Webportal
Browsing Category

Politics

ଆମକୁ ପଛରୁ ଛୁରି ମାରିଲେ; ତେଣୁ ଉଦ୍ଧବଙ୍କ ପତନ ହେଲା

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି କହିଛନ୍ତି ଯେ ବିଜେପିକୁ ଉଦ୍ଧବ ଠାକ୍‌ରେ ପଛରୁ ଛୁରି ମାରି କଂଗ୍ରେସ-ଏନ୍‌ସିପି ସହ ହାତ ମିଳାଇଥିଲେ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ହିଁ ଏମ୍‌ଭିଏ ସରକାରର ପତନ ହେଲା ଏବଂ ଉଦ୍ଧବଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗଲା ବୋଲି ଫଡ଼ନାଭିସ ଆଜି…
Read More...

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍ବଦା ଭାଜପାର ରାଜନୈତିକ ଏଜେଣ୍ଡା ପୂରଣ କରିଛନ୍ତି : ମେହେବୁବା ମୁଫତି

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିଛନ୍ତି। ସେ ଶପଥ ଗ୍ରହଣ କରିବା ପରେ ପୂର୍ବତନ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରିଛନ୍ତି।ସେ ଟୁଇଟ୍‌ କରି କହିଛନ୍ତି,…
Read More...

ସଙ୍କଟରେ କଂଗ୍ରେସ୍ ସରକାର: ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ପାଳି?

ଛତିଶଗଡରେ ରାଜନୈତିକ ସଙ୍କଟ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଛତିଶଗଡ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ବରିଷ୍ଠ ମନ୍ତ୍ରୀ ଟିଏସ୍ ସିଂହଦେଓଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଜାରି ରହିଛି । ଦଳର ଏହି ଆଭ୍ୟନ୍ତରୀଣ ବିବାଦ ଦିଲ୍ଲୀରେ ପହଞ୍ଚିଛି ଓ ଉଭୟ ନେତା ଦଳର କେନ୍ଦ୍ରୀୟ…
Read More...

କଂଗ୍ରେସ ଉପରେ ପାଲଟା ଅଭିଯୋଗ ଆଣିଲେ ସ୍ମୃତି ଇରାନୀ

ସ୍ମୃତି ଇରାନୀ କଂଗ୍ରେସ ଦ୍ବାରା ତାଙ୍କ ଝିଅ ଉପରେ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ବର୍ଷିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ମୋ ଝିଅ ବାର୍ ଚଲାଏନି । ସେ କହିଛନ୍ତି କି କଂଗ୍ରେସ ତାଙ୍କ ଝିଅର ଚରିତ୍ର ସଂହାର କରୁଛି ।…
Read More...

ମମତାଙ୍କ ଭବିଷ୍ୟବାଣୀ; ୨୦୨୪ରେ ଜିତିବନି ବିଜେପି

୨୦୨୪ରେ ଆଉ କ୍ଷମତାକୁ ଆସିପାରିବନି ବିଜେପି। ଲୋକସଭା ନିର୍ବାଚନରେ ବହୁମତ ହରାଇବ ବିଜେପି ଆଉ ଦ୍ବିତୀୟ ଦଳ ଏକତ୍ରିତ ହୋଇ ଗଢ଼ିବେ ସରକାର। ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲାକାତାର ସହୀଦ୍‌ ଦିବସ ରାଲିରେ ସମ୍ବୋଧନ କରିବା ବେଳେ ମମତା…
Read More...

କେଜ୍ରିୱାଲଙ୍କ ଗୁଜରାଟରେ ସରକାର ଗଢିବା ପ୍ରୟାସ ଆରମ୍ଭ;ବିଜୁଳୀକୁ କଲେ ହଥିୟାର

ମୋଦୀଙ୍କ ଗଡ଼କୁ ହାତେଇବା ପାଇଁ ବିଜୁଳି କାର୍ଡ ଖେଳିଲେ କେଜ୍ରିୱାଲ। ଗୁଜରାଟରେ ଆରମ୍ଭ ହେଲା କେଜ୍ରିୱାଲଙ୍କ ବିଜୁଳି ରାଜନୀତି।ଦିଲ୍ଲୀ ଓ ପଞ୍ଜାବ ପରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମାଗଣା ବିଦ୍ୟୁତ୍…
Read More...

ବିଜେପିର ଦୁଇରୁ ତିନି ବିଧାୟକ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି : ତାରା ବାହିନୀପତି

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ତେରେଛା ବାଣ ମାରିଛନ୍ତି। ଆମ ଦଳର ବିଧାୟକ ଯିଏକି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ସେ ମର୍ଦ୍ଦପିଲା ଭଳି କହିଲେ। କିନ୍ତୁ ଗଣତନ୍ତ୍ର ସୁରକ୍ଷା ପାଇଁ ବିଜେପିର ଦୁଇରୁ…
Read More...

ବେଳେ ବେଳେ ବୁଲଡୋଜର ମଧ୍ୟ ଓଲଟା ଚାଲେ : ଅଖିଳେଶ ଯାଦବ

ଉତ୍ତରପ୍ରଦେଶର ଜଳଶକ୍ତି ରାଷ୍ଠ୍ରମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ଏବଂ ତାଙ୍କ ଦ୍ୱାରା ଅଣାଯାଇଥିବା ଯୋଗୀ ସରକାରଙ୍କ ବିରୋଧରେ ଅଭିଯୋଗକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ଏନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟୁଇଟ କରି ଦୀନେଶ ଖଟିକଙ୍କ ଚିଠି ବିଷୟରେ ପୋଷ୍ଟ କରି…
Read More...

ମୁଁ ଜଣେ କ୍ରିମିନାଲ ନୁହେଁ, ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ : ଅରବିନ୍ଦ କେଜ୍ରିୱାଲ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି “ମୁଁ ଜଣେ କ୍ରିମିନାଲ ନୁହେଁ, ମୁଁ ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ”। କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତକୁ କେନ୍ଦ୍ର ସରକାର ସ୍ଵୀକୃତି ଦେବାରେ ବିଳମ୍ବ କରିବା ଫଳରେ କିଛି ଏଭଳି ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ…
Read More...

କଂଗେସ ର ଅଭିଯୋଗ:ବିଜେପି ଭୟ ଏବଂ ନିୟନ୍ତ୍ରଣ ମାଧ୍ୟମରେ ଶାସନ କରିବାକୁ ଚେଷ୍ଟା କରୁଛି

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜାମିନ ମାମଲାକୁ ସରଳ କରିବା ପାଇଁ ଅଲଗା ଜାମିନ ଆଇନ ପ୍ରଣୟନ କରିବାକୁ ବିଚାର କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସୂଚାଇ ଦେଇଛି ଯେ ଯେଉଁ ରାଜ୍ୟରେ ସେ ସରକାର ଅଛନ୍ତି, ସେ ସଂଶୋଧନ ମାଧ୍ୟମରେ ଜାମିନ ଆଇନକୁ ଆହୁରି ଉଦାର…
Read More...