Webportal
Browsing Category

Public Interest

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ପରେ ଏଜୁକେସନ୍ ୬ଷ୍ଠ ସେମିଷ୍ଟର ପରୀକ୍ଷା ବାତିଲ

ପରୀକ୍ଷା ପୂର୍ବରୁ ଲିକ୍ ହେଲା ପ୍ରଶ୍ନପତ୍ର । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏନେଇ ଅଭିଯୋଗ ଆସିବା ପରେ +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହେବା ପରେ ଆଜିର ଏଜୁକେସନ୍ ୬ଷ୍ଠ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି। ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଂଜୀବ ମିତ୍ତଲ…
Read More...

ଉତ୍ତରପ୍ରଦେଶ ରେ ବୋଲବମ୍ ଭକ୍ତ ଯାଉଥିବା ରାସ୍ତାରେ ବନ୍ଦ ରହିବ ମଦ, ମାଂସ ଦୋକାନ

ଗୁରୁବାରଠାରୁ ଆରମ୍ଭ ହେବ ଶ୍ରାବଣ ମାସ । ଅର୍ଥାତ ଆସନ୍ତା କାଲିଠାରୁ ଆରମ୍ଭ ହେବ କାଓ୍ବଡିଆ ବା ବୋଲବମ ଯାତ୍ରା । ଏବର୍ଷ ଏହି ଯାତ୍ରା ଯେପରି ଶାନ୍ତି ଶୃଙ୍ଖ​ଳାର ସହ ଶେଷ ହେବ ତାହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଯୋଗୀ ସରକାର କେତେକ ପଦକ୍ଷେପ ନେଇଛନ୍ତି । ବୋଲବମ ଭକ୍ତ ଯାଉଥିବା…
Read More...

ସବୁ ବର୍ଗ ପାଇଁ ମାଗଣା ହେଲା ବୁଷ୍ଟର ଡୋଜ୍, ସମୟ ସୀମା ୭୫ଦିନ

ମାଗଣା ହେଲା କରୋନାର ବୁଷ୍ଟର ଡୋଜ୍। ଜୁଲାଇ ୧୫ରୁ ଆରମ୍ଭ ହେବାକୁ ଥିବା ୭୫ଦିନିଆ ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ସରକାରୀ ଟିକାକରଣ କେନ୍ଦ୍ରରେ ୧୮-୫୯ବର୍ଷ ବୟସ ବର୍ଗର ଲୋକମାନେ କୋଭିଡ ଟିକାର ବୁଷ୍ଟର ମାଗଣାରେ ନେଇପାରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କୋଭିଡ ବୁଷ୍ଟର ଡୋଜର…
Read More...

ଆଗକୁ ବଢିବ ମହଙ୍ଗା ମାଡ; ୧୮ ରୁ ବଢିବ ଅନେକ ସାମଗ୍ରୀର ଦର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି କାଉନସିଲ ବୈଠକ ପରେ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୧୮ ତାରିଖ ପରେ ଅନେକ ସାମଗ୍ରୀ ମହଙ୍ଗା ହେବା ନେଇ ସୂଚନା ଦେଇଛନ୍ତି । ଆଉ କିଛି ସାମଗ୍ରୀ ପୂର୍ବାପେକ୍ଷା ଶସ୍ତା ଦରରେ ମିଳିବ । ବର୍ତ୍ତମାନ ମହଙ୍ଗା ମାଡ଼ ଚାଲିଥିବା ବେଳେ ଆପଣଙ୍କୁ ପୁଣି…
Read More...

ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ରାସ୍ତା ଗୁଡିକରୁ ପେଟ୍ରୋଲ ଚାଳିତ ଗାଡିମଟର ସବୁ ଗାଏବ ହୋଇଯିବ: କେନ୍ଦ୍ର ମନ୍ତ୍ରୀ

ଭାରତର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁଣିଥରେ ନିଜର ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶର ରାସ୍ତା ଗୁଡିକରୁ ପେଟ୍ରୋଲ ଚାଳିତ ଗାଡିମଟର ସବୁ ଗାଏବ ହୋଇଯିବ । ଆଗକୁ ଭାରତରେ ଆଉ ପେଟ୍ରୋଲର ଆବଶ୍ୟକତା ପଡିବନି ବୋଲି ଗଡକରୀ ଦାବି…
Read More...

