Webportal
Browsing Category

National

କର୍ଣ୍ଣାଟକ ବିଧାନସଭାରେ ଅଶ୍ଲୀଳ ଭିଡ଼ିଓ ଦେଖି ଧରାପଡିଥିବା ବିଧାୟକ ଏବେ ଉପମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ ବିଧାନସଭା ଭିତରେ ୨୦୧୨ ମସିହାରେ ଅଶ୍ଲୀଳ ଭିଡ଼ିଓ ଦେଖି ଧରାପଡିଥିବା ବିଧାୟକ ଲକ୍ଷ୍ମଣ ସାଭାଡ଼ି ଏବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ।ଓ ସମ୍ଭାଳୁଛନ୍ତି ଗୁରୁତ୍ୱପୂର୍ଣ୍ଣ ପରିବହନ ବିଭାଗ।ସେ ଗତ ବିଧାନସଭା ନିର୍ବାଚନରେ ପରାଜିତ ମଧ୍ୟ ହୋଇଥିଲେ।ଏଭଳି ସାଙ୍ଘାତିକ ଆଚରଣ…
Read More...

ଜାମ୍ମୁ କାଶ୍ମୀର ଗସ୍ତ କରି ନ ପାରି ଫେରିଲା ବିରୋଧୀ ଦଳର ପ୍ରତିନିଧି ମଣ୍ଡଳ

ଜାମ୍ମୁ କାଶ୍ମୀର ରୁ ଧାରା ୩୭୦ ଉଠିବା ପରେ ସ୍ଥିତି ପରଖିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୧ ଜଣିଆ ବିରୋଧୀ ଦଳର ପ୍ରତିନିଧି ମଣ୍ଡଳ ଗତକାଲି ରାଜ୍ୟ ପ୍ରଶାସନର ବାରଣ ସତ୍ତ୍ୱେ ସେଠାକୁ ଗସ୍ତରେ ଯାଇ ପହଞ୍ଚିଥିଲେ।କିନ୍ତୁ ସେମାନଙ୍କୁ ସୁରକ୍ଷା କାରଣରୁ ଶ୍ରୀନଗର…
Read More...

ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା କଲା ଗୁଇନ୍ଦା ରିପୋର୍ଟ

ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରିବା ନେଇ ଦେଶର ପ୍ରମୁଖ ଗୁଇନ୍ଦା ସଂସ୍ଥା ଗୁଡ଼ିକ ରିପୋର୍ଟ ଦେଇଛନ୍ତି।ପ୍ରାୟ ୧୦୦ରୁ ଅଧିକ ପାକିସ୍ତାନୀ ଓ ଆଫଗାନି ଆତଙ୍କବାଦୀଙ୍କୁ ପାକ-ଅଧିକୃତ କାଶ୍ମୀରର ଲିପାଭ୍ୟାଲି ରେ ପାକିସ୍ତାନ ଠୁଳ କରିଥିବା ଗୁଇନ୍ଦା ରିପୋର୍ଟ…
Read More...

ବଦଳିବ ବ୍ୟାଙ୍କ ଖୋଲିବା ସମୟ, ଖୋଲିବ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ

ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ବ୍ୟାଙ୍କ ସକାଳ ୯ ଟାରୁ ଖୋଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।ଅବଶ୍ୟ ଯେଉଁଠାରେ ଗ୍ରାହକ ବିଳମ୍ବରେ ବ୍ୟାକିଂ ସେବା ଚାହୁଁଛନ୍ତି ସେଠାରେ ସକାଳ ୧୦ ଟା କିମ୍ବା ୧୧ଟା ରେ ମଧ୍ୟ ବ୍ୟାଙ୍କ ଖୋଲିବାର ବିକଳ୍ପ ରହିବ।ଏହି ନିଷ୍ପତ୍ତି ସମସ୍ତ ସରକାରୀ ବ୍ୟାଙ୍କ ତଥା…
Read More...

ସୋସିଆଲ ମିଡ଼ିଆରେ ଅଶ୍ଲୀଳ ଭିଡ଼ିଓ ସେୟାର କରି ଗିରଫ

ଛତିଶଗଡ଼ ର ବିଳାସପୁର ରେ ମହିଳା କଂଗ୍ରେସ ନେତ୍ରୀ ମାନଙ୍କୁ ଅଶ୍ଳୀଳ ଭିଡ଼ିଓ ହ୍ଵାଟ୍ସଆପ ରେ ପଠାଇବା ମାମଲାରେ ପୋଲିସ ସ୍ଥାନୀୟ କଂଗ୍ରେସ ନେତା ପବନ ଦୁବେକୁ ଗିରଫ କରିଛି। ବିଳାସପୁରର ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରତିଭା ତିବାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଅଗଷ୍ଟ ୯ ତାରିଖ…
Read More...

