ଜ୍ଞାନବାପୀ ମସଜିଦ ମାମଲା; ଅଦାଲତରେ ପୁରା ହୋଇପାରିଲାନି ତର୍ଜମା
ଜ୍ଞାନବ୍ୟାପି ମସଜିଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ସେପଟେ ଜ୍ଞାନବାପୀ ମାମଲାରେ ଗୁରୁବାର ଦିନ ବାରଣାସୀ ଜିଲ୍ଲା କୋର୍ଟରେ ଶୁଣାଣି ହୋଇଛି । ଏହି କ୍ରମରେ ପ୍ରଥମେ ମୁସଲିମ ପକ୍ଷ ନିଜର ଯୁକ୍ତି ଆରମ୍ଭ କରିଥିଲା । ହେଲେ କୋର୍ଟ ସମୟ ଶେଷ ହୋଇଥିଲେ ବି ମୁସଲିମ ପକ୍ଷ ନିଜର…
Read More...
Read More...