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା

ଦୁଇଦିନ ପରେ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଦୀର୍ଘ ଦୁଇବର୍ଷ ଧରି କୋରୋନା ପାଇଁ ବନ୍ଦ ଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହୋଇଥିଲା। ବାଲତାଲ ଓ ପହଲଗାମ ଦୁଇଟି ରାସ୍ତା ଦେଇ ଯାତ୍ରା ଚାଲିଥିଲା। ହେଲେ ଶୁକ୍ରବାର ଦିନ ବାଦଲ ଫଟା ବର୍ଷା ଯୋଗୁଁ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା।…
Read More...

ଭାରତୀୟ ରେଳବାଇ ୧୦ ମାସର ଶିଶୁକନ୍ୟାକୁ ଦେଲା ଚାକିରୀ

ଦଶମାସର ଜଣେ  ଶିଶୁକୁ ରେଳବାଇରେ ମିଳିଛି ନିଯୁକ୍ତି ପତ୍ର। ଛତିଶଗଡ଼ ରାଜ୍ୟରେ ଏଭଳି ନିଯୁକ୍ତି ନେଇ ଏବେ ବେଶ ଚର୍ଚ୍ଚା। ଶିଶୁଟିର ପିତାମାତା ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯିବା ପରେ ପୁନଃବସତି ଯୋଜନାରେ ରେଳବାଇ ପକ୍ଷରୁ ଏହି ଅନାଥ ଶିଶୁ କନ୍ୟାକୁ ଏଭଳି ନିଯୁକ୍ତି ପତ୍ର ମିଳିଛି।…
Read More...

ଅକ୍ଟୋବରରୁ ଦରଦାମ କମିବ : ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ଦେଶରେ ଦରଦାମ ବୃଦ୍ଧି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଫଳ, ପନିପରିବା ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଆଦିର ଦର ଉଚ୍ଚସ୍ତରରେ ରହିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଲୋକଙ୍କୁ ଆଗାମୀ ଦିନରେ ଦରଦାମ କମିବା ନେଇ ଆଶ୍ବାସନା…
Read More...

ଖରାପ ପାଗ ଯୋଗୁ ଅମରନାଥ ଯାତ୍ରା ବାତିଲ

ଖରାପ ପାଗ କାରଣ ରୁ ଅମରନାଥ ଯାତ୍ରାକୁ ରବିବାରଠାରୁ ବାତିଲ କରିଦିଆଯାଇଛି। ଏପରି କି କଶ୍ମୀରରେ ଥିବା ୨ଟି କ୍ୟାମ୍ପରୁ କୌଣସି ନୂଆ ଭକ୍ତଙ୍କୁ ଆଉ ଅମରନାଥ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ, ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା…
Read More...

ଖାଦ୍ୟ ତୈଳ କମ୍ପାନୀଙ୍କୁ ତୁରନ୍ତ ମୂଲ୍ୟ କମାଇବାକୁ ତାଗିଦ୍ ତାଗିଦ

ଅନ୍ତର୍ଜାତୀୟ ବଜାରରେ ଖାଦ୍ୟ ତୈଳର ମୂଲ୍ୟ ହ୍ରାସ ପରେ କେନ୍ଦ୍ର ସରକାର ଦେଶରେ ଖାଦ୍ୟ ତୈଳ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ମୂଲ୍ୟ ହ୍ରାସ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କମ୍ପାନୀମାନଙ୍କୁ ସପ୍ତାହକ ମଧ୍ୟରେ ଲିଟର ପିଛା ୧୦ ଟଙ୍କା ହ୍ରାସ କରିବାକୁ ସରକାର ତାଗିଦ କରିଥିବା ବେଳେ ଗୋଟିଏ…
Read More...