Webportal
Browsing Category

Public Interest

ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ରେଳ ପ୍ରକଳ୍ପ ଘୋଷଣା

ଗତକାଲି କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ଵପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଧନ୍ୟବାଦ…
Read More...

ପୁଣି ବଢୁଛି କୋଭିଡ: ନୂଆ ଭାରିