Webportal
Browsing Category

Public Interest

ଭାରତରେ ଟୀକା ନେବା ଯୋଗ୍ୟ ୪ କୋଟି ଆଦୌ କୋଭିଡ୍‌ ଟିକା ନେଇନାହାନ୍ତି

ଦେଶରେ କରୋନା ଟିକାକରଣ ୨୦୦ କୋଟି ଟପିସାରିଛି। ଦେଶରେ ରେକର୍ଡ ଟିକାକରଣ ସତ୍ତ୍ବେ ୪ କୋଟି ଯୋଗ୍ୟ ହିତାଧିକାରୀ ଏବେ ବି କରୋନା ଟିକାର ଗୋଟିଏ ବି ଡୋଜ୍‌ ନେଇନାହାନ୍ତି। ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଭାରତୀ…
Read More...

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ କଡା ନିୟମ, ଗ୍ରାହକ ହଇରାଣ ହେଲେ ନିଆଯିବ ଆକ୍ସନ

ବ୍ୟାଙ୍କ ସମ୍ପର୍କିତ କୌଣସି କାମ ପାଇଁ ବାରମ୍ବାର ବ୍ରାଞ୍ଚ ଯିବାକୁ ପଡିଥାଏ । ବ୍ୟାଙ୍କରେ କର୍ମଚାରୀଙ୍କ ବ୍ୟବହାରରେ ମଧ୍ୟ ଅତିଷ୍ଠ ହୋଇଯାଇଥାନ୍ତି କିଛି ଉପଭୋକ୍ତା । ଅନେକ ବ୍ୟାଙ୍କରେ କର୍ମଚାରୀମାନେ କହିଥାନ୍ତି କି ଲଞ୍ଚ୍ ପରେ ଆସ ।  ବେଳେବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି…
Read More...

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି

ଓଡ଼ିଶା ପାଇଁ ଗୌରବ ଆଣିଲେ ଦ୍ରୌପଦୀ ମୁର୍ମୁ । ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବହୁ ପଛରେ ପକାଇ ଇତିହାସ ରଚିଛନ୍ତି ଦ୍ରୌପଦୀ । ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡିଆ ଝିଅ । ୩ୟ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ସାମ୍ନାକୁ ଆସିଛ । ଦ୍ରୌପଦୀ ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫, ୭୭, ୭୭୭ ଥିବା…
Read More...

ନିଜ ଘରଠାରୁ ୩୦୦ କିଲୋମିଟର ଭିତରେ ପରୀକ୍ଷା ଦେବେ ରେଳ ବିଭାଗରେ ଚାକିରି ଆଶାୟୀ ପ୍ରାର୍ଥୀ

ଭାରତୀୟ ରେଳର କୌଣସି ପଦବି ଲାଗି ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ଭଲଖବର । ଏଣିକି ଘରଠାରୁ ୩୦୦ କିଲୋମିଟର ଦୂରତା ଭିତରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଯାହାଦ୍ବାରା ପ୍ରାର୍ଥୀଙ୍କ ସମୟ ଓ ଖର୍ଚ୍ଚ ବଞ୍ଚିଯିବ। ଭାରତୀୟ ରେଳ ବିଭାଗ ନେଇଛି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ…
Read More...

ଏଟିଏମ୍ ରୁ ୨୪ ଘଣ୍ଟା ମିଳିବ ରାସନ; ପ୍ରଥମେ ଭୁବନେଶ୍ୱରରୁ

ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଶସ୍ୟ ମିଳିବ। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଲ ଟାଇମ ଗ୍ରେନ୍ (ଏଟିଜି) ବ୍ୟବସ୍ଥା କରାଯାଉଛି। ୨୪ ଘଣ୍ଟା ମିଳିବ ରାସନ। ପାଇଲଟ ପ୍ରକଳ୍ପ ଭୁବନେଶ୍ୱରରେ ଆରମ୍ଭ ହେବ। ଏଟିଏମରୁ ବାହାରିବ ଚାଉଳ। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର…
Read More...

