Webportal
Browsing Category

National

ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ଆସନ୍ତା ମାର୍ଚ୍ଚ ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ୟୁନିୟନ ଫର ବ୍ୟାଙ୍କ ୟୁନିୟନ୍ସ ର ଆବାହକ ସମ୍ବିତ ମିଶ୍ର ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଏ ସମ୍ପର୍କରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ସହ କଥାବାର୍ତ୍ତା…
Read More...

ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେବେ ତିନି ସାହସୀ ଓଡ଼ିଆ ଝିଅ

ଦିଲ୍ଲୀରେ ସମ୍ମାନିତ ହେବେ ସାହସୀ ଝିଅ । କେନ୍ଦ୍ରାପଡ଼ାର ଦୁଇ ସାହସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି ଏବଂ ଅନୁଗୁଳର ସାହସୀ ଝିଅ ଶ୍ରୀମତୀ ବଦ୍ରାଙ୍କୁ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ କରାଯିବ । ମୋଟ ୨୨ ଜଣଙ୍କୁ ସମ୍ମାନିତ କରାଯିବାକୁ ଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ୧୦…
Read More...

୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

୨୦୨୩ ମସିହା ସୁଦ୍ଧା ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା (ଟିଏଫ୍‌ଏଲ୍)। କୋଇଲା ଗ୍ୟାସିଫିକେସନ୍ ଭିତ୍ତିକ ୟୁରିଆ ସାର କାରଖାନା କାର୍ଯ୍ୟକ୍ଷମ ହେବାରେ ଟିଏଫ୍‌ଏଲ ଦେଶରେ ପ୍ରଥମ ପ୍ରକଳ୍ପ। ଏଥିରୁ ଦୈନିକ ୨୨ଶହ ଟନ୍‌ର ଆମୋନିଆ ଓ ୩୮୫୦ ମେଟ୍ରିକ୍ ଟନ୍‌ ୟୁରିଆ…
Read More...

FASTag ବାଲାନ୍ସ ଜାଣିବା ପାଇଁ ମିସଡ଼ କଲ ସୂଚନା ବ୍ୟବସ୍ଥା

FASTag ବ୍ୟବହାରକାରୀଙ୍କୁ ବାଧାମୁକ୍ତ ଓ ସୁବିଧାଜନକ ସେବା ଯୋଗାଇ ଦେବାକୁ ଏନଏଚଏଆଇ ର ସହଯୋଗୀ କମ୍ପାନୀ ଆଇଏଚଏମସିଏଲ ପକ୍ଷରୁ ଏନଏଚଏଆଇ ପ୍ରିପେଡ ୱାଲେଟର ବାଲାନ୍ସ ଜାଣିବା ପାଇଁ ମିଷଡ଼ କଲ ସୂଚନା ବ୍ୟବସ୍ଥା ଆରମ୍ଭ କରାଯାଇଥିବା ନେଇ ସୂଚନା ଦିଆଯାଇଛି।ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ…
Read More...

ଟ୍ରେନ ଓ ଷ୍ଟେସନରେ ଚାହିଦା ଅନୁଯାୟୀ କଣ୍ଟେଟ ସେବା ଯୋଗାଇବ ରେଳବାଇ

ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଣ୍ଟେଟ ସେବା (ସିଓଡ଼ି) ଖୁବ ଶୀଘ୍ର ଯୋଗାଇ ଦିଆଯିବ।ଏହି ସେବା ସମସ୍ତ ପ୍ରିମୀୟମ, ଏକ୍ସପ୍ରେସ, ମେଲ ଏବଂ ସହରାଞ୍ଚଳ ଟ୍ରେନରେ ମିଳିପାରିବ।ଅଧିକ ଅନଭଡା ରାଜସ୍ବ ସଂଗ୍ରହ ଉଦ୍ଧେଶ୍ୟରେ ରେଳ ମନ୍ତ୍ରାଳୟ ଅଧୀନ ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ରେଲଟେଲ ସହିତ…
Read More...

