍କ ଶରୀରରେ ଆକ୍ରମଣର ଦାଗ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ | ଆଉ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାଣ୍ଡର…
Read More...

ଭାରତରେ ପୁଣି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା; ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୩ ହଜାରରୁ ଅଧିକ ମାମଲା ଚିହ୍ନଟ

ଭାରତରେ ପୁଣି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାରରୁ ଅଧିକ ମାମଲା ଚିହ୍ନଟ । ଏଥିରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ସଂଖ୍ୟାରୁ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ଥରକେ ୬୮ ହଜାର ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ…
Read More...