ରେଲୱେ ବାତିଲ କଲା ପୁଣି ୧୨୮ ଟ୍ରେନ୍

ରେଳବାଇ (Indian Railways) ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ମନେ କରାଯାଏ । ପ୍ରତି ମାସରେ କୋଟି କୋଟି ଲୋକ ଟ୍ରେନ (Train) ମାଧ୍ୟମରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାଏ ।  ଅନେକ ଥର ଟ୍ରେନରେ ସଂରକ୍ଷଣ ପାଇବା ପାଇଁ ଲୋକଙ୍କୁ ବହୁତ ପରିଶ୍ରମ କରିବାକୁ ପଡେ । ଲୋକମାନେ ମାସେ…
Read More...

ବିଦ୍ୟୁତ୍ କେଳେଙ୍କାରୀର ନୂଆ ଫର୍ଦ୍ଦ: ଧରାପଡ଼ିଲେ ବି ଚାଲିଛି

ଉପଭୋକ୍ତାଙ୍କ ୩୫୪ କୋଟି କଂପାନି ନେଇଗଲେ ।କୋଟିଆବାସୀଙ୍କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରଲୋଭିତ କରୁଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇନାହିଁ ବୋଲି ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଅକଳରେ ପଡ଼ିଛନ୍ତି। ଏହି ପ୍ରସଙ୍ଗରେ ସତ କ’ଣ ସେ ସଂକ୍ରାନ୍ତରେ ସରକାରଙ୍କ ଠାରୁ…
Read More...

ସୋମବାର ଠାରୁ ମୁଢି, ଚୁଡ଼ା ଆଦି ଉପରେ ଲାଗିବ ଜିଏସଟି

ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଥିବା ଖାଉଟିଙ୍କ ବୋଝ ବଢିବାକୁ ଯାଉଛି । ଆସନ୍ତା ସୋମବାରଠାରୁ କେତେକ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଉଥିବାରୁ ସେଗୁଡ଼ିକ ମହଙ୍ଗା ହେବ । ବିଶେଷ କରି ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀ…
Read More...

ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର! ଏଣିକି ମାଗଣାରେ ଦେଖିବେ ମ୍ୟାଚ, ଚ୍ୟାନେଲରେ ହେବ ସିଧା ପ୍ରସାରଣ

ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏଣିକି ମାଗଣାରେ ଲାଇଭ୍ ମ୍ୟାଚ ଦେଖିପାରିବେ। ଦେଶର ସାର୍ବଜନୀନ ପ୍ରସାରଣକାରୀ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ହେବ। ଦୀର୍ଘ ୧୫ ବର୍ଷ ପରେ ଭାରତର କୌଣସି ବିଦେଶୀ ସିରିଜ୍ ଡିଡି ସ୍ପୋର୍ଟସରେ ପ୍ରସାରିତ ହେବ। ଡିଡି…
Read More...

ଦେଶରେ ବଢ଼ୁଛି ଅବିବାହିତ ଯୁବକଙ୍କ ସଂଖ୍ୟା ; ୨୩ ପ୍ରତିଶତ ପହଞ୍ଚିଲା ଅନୁପାତ

ଦେଶରେ ଗତ କିଛି ବର୍ଷରେ ଅବିବାହିତ ଯୁବକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି। ସର୍ବେକ୍ଷଣର ରିପୋର୍ଟ ମୁତାବକ ଦେଶରେ ୧୫-୨୯ ବର୍ଷ ବୟସର ଯୁବଗୋଷ୍ଠୀ ମଧ୍ୟରେ ଅବିବାହିତ ବ୍ୟକ୍ତିଙ୍କ ଅନୁପାତ ୨୦୧୯ରେ ବୃଦ୍ଧି ହୋଇ…
Read More...