Webportal
Browsing Category

National

ଭୋଟର ଆଇଡି କାର୍ଡ ସହ ଲିଙ୍କ ହେବ ଆଧାର

ପୂର୍ବରୁ ଆଧାରକୁ ପାନ କାର୍ଡ ସହ ସଂଯୁକ୍ତ କରିବା ସରକାର ଗୁରୁତ୍ୱାରୋପ କରିଥିବା ବେଳେ, ଏବେ ସରକାର ଆଧାରକୁ ଭୋଟର ଆଇଡି କାର୍ଡ ସହ ଲିଙ୍କ କରିବା ନେଇ ଜରୁରୀ କରିଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଜଣେ ନାଗରିକଙ୍କ ଗୋଟିଏ ଭୋଟର ଆଇଡି କାର୍ଡ ରହିବ ଓ ନକଲି ଆଇଡି କାର୍ଡ ଆପେ ଆପେ ରଦ୍ଦ…
Read More...

ସ୍ୱିସ୍ ବ୍ୟାଙ୍କରେ ରେକର୍ଡ ସ୍ତରକୁ ପହଞ୍ଚିଲା ଭାରତୀୟଙ୍କ ସଞ୍ଚୟ, କେନ୍ଦ୍ର ସରକାରଙ୍କ ମାନସିକତା ନେଇ ପ୍ରଶ୍ନ ଉଠାଇଲେ…

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ସଞ୍ଚୟ ୧୪ ବର୍ଷର ସର୍ବୋଚ୍ଚସ୍ତରକୁ ପହଞ୍ଚିଛି। ସ୍ୱିଜରଲ୍ୟାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କଙ୍କ ବାର୍ଷିକ ରିପୋର୍ଟରେ ଭାରତୀୟଙ୍କ ଜମା ଟଙ୍କା ୪ ହଜାର ୮୦୦ କୋଟିକୁ ପହଞ୍ଚି ଯାଇଥିବା କୁହାଯାଇଛି। ଏହାକୁ ନେଇ ବହୁଜନ ସମାଜପାର୍ଟି (ବିଏସପି) ନେତ୍ରୀ ମାୟାବତୀ…
Read More...

ଇତିହାସ ଦୋହରିବ ଓ ବଢ଼ିବ ରାହୁଲଙ୍କ ଲୋକପ୍ରିୟତା  ? ୧୦ ବର୍ଷ ତଳେ ଏସଆଇଟି ଯାଞ୍ଚ ପରେ ବଢ଼ିଥିଲା ମୋଦୀଙ୍କ ଗ୍ରାଫ୍

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଘେରରେ ଗାନ୍ଧୀ ପରିବାର। ରାହୁଲ ଗାନ୍ଧୀ ତଦନ୍ତ ଏଜେନ୍ସି ପାଖରେ ହାଜର ହୋଇଛନ୍ତି ଏବଂ ସବୁ ପ୍ରଶ୍ନର ଜବାବ ଦେଇଛନ୍ତି। ଆଜିକୁ ପ୍ରାୟ ୧୦ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଠିକ୍‌ ଏହିଭଳି ଏସଆଇଟି ସାମ୍ନାରେ ହାଜର ହୋଇଥିଲେ ଏବଂ ସବୁ…
Read More...

ରାଜସ୍ଥାନର ମୁଖ୍ୟମନ୍ତ୍ରୀ‌ଙ୍କ ବଡ଼ଭାଇ ଘରେ ‘ସିବିଆଇ’ ଚଢ଼ାଉ

୨୦୦୭ ସାର ଦୁର୍ନୀତି ମାମଲାରେ ଆଜି ସକାଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ଙ୍କ ବଡ଼ଭାଇ ଅଗ୍ରସେନ ଗେହ୍‌ଲଟ୍‌ଙ୍କ ଯୋଧପୁରସ୍ଥିତ ବାସଭବନ ଏବଂ ବ୍ୟବସାୟ କାର୍ଯ୍ୟାଳୟରେ ‘ସିବିଆଇ’ ଚଢ଼ାଉ କରି ଖାନ୍‌ତଲାସ ଚଳାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀରୁ ଯାଇଥିବା…
Read More...

