Webportal
Browsing Category

Public Interest

ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ଦୁର୍ନୀତି: ସ୍ବାମୀ ଯନ୍ତ୍ରୀ, ସ୍ତ୍ରୀ କର୍ପୋରେଟର; ୩ ସଂପର୍କୀୟଙ୍କ ଭାଗରେ ୭୬%…

ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ବିନା ଟେଣ୍ଡରରେ ସବୁଠୁ ଅଧିକ ଅର୍ଥାତ୍‌ ୪୨ଟି କାମ ପାଇଥିବା ମୋନାଲିସା ବେହେରା ହେଉଛନ୍ତି ୧୬ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ଭାଇ ବାସୁଦେବ ବେହେରାଙ୍କ ପତ୍ନୀ। ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ହେଉଛନ୍ତି ଆର୍‌…
Read More...

ଜାନୁଆରି ୧ରୁ ସମସ୍ତଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ମନା

ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ…
Read More...

ଭୁବନେଶ୍ବରରେ ମଶା ମାରିବା ପାଇଁ ନିୟୋଜିତ ହେବ ଡ୍ରୋନ

ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ମଶା ମାନଙ୍କର ବଂଶ ବଢ଼ିବାରେ ଲାଗିଛି । ଫଳରେ ମ୍ୟାଲେରିଆ, ଡେଙ୍ଗୁ ଆଦି ଜ୍ୱର ଦ୍ରୁତ ଗତିରେ ବ୍ୟାପିବାର ଲାଗିଛି । ଭୁବନେଶ୍ୱର ମହାନଗର ନିଗମ ମଶା ମାରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରୁଛନ୍ତି । ତେବେ ଏହି ମଶା ମାରିବା କାମରେ ବର୍ତ୍ତମାନ ଡ୍ରୋନ…
Read More...

ଅନୁଗୁଳ ସରକାରୀ ଡାକ୍ତରଖାନା; ଚିନ୍ତା ବେସରକାରୀ

ବର୍ତ୍ତମାନ ପରିସ୍ଥିତିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥରେ ବୁଲିଆସନ୍ତୁ। ଆପଣଙ୍କୁ ଲାଗିବ ସତେ ଯେମିତି ପୁରୁଣା ଇଂରେଜ ଶାସନ ଫେରିଆସିଛି। ରୋଗୀଙ୍କୁ ନେଇ ପହୁଞ୍ଚିଥିବା ଦୁଇ, ତିନି ଓ ଚାରିଚକିଆ ଯାନ ଗୁଡିକୁ ଭଲକରି ଛିଡା ହେବା ପୁର୍ବରୁ ସୁରକ୍ଷା କର୍ମୀ ମାନେ ଉଠେଇ ନେବା ପାଇଁ…
Read More...

ପୁନର୍ବାର ଚଢ଼ାଉ ଓ ଜୋରିମାନାରେ କାମ ଶେଷ; ଭବିଷ୍ୟତରେ ଖାଦ୍ୟର ମାନର ଗ୍ୟାରେଣ୍ଟି କଣ?

ଆଜି ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ନାଲକୋ ଅଞ୍ଚଳରେ ବିଭିନ୍ନ ଦୋକାନ ରେ ଜୋରଜାର ଚଢାଉ କରିଛନ୍ତି। ସୂଚନା ମୁତାବକ କୁଲାଡ଼ ଅଞ୍ଚଳରେ ଥିବା ଗୌରୀ ହୋଟେଲ ରେ ଆଜି ପୂର୍ବାହ୍ନରେ ରେ ଚଢାଉ ହୋଇଥିଲା। ଖାଦ୍ୟର ମାନ ନିମ୍ନ ଧରଣର ତା ସହ ତେଲ…
Read More...

ଅନୁଗୁଳ ଜିଲ୍ଲାପାଳଙ୍କ ଭିଜନ ୨୦୨୩; ସଫଳତା ଉପରେ ପ୍ରଶ୍ନଚିହ୍ନ

୨୦ ଫେବୃଆରୀ ୨୦୨୧ ରେ ଅନୁଗୁଳ ଜିଲ୍ଲାପାଳ ଏକ ସାମ୍ୱାଦିକ ସମ୍ମିଳନୀ ରେ ଜିଲ୍ଲା ପ୍ରଶାସନର ଭିଜନ ୨୦୨୩ (vision 2023) ନାମରେ ଏକ ମହତ୍ତ୍ୱକାଙ୍କ୍ଷୀ ବା ଉଚ୍ଚ ଅଭିଳାଷ ପୂର୍ଣ୍ଣ ଯୋଜନା ଆଣିଥିବା ଘୋଷଣା କରିଥଲେ। ଏହି ଯୋଜନାର ଉଦ୍ଦେଶ୍ୟ ଥିଲା ଖଣି ଖଦାନ ପୂର୍ଣ୍ଣ ଅନୁଗୁଳ ଜିଲ୍ଲାର ସବୁ…
Read More...

ତାଳଚେର ମେଡିକାଲ କଲେଜରେ ରୋଗୀସେବା ଜାନୁଆରୀ ସୁଦ୍ଧା ଆରମ୍ଭ ହେବାର ବଢିଲା ଆଶା ; ମନ୍ତ୍ରୀଙ୍କ ମନ୍ତବ୍ୟ ପରେ…

ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ଏକ ପ୍ରକାର ଅନିଶ୍ଚିତତା ଭିତର ଦେଇ ଗତି କରୁଛି । ଏହି ପ୍ରସଙ୍ଗରେ କାଲି ତାଳଚେର ମେଡିକାଲ କଲେଜର କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀ ଅନୁଗୁଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମେଡିକାଲ କଲେଜ ନେଇ ଆଲୋଚନା କରିଛନ୍ତି ।…
Read More...

କଣ୍ଟ ପରେ କଣ୍ଟ; ଏବେ କୁହାଗଲା୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ମେଡ଼ିକାଲ କଲେଜ

ଅନୁଗୁଳ ଜିଲ୍ଲା ତାଳଚେର ଠାରେ ହେବାକୁ ଥିବା ମେଡ଼ିକାଲ କଲେଜ ୨୦୨୫-୨୬ ମସିହା ପୂର୍ବରୁ କାର୍ଯ୍ୟକ୍ଷମ ହେଉ ନାହିଁ । ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରରୁ ଏ କଥା ଏକ ସ୍ପଷ୍ଟ ହୋଇଛି । ଚାଲିଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ବେଳେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ପ୍ରଶ୍ନର ଉତ୍ତରରେ…
Read More...

ତାଳଚେର; ଲୋକଙ୍କ ନିଦ ହଜେଇଦେଇଛି ହୋଲ୍ଡିଂଟ୍ୟାକ୍ସ୍ 

ଚିନ୍ତାରେ ତାଳଚେରବାସୀ । ତାଳଚେର ମ୍ୟୁନିସିପାଲିଟି ପକ୍ଷରୁ ଆଦାୟ ହେଉଥିବା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ବଢୁଛି ଚିନ୍ତା । ଇତି ମଧ୍ୟରେ ପ୍ରାୟ ୧୦ଗୁଣା ବଢିସାରିଛି ହୋଲ୍ଡିଂ ଟ୍ୟାକ୍ସ । ଅଭିଯୋଗ ହେଉଛି ଯେ, ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ମୁନିସିପାଲ ଆକ୍ଟକୁ ଖିଲାପ କରୁଛି ତାଳଚେର…
Read More...