Webportal
Browsing Category

Politics

ବିଜେପିରେ ଯୋଗ ଦେଇ ଜୋତା ବନିଗଲେ କି  ହାର୍ଦ୍ଦିକ ପଟେଲ

ଆଜି ବିଜେପିରେ ଯୋଗ ଦେଲେ ହାର୍ଦ୍ଦିକ ପଟେଲ ।  ଅହମ୍ମଦାବାଦରେ ଥିବା ବିଜେପି ମୁଖ୍ୟାଳୟରେ ବିଜେପି ଅଧ୍ୟକ୍ଷ ସିଆର ପାଟିଲ ଏବଂ ଦଳର ବରିଷ୍ଠ ନେତା ନୀତିନ ପଟେଲଙ୍କ ଉପସ୍ଥିତିରେ ଦଳରେ ସେ ଯୋଗ ଦେଇଥିଲେ । ଦଳରେ ଯୋଗ ଦେବା ପୂର୍ବରୁ ହାର୍ଦ୍ଦିକ ଦୁର୍ଗା ପୂଜା ଏବଂ ଗାଈ ପୂଜା କରିଥିଲେ ।…
Read More...

ଋଷ ଭୟରେ ୟୁକ୍ରେନକୁ ଧୋକା ଦେଲେ ଆମେରିକା ରାଷ୍ଟ୍ରପତି ବାଇଡେନ!

ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଆମେରିକାର…
Read More...

ରାଜ୍ୟସଭା ପାଲଟିଛି ଥଇଥାନ ଗୃହ; ଜୀ ସମୂହ ମାଲିକ ଦାଖଲ କଲେ ପ୍ରାର୍ଥୀପତ୍ର

ଆଉ ଜଣେ ଲୋକଦେଖାଣିଆ ପ୍ରାର୍ଥୀ ଭାବେବିଜେପି ସମର୍ଥିତ ଜୀ ସମୂହ ମାଲିକ ଡକ୍ଟର ସୁଭାଷ ଚନ୍ଦ୍ର ରାଜସ୍ଥାନରୁ ଦାଖଲ କଲେ ନାମାଙ୍କନ ପତ୍ର।ବିଜେପି ସମର୍ଥିତ ପ୍ରାର୍ଥୀ ଭାବରେ ଡକ୍ଟର ସୁଭାଷ ଚନ୍ଦ୍ର ରାଜସ୍ଥାନରୁ ଦାଖଲ କଲେ ରାଜ୍ୟସଭା ନାମାଙ୍କନ ପତ୍ର । ତେବେ ଏସେଲ ଗ୍ରୁଫର ଚେୟାରମ୍ୟାନ୍ ତଥା…
Read More...

ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନ୍ଧାରରେ ଅଛି, ଆମକୁ ଥରେ ସୁଯୋଗ ଦିଅନ୍ତୁ:ସରକାରୀ ସ୍କୁଲର ଅବସ୍ଥା ଶୋଚନୀୟ ହେଉଥିବା…

ହରିୟାଣାରେ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ | ରବିବାର ଦିନ କୁରୁକ୍ଷେତ୍ରରେ ଆମ ଆଦମୀ ପାର୍ଟିର ‘ଅବ ବଦଲେଗା ହରିୟାଣା’ ସମାବେଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇଥିଲେ। ଏହି ସମୟରେ ସେ…
Read More...

୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ମାନସ ଓ ସୁଲତାଙ୍କୁ ମିଳିଲା ଆନୁଗତ୍ୟର ପୁରସ୍କାର

କଳ୍ପନାଜଳ୍ପନାର ଅନ୍ତ ଘଟି ଘୋଷଣା ହେଲା ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ । ବିଜେଡି ପକ୍ଷରୁ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରିପିଟ କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି…
Read More...