ମଙ୍ଗୁଳି ସମେତ ୬୫ଟି ଟୋଲପ୍ଲାଜରେ FASTag ନିୟମ କୋହଳ

ଏନଏଚଏଆଇ ର ଚିନ୍ହିଟ ୬୫ଟି ଟୋଲ ପ୍ଲାଜାରେ ଚଳିତ ମାସ ପନ୍ଦର ତାରିଖରୁ ଆସନ୍ତା ତିରିଶ ଦିନ ପାଇଁ FASTag ନିୟମକୁ କୋହଳ କରିବା ପାଇଁ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଅଧିକ ନଗଦ କାରବାରକୁ ଦୃଷ୍ଟିରେ ରଖି ଏହି ସବୁ ଟୋଲ ପ୍ଲାଜାରେ FASTag ପଇଠ ବ୍ୟବସ୍ଥା…
Read More...

ସୁନା ଅଳଙ୍କାରରେ ହଲମାର୍କ ବାଧ୍ୟତାମୂଳକ

ଏଣିକି ଦେଶରେ ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ।୧୫ ଜାନୁଆରୀ, ୨୦୨୦ ଠାରୁ ବାଧ୍ୟତାମୂଳକ ହଲମାର୍କିଂ ଲାଗି ଏକ ବିଜ୍ଞପ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶ ପାଇବ।ଆସନ୍ତା ୧୫ ଜାନୁଆରୀ ୨୦୨୧ ତାରିଖ ଠାରୁ ଏହି ନିୟମ ସମ୍ପୂର୍ଣ୍ଣ ଭାବେ…
Read More...

ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ପାଇଁ କାଗଜମୁକ୍ତ ଲାଇସେନ୍ସ ପ୍ରକ୍ରିୟାର ଶୁଭାରମ୍ଭ

ପେଟ୍ରୋଲିୟମଜାତ ସାମଗ୍ରୀର ପରିବହନ ଲାଗି ପେଟ୍ରୋଲିୟମ ରୋଡ଼ ଟ୍ୟାଙ୍କର ଗୁଡିକୁ କାଗଜମୁକ୍ତ ଲାଇସେନ୍ସ ପ୍ରଦାନ କରାଯିବା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି।ଏହା ଡିଜିଟାଲ ଇଣ୍ଡିଆ ଓ ବ୍ୟବସାୟୀକ ସୁଗମତା ସଂକଳ୍ପ କୁ ଆଖି ଆଗରେ ରଖି ଏପରି ପ୍ରୟାସ ହୋଇଛି।କାଗଜମୁକ୍ତ ତଥା ସବୁଜ ଭାରତ ଦିଗରେ ଏହା…
Read More...

ଭାରତରେ ଯୁବଗୋଷ୍ଠୀଙ୍କ ଆତ୍ମହତ୍ୟା ପ୍ରବୃତ୍ତି ଉଦ୍ବେଗଜନକ ସ୍ଥିତିରେ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଭାରତବର୍ଷ ଦକ୍ଷିଣପୂର୍ବ ଏସିଆରେ ଆତ୍ମହତ୍ୟାର ମୁଖ୍ୟ କେନ୍ଦ୍ରସ୍ଥଳ ପାଲଟିଛି।ଏହି ରିପୋର୍ଟ ଅନୁଯାୟୀ ଏକଲକ୍ଷ ଲୋକଙ୍କ ମଧ୍ୟରେ ୧୬.୫ ପ୍ରତିଶତ ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଛନ୍ତି।ଜାତୀୟ ଅପରାଧ ସରଂକ୍ଷଣ ବ୍ୟୁରୋ ରିପୋର୍ଟ ଅନୁସାରେ ୧୫ ରୁ ୨୯…
Read More...

ଅନୁଗୁଳରେ ସିଏଏ ଏନଆରସି ସମର୍ଥନରେ ବାହାରିଲେ ସାଧାରଣ ଜନତା, ଦେଖାଗଲା ସଠିକ ତଥ୍ୟର ଅଭାବ

ଆଜି ଅନୁଗୁଳ ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସିଏଏ ଓ ଏନଆରସି ସପକ୍ଷରେ ଏକ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଜ୍ଞାମ୍ପନ ପ୍ରଦାନ କରିଥିଲେ,ଯେଉଁଥିରେ ଏହାର ସପକ୍ଷରେ ନିଜର ପକ୍ଷ…
Read More...