Webportal
Browsing Category

Politics

ଦେଶ ବିଭାଜନର ଭିଡିଓ ଜାରି କରି ନେହେରୁଙ୍କୁ ବିଜେପିର ସମାଲୋଚନା; ପାଲଟା ଯବାବ୍‌ ରଖିଲା କଂଗ୍ରେସ

ଭାରତର ଦ୍ୱିତୀୟ ‘ବିଭାଜନ ବିଷ୍ଣୁ ସ୍ମୃତି ଦିବସ’ ଅବସରରେ ବିଜେପି କଂଗ୍ରେସ ଦଳକୁ ଟାର୍ଗେଟ କରି ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ବିଜେପି ୧୯୪୭ ଘଟଣାରେ ତାହାର ଆଭିମୁଖ୍ୟ ପ୍ରକାଶ କରିଛି। ଏହି ସାତ ମିନିଟର ଭିଡିଓରେ ଜବାହରଲାଲ ନେହେରୁ ଭାରତ ବିଭାଜନ ପାଇଁ ଦାୟୀ ରହିଥିବା…
Read More...

ମମତାଙ୍କୁ ବଦନାମ କଲେ ଆମେ ପିଟିବୁ: ଟିଏମସି ବିଧାୟକ

ଆମର ନେତ୍ରୀ ମମତା ବାନାର୍ଜୀଙ୍କୁ ବଦନାମ କଲେ ଆମେ ମାଡ ମାରିବୁ | ପଶ୍ଚିମବଙ୍ଗରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଲଗାତାର ଟିଏମସି(ତୃଣମୂଳ କଂଗ୍ରେସ) ନେତାଙ୍କ ଉପରେ ଆକ୍ରମଣ କରୁଛି। ଅନ୍ୟପକ୍ଷରେ ଟିଏମସି ନେତାମାନେ ଦଳର ସୁପ୍ରିମୋ ମମତା ବାନାର୍ଜୀ ଏବଂ ତାଙ୍କ ଉତ୍ତରାଧିକାରୀ ଅଭିଷେକ…
Read More...

ହୋଶ ରେ ରହୁନାହାନ୍ତି ପଶ୍ଚିମବଙ୍ଗ ବିଜେପି ନେତା; କହିଲେ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ହେବ ମହାରାଷ୍ଟ୍ରର…

ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବୟାନକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ  ରାଜନୀତି। ଗତ ମଙ୍ଗଳବାର ସେ ଦାବି କରିଛନ୍ତି ଯେ ଡିସେମ୍ବର ମାସ ପରେ ରାଜ୍ୟରେ ଆଉ  ଟିଏମସି ସରକାର ରହିବ ନାହିଁ।  ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ…
Read More...

ବିହାର ରାଜନୀତିରେ ହୋଇଥାନ୍ତା ମହାରାଷ୍ଟ୍ର ଘଟଣାକ୍ରମର ପୁନରାବୃତ୍ତି

ଜାତୀୟ ଗଣମାଧ୍ୟମ ଅନୁସାରେ ବିହାର ରାଜନୀତିରେ ହୋଇଥାନ୍ତା ମହାରାଷ୍ଟ୍ର ଘଟଣାକ୍ରମର ପୁନରାବୃତ୍ତି। ହେଲେ ପାର୍ଥକ୍ୟ ହେଉଛି ଯେ ବିହାର ରାଜନୀତିରେ ହେବାକୁ ଯାଉଥିବା ଏହି ଘଟଣାକ୍ରମର ପୂର୍ବାନୁମାନ କରିବାରେ ସଫଳ ହୋଇଥିଲେ ନୀତୀଶ କୁମାର। ହେଲେ ମହାରାଷ୍ଟ୍ର ରାଜନୀତିରେ ଏହାକୁ ବୁଝିବାରେ ସଫଳ…
Read More...

ମହାରାଷ୍ଟ୍ରରେ ନୂଆ କ୍ୟାବିନେଟକୁ ନେଇ ବରିଷ୍ଟ ବିଜେପି ନେତ୍ରୀଙ୍କ ଅସନ୍ତୋଷ, ନିଜ ଦଳକୁ ଟାର୍ଗେଟ କଲେ ପଙ୍କଜା ମୁଣ୍ଡେ

ମହାରାଷ୍ଟ୍ରରେ ନୂଆ କ୍ୟାବିନେଟ୍ ଗଠନ ପରେ ବିଜେପିରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହୋଇଛି। ପରକ୍ଷୋରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି ଜଣଙ୍କ ପରେ ଜଣେ ବିଜେପି ନେତା। ବିଶେଷ କରି ନୂତନ ଭାବେ ମହାରାଷ୍ଟ୍ରରେ ଗଠନ ହୋଇଥିବା ମନ୍ତ୍ରିମଣ୍ଡଳକୁ ନେଇ ଦଳୀୟ ଅସନ୍ତୋଷ…
Read More...

ମମତାଙ୍କୁ ଆଲ୍ଲାଙ୍କ ସହ ତୁଳନା: ବିବାଦରେ ଟିଏମ୍‌ସି ବିଧାୟକ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲ୍ଲାଙ୍କ ସହ ତୁଳନା କରି ଅଡ଼ୁଆରେ ପଡ଼ିଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ଡକ୍ଟର ନିର୍ମଳ ମାଜି। ମାଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଲିକତା ହାଇକୋର୍ଟରେ ଏକ ପିଆଇଏଲ ଦାଖଲ କରାଯାଇଛି। ଏହି ଆବେଦନରେ ଦର୍ଶାଯାଇଛି, ବିଧାୟକ…
Read More...

ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର? କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ

ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ସରକାରକୁ ଟ‌ାର୍ଗେଟ କରିଛନ୍ତି। ବରୁଣ ଗାନ୍ଧୀ ଟୁଇଟ୍ କରି ପଚାରିଛନ୍ତି ଯେ, ‘ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର ଅଛି?’ ଏଥିସହ ସେ କହିଛନ୍ତି ଯେ, ବାଣ୍ଟୁଥିବା ଲୋକଙ୍କଠାରୁ ସତର୍କ ରହିବା ଉଚିତ୍ ବୋଲି ସରକାର କହୁଥିବା ବେଳେ ନିଜେ…
Read More...

ଗୁଜରାଟରେ ୨୭ ବର୍ଷ ଲଗାତାର ଶାସନର ଫଳ: ବଢ଼ିଯାଇଛି ବିଜେପିର ଅହଙ୍କାର ଓ ମଦ ବେପାର : ଅରବିନ୍ଦ କେଜ୍ରିୱାଲ

ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ୍) ନିଜ ନିଜର ରଣକ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଦୁଇଦିନିଆ ଗୁଜରାଟ ଗସ୍ତରେ ଆସିଥିବା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ସିଧାସଳଖ ଭାଜପାକୁ ଟାର୍ଗେଟ…
Read More...

ରାଜସ୍ଥାନ ବିଧାୟକଙ୍କୁ ରାଜ୍ୟସଭା ଭୋଟ୍‌ ପାଇଁ ୨୫ କୋଟି ଅଫର୍‌ ମିଳିଥିଲା

ରାଜସ୍ଥାନର ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି, ନିକଟରେ ସରିଥିବା ରାଜ୍ୟସଭା ନିର୍ବାଚନରେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାପାଇଁ ତାଙ୍କୁ ୨୫ କୋଟି ଟଙ୍କା ଅଫର୍‌ ମିଳିଥିଲା। କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଥିଲେ। ବହୁଜନ ସମାଜ…
Read More...