Webportal
Browsing Category

Public Interest

ହମ ଗ୍ରୁପ ପକ୍ଷରୁ ସହାୟତା ପ୍ରଦାନ

ଅନୁଗୋଳ ସହର ଉପକଣ୍ଠ ଗୋପୀନାଥପୁର ଗ୍ରାମରେ ଅବସ୍ଥିତ ଥିବା କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ର ରେ ପ୍ରାୟ ୩୫ଜଣ ଦୃଷ୍ଟି ହୀନ ପୁରୁଷ ଓ ମହିଳା ବହୁ ବର୍ଷ ଧରି ରହି ଆସୁଛନ୍ତି | ପରନ୍ତୁ ଗତ ବୁଧୁବାର ଦିନ ଅପରାହ୍ନରେ ହୋଇଥିବା କାଳ ବୈଶାଖୀ ବର୍ଷା ଓ ପବନ ରେ ତାଲିମ…
Read More...

ପୁରୀ ପ୍ରକଳ୍ପ ମାମଲା: ଆସିଲା ସର୍ବୋଚ୍ଚ ନ୍ୟାୟାଳୟ ରାୟ

ସୁପ୍ରିମକୋର୍ଟରେ ପୁରୀ ପ୍ରକଳ୍ପ ମାମଲା । ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ । ପ୍ରକଳ୍ପ କାର୍ଯ୍ୟକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ଦେଇଛନ୍ତି । କୋର୍ଟ ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିବାକୁ ମନା କଲେ କୋର୍ଟ । ଏହି କାର୍ଯ୍ୟ ଜାରି ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି |…
Read More...

ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ମାମଲା;ଗଛକଟା ବନ୍ଦ କଲେ ହାଇକୋର୍ଟ

ବିଧାୟକଙ୍କ ଲାଗି ନୂତନ କ୍ୱାର୍ଟର୍ସ ନିର୍ମାଣକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କାହିଁକିନା ବିଧାୟକଙ୍କ ନିମନ୍ତେ ନୂତନ କ୍ୱାର୍ଟର୍ସ ଲାଗି ରବିନ୍ଦ୍ର ମଣ୍ଡପଠାରୁ କମିଶନରେଟ କାର୍ଯ୍ୟାଳୟ ମଧ୍ୟରେ ଆଖିବୁଜା ଗଛ କଟା ଚାଲିଛି । ଏପର୍ଯ୍ୟନ୍ତ ୩ ଶହରୁ ଅଧିକ ଗଛ…
Read More...

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ

ବଦଳିଲା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟ । ପୂଜକମାନଙ୍କ ସହମତିରେ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମୟ ପରିବର୍ତନ ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ଠାରୁ ଏହି ନୂଆ ଦର୍ଶନ ସମୟ ଲାଗୁ କରାଯିବ।…
Read More...

ସୋମବାର ଅପରାହ୍ନ ସୁଦ୍ଧା ଦଶଟି ଜିଲ୍ଲାକୁ ୟେଲୋ ୱାର୍ଣିଂ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୩୦ ତାରିଖ ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ…
Read More...

ପୁରୀ ପରିକ୍ରମା ପ୍ରକଳ୍ପ କୁ ନେଇ ମୁଁହ ଖୋଲିଲେ ଅସନ୍ତୁଷ୍ଟ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି | ଗତକିଛି ଦିନ ହେବ ଏହି ପ୍ରସଙ୍ଗ ବେଶ ଚର୍ଚାରେ ଥିବା ବେଳେ, ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରକଳ୍ପକୁ ନେଇ ପ୍ରଶ୍ନ ଓ ଅସନ୍ତୋଷ ପରେ ଏବେ ରାଜନୀତି ଜୋର ଧରିଛି | ଅନେକ ବରିଷ୍ଠ ରାଜନେତା ଜଗଦଗୁରୁ…
Read More...

ଜ୍ଞାନବାପୀ ମସଜିଦ ମାମଲା; ଅଦାଲତରେ ପୁରା ହୋଇପାରିଲାନି ତର୍ଜମା

ଜ୍ଞାନବ୍ୟାପି ମସଜିଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ସେପଟେ ଜ୍ଞାନବାପୀ ମାମଲାରେ ଗୁରୁବାର ଦିନ ବାରଣାସୀ ଜିଲ୍ଲା କୋର୍ଟରେ ଶୁଣାଣି ହୋଇଛି । ଏହି କ୍ରମରେ ପ୍ରଥମେ ମୁସଲିମ ପକ୍ଷ ନିଜର ଯୁକ୍ତି ଆରମ୍ଭ କରିଥିଲା । ହେଲେ କୋର୍ଟ ସମୟ ଶେଷ ହୋଇଥିଲେ ବି ମୁସଲିମ ପକ୍ଷ ନିଜର…
Read More...

ଦେହ ବ୍ୟବସାୟ ଏକ ଆଇନସମ୍ମତ ପେଶା; ସୁପ୍ରିମକୋର୍ଟ

ଦେହ ବ୍ୟବସାୟ ଏକ ବୃତ୍ତି ବା ପେସା ଏବଂ ଆଇନ ଅନୁସାରେ ଦେହଜୀବୀମାନେ ସାମାଜିକସ୍ତରରେ ସମ୍ମାନ ଏବଂ ସମାନ ସୁରକ୍ଷା ପାଇବାକୁ ହକ୍‌ଦାର। ତେଣୁ, ସହମତିରେ ବେଶ୍ୟାବୃତ୍ତି କରୁଥିବା ଯୌନକର୍ମୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ସହ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ଫେରୁଛି ଆମ୍ବାସଡର ଯୁଗ; ପୁନର୍ବାର ମିଳିବ ଏହି କିମ୍ବଦନ୍ତୀ କାର

ଦିନେ ସମଗ୍ର ଭାରତୀୟ ସଡ଼କରେ ରାଜ୍ କରୁଥିବା ଆମ୍ବାସାଡର କାର ପୁଣି ଫେରିବ । ଆସନ୍ତା ଦୁଇ ବର୍ଷରେ ଏକ ନୂଆ ରୂପରେ ଫେରିବ କିମ୍ବଦନ୍ତି ପାଲଟିଥିବା ଏହି କାର ।ଏହି କାରକୁ  ପୁଣି ବଜାରକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ହିନ୍ଦ୍ ମୋଟର୍ସ ଫାଇନାନ୍ସ କର୍ପୋରେସନ ଓ ଫ୍ରାନ୍ସର କାର…
Read More...

ରୋଷେଇ ଗ୍ୟାସର ଅହେତୁକ ମୁଲ୍ୟବୃଦ୍ଧି; ସାଧାରଣ ଲୋକଙ୍କ ମୌଳିକ ଅଧିକାରର ହନନ

ଉଦ୍ବେଗଜନକ ଘଟଣା ହେଉଛି ଦେଶରେ ରୋଷେଇ ଗ୍ୟାସର ଦାମ ହୁ ହୁ ହୋଇ ବଢି ଚାଲିଛି।ଆଗେ ଲୋକେ ବିଭିନ୍ନ ପ୍ରକାରରେ ରୋଷେଇ କରୁଥିଲେ,ଯେପରି କି କାଠ, କୋଇଲା ଏବଂ ପରେ ବିଦ୍ୟୁତ ଚାଳିତ ହିଟର। କିନ୍ତୁ ଧୀରେ ଧୀରେ ଜଙ୍ଗଲ କୁ ସଫା କରି ଘରୋଇ କମ୍ପାନୀ ମାନଙ୍କୁ ବ୍ୟବସାୟ ପାଇଁ ଦେଇଦେବା, କାଠ ଓ…
Read More...