ଟଳିଲା କଂଗ୍ରେସର ଅଧ୍ୟକ୍ଷ ସଙ୍କଟ, ସୋନିଆ ଗାନ୍ଧୀ ହେଲେ ଅନ୍ତରୀଣ ଅଧ୍ୟକ୍ଷା

ଆଜି ଦ୍ଵିତୀୟ ଥର ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ର ବୈଠକ ରାତିରେ ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟାଳୟ ରେ ବସି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପତ୍ର କୁ ଗ୍ରହଣ କରାଯାଇ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ସର୍ବସମତି କ୍ରମେ ଦଳର ଅନ୍ତରୀଣ ଅଧକ୍ଷା ଭାବେ ଚୟନ କରାଗଲା।ସେ…
Read More...

୩୭୦ ଉଚ୍ଛେଦ ପରେ ଏବେ ମିଶନ ବେଆଇନ ବାଂଲାଦେଶୀ ଅନୁପ୍ରବେଶ, ଅମିତ ସାହ

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜର ପ୍ରଥମ ଆନ୍ତର୍ଜାତିକ ବୈଠକରେ ବଙ୍ଗଳାଦେଶ କୁ ପୂର୍ବତର ଭାରତରେ ହେଉଥିବା ଅବୈଧ ଅନୁପ୍ରବେଶ ସମ୍ପର୍କରେ ଅବଗତ କରାଇଛନ୍ତି।ଗୃହମନ୍ତ୍ରୀ ସ୍ତରୀୟ କଥାବାର୍ତ୍ତା ର ସପ୍ତମ ବୈଠକରେ ବଙ୍ଗଳାଦେଶ ର ଗୃହମନ୍ତ୍ରୀ ଅସଦ ଉଚ୍ଚ ଜମା ଖାନଙ୍କ ସହିତ…
Read More...

ଦେଶର ମୁସଲମାନ ରାମମନ୍ଦିର ସମର୍ଥନ ରେ ଠିଆ ହେବା ପାଇଁ ବାବା ରାମଦେବ ଦେଲେ ଆହ୍ୱାନ

ରାମ, କୃଷ୍ଣ, ଶିବ ଆଦି ଦେବତା ଭାରତର ମୁସଲମାନ ମାନଙ୍କର ମଧ୍ୟ ପୂର୍ବ ପୁରୁଷ କାରଣ ସେମାନେ ଭାରତରେ ଜନ୍ମ ନେଇଛନ୍ତି ଓ ତାଙ୍କର ଡିଏନଏ ଏଠାକାର।ତେଣୁ ଭାରତର ମୁସଲମାନ ମାନେ ଶ୍ରୀରାମ ଜନ୍ମଭୂମି ରେ ମନ୍ଦିର ନିର୍ମାଣ ପାଇଁ ଠିଆ ହୁଅନ୍ତୁ।ଏପରି ପ୍ରୟାଗରାଜ ରେ ଅନୁଷ୍ଠିତ ଏକ ସାମ୍ବାଦିକ…
Read More...

ଉତ୍ତରପ୍ରଦେଶରେ କନେଷ୍ଟବଳଙ୍କ ପରି ହୋମଗାର୍ଡଙ୍କୁ ମିଳିବ ସମାନ ବେତନ

ଆହ୍ଲାବାଦ ହାଇକୋର୍ଟ ସମାନ କାମକୁ ସମାନ ଦରମା ନ୍ୟାୟରେ ଉତ୍ତରପ୍ରଦେଶର ୭୦ ହଜାର ହୋମଗାର୍ଡ ସେଠାକାର ସିପାହୀ ମାନଙ୍କ ଭଳି ଦରମା ପାଇବେ ବୋଲି ରାୟ ଦେଇଥିବା ବେଳେ ଏହାକୁ ବିରୋଧ କରି ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟ ରେ ଏକ ୟାଚିକା ଦାୟର କରିଥିଲେ ଯାହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ…
Read More...

ଜାମ୍ମୁ କାଶ୍ମୀରରେ ମୁତୟନ ହେବେ ୧୦୦ ଅତିରିକ୍ତ କମ୍ପାନୀ

ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଆତଙ୍କବାଦ ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଜାମ୍ମୁ କାଶ୍ମୀର ରେ ଅତିରିକ୍ତ ଶହେ କମ୍ପାନୀ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏହି ନିର୍ଦେଶନାମା ଅନୁସାରେ ସିଆରପିଏଫ ର ୫୦ କମ୍ପାନୀ, ସଶସ୍ତ୍ର ସୀମା ବଳର ୩୦ କମ୍ପାନୀ ତଥା ବିଏସଏଫ ଓ…
Read More...