ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢା ବାଧାପ୍ରାପ୍ତ
ରାଜ୍ୟର ପୁରାତନ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅନ୍ୟତମ। ୧୯୬୭ ମସିହା ଜାନୁଆରି ୧ ତାରିଖରେ ସ୍ଥାପିତ ଏହି ବିଶ୍ଵବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଦେଶ ଭିତରେ ତଥା ବାହାରେ ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇ ସମ୍ବଲପୁର ତଥା ରାଜ୍ୟ ପାଇଁ ସୁନାମ…
Read More...
Read More...