ଅଗ୍ନିପଥ’ ଯୋଜନା ନେଇ ବଢୁଛି ବିରୋଧ : ବିହାରରେ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ ସହ ରାଜ୍ୟ ବିଜେପି…

ଅଗ୍ନିପଥ ଯୋଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି ରହିଛି। ଏହା ଭିତରେ ବିହାରର ବୋତିଆରେ ଥିବା ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ବାସଭବନ ଉପରେ ଆକ୍ରମଣ। ଏହାଛଡା ବିହାରର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସଓ୍ବାଲଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏକ ସମାଚାର ଏଜେନ୍ସିର…
Read More...

ଅଗ୍ନିପଥ : ବଢ଼ିଲା ବୟସ ସୀମା, ଦୁଇ ଦିନ ମଧ୍ୟରେ ଜାରି ହେବ ବିଜ୍ଞପ୍ତି

କେନ୍ଦ୍ର ସରକାର ଅଗ୍ନିପଥ ସ୍କିମ ଘୋଷଣା କରିବା ପରଠାରୁ ଦେଶରେ ହିଂସା ଜାରି ରହିଛି। ସିକନ୍ଦରାବାଦରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଏମଧ୍ୟରେ ସରକାର ଅଗ୍ନିପଥ ସ୍କିମରେ ପୂର୍ବରୁ ଥିବା ବୟସ ସୀମାକୁ ବଢ଼ାଇ ୨୩ବର୍ଷ କରିଛନ୍ତି। ପୂର୍ବରୁ ବୟସ…
Read More...

କେନ୍ଦ୍ର ମନ୍ତ୍ରୀଙ୍କ ଘୋଷଣା, ରୋଡରେ ବେଆଇନ ପାର୍କ କରିଥିବା ବାହନର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଜାତୀୟ ରାଜମାର୍ଗ ନିୟମ ଅଣଦେଖା କରି ସଡ଼କ ଉପରେ ବେଆଇନ ଗାଡି ପାର୍କ କରୁଥିବା ଲୋକଙ୍କ ଉପରେ କଟକଣା ଲାଗୁ ହେବ ବୋଲି ଗୁରୁବାର କହିଛନ୍ତି। ଏପରି ବାହନ ଛିଡା କରିଥିବା ମାଲିକଙ୍କ ଉପରେ ଏଣିକି ଜରିମନା କରାଯିବ ବୋଲି ମନ୍ତ୍ରୀ…
Read More...

ଗଣମାଧ୍ୟମ କାମ ରାଜନ୍ କଲେ; କହିଲେ ବେକାରି ବୃଦ୍ଧି ରାଜନେତାଙ୍କୁ ସୁହାଇବ ଓ ଧର୍ମ ନାମରେ ବିଭାଜନ ଉଦ୍ୟମ କରିବେ

ବେକାରିରେ‌ ହୋଇଥିବା ବୃଦ୍ଧି ରାଜନେତାମାନଙ୍କୁ ସୁହାଇବ। ସେହି ଆଳରେ ସେମାନେ ଲୋକମାନଙ୍କୁ ବିଭାଜନ କରିବାକୁ ପ୍ରୟାସ କରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତରେ ଯେହେତୁ ବେକାରି ହାର ଉଚ୍ଚ…
Read More...

ହସପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ

କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ତାଙ୍କ ଠାରେ କିଛି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇଛି । ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଏନେଇ କଂଗ୍ରେସ ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା…
Read More...

ଅଦ୍ଭୂତପୂର୍ବ ସାହସର ପ୍ରଦର୍ଶନ : ୪୨ ଘଣ୍ଟା ହେଲା ବୋର୍‌ୱେଲ୍‌ରେ ପଡ଼ିଥିବା ଶିଶୁ ନିଜ ଉଦ୍ଧାର ପାଇଁ ଉଦ୍ଧାରକାରୀ…

ଛତିଶଗଡ଼ର ଜାଁଜଗିର-ଚାଁପାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଏକ ବୋର୍‌ୱେଲ୍‌ ମଧ୍ୟରେ ଜଣେ ୧୧ ବର୍ଷୀୟ ବାଳକଟି ଖସିପଡ଼ିଛି। ଖୁସିର କଥା ହେଉଛି କି ପଡ଼ିଯିବାର ୪୨ ଘଣ୍ଟା ପରେ ବି ବାଳକଟି ସୁରକ୍ଷିତ ରହିଛି। ଆଶ୍ଚର୍ଯ୍ୟ କଥା ହେଉଛି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି…
Read More...