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ‘୧୪୪ ଫର୍ମୁଲା’

୨୦୨୪ ନିର୍ବାଚନ ପାଇଁ ବିଜେପିର ‘୧୪୪ ଫର୍ମୁଲା’ । ଏଥିପାଇଁ ଏହି ସମୟରୁ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଦେଇଛି ପ୍ରସ୍ତୁତି ପର୍ବ । ଏହି ନିର୍ବାଚନରେ ଦଳ ଯେପରି ବଡ ସଫଳତା ପାଇବ ସେଥିପାଇଁ ଆରମ୍ଭ କରିଛି ‘୧୪୪ ଫୁର୍ମଲା’ । ଏହି ରଣନୀତି ଅନୁସାରେ ବିଜେପି ସେହି ୧୪୪ଟି ଆସନ ଉପରେ ନଜର…
Read More...

ଅପରାଜିତାଙ୍କ ଲୋକପ୍ରିୟତା ବୃଦ୍ଧିରେ ସହାୟକ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ

ନବୀନ ସରକାରଙ୍କ ତରବରିଆ କାର୍ଯ୍ୟକଳାପ ଅପରାଜିତା ଷଡ଼ଙ୍ଗୀ ଙ୍କ ରାଜନୈତିକ ମାର୍ଗ ପ୍ରଶସ୍ତ କରୁଛି କି!!? ପଢନ୍ତୁ ପୁରା ଖବର। ବେଶୀ ନୁହେଁ, ଟିକିଏ ପଛକୁ ଫେରିଯିବା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପରିକ୍ରମା ପ୍ରକଳ୍ପ ର ବିରୋଧ କରିବାକୁ ପୁରୀ ଗସ୍ତ କରିଥିଲେ। ବିଚକ୍ଷଣ ଓ…
Read More...

କ୍ଷମତାସୀନ ନେତାଙ୍କ ଦ୍ୱାରା ଦେଶର ପୋଲିସ ଘରୋଇ ଅଙ୍ଗରକ୍ଷୀ ଭଳି ବ୍ୟବହୃତ

କ୍ଷମତାରେ ଥିବା ନେତାମାନଙ୍କ ଦ୍ବାରା ପୋଲିସର ଅପବ୍ୟବହାର କରାଯାଉଥିବା ଅଭିଯୋଗ ଆସିବା ଆଜିକାଲି ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ପୋଲିସ ର କାମ ହେଉଛି ଅନ୍ୟାୟ ଅତ୍ୟାଚାର ଆଦିର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାପାଇଁ ପଦକ୍ଷେପ ନେବା। କିନ୍ତୁ ଆଜିକାଲି…
Read More...

ହନୁ କିଏ? ନିରଞ୍ଜନ, ସୁର ନା ଉଭୟ

ରାଜ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିବା ପରେ ଦଳର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସମ୍ମୁଖରେ କହିଲେ ଯେ ପୂର୍ବବତ ପରବର୍ତ୍ତୀ ରାଜ୍ୟ କଂଗ୍ରେସ ମୁଖିଆ କିଏ ହେବ ତାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ।ନବୀନ ଯାହା…
Read More...

ରାଜ୍ୟରେ ବିଜେଡିର ପ୍ରଭାବ ବୃଦ୍ଧି ପାଇବାର କାରଣ କଣ ନବୀନ ବାବୁଙ୍କ ବିରୋଧୀ ଦଳ ମ୍ୟାନେଜମେଣ୍ଟ

ଦୀର୍ଘ ୨୪ ବର୍ଷର ଲଗାତାର ଶାସନ ପରେ ମଧ୍ୟ ରାଜ୍ୟରେ ଶାସକ ବିଜୁ ଜନତା ଦଳର ପ୍ରଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।ରାଜନୈତିକ ବିଶେଷଜ୍ଞ ମାନଙ୍କ ତଥାକଥିତ ଅସନ୍ତୋଷ ଲହର ଭୋଟର ମାନଙ୍କ ମଧ୍ୟରେ ଦେଖିବାକୁ ମିଳୁନାହିଁ।ଏହି ଶାସନ ଅବଧି ଗୋଟିଏ ପ୍ରକାରେ ବିଶ୍ୱରେ କୀର୍ତ୍ତିମାନ ସୃଷ୍ଟି…
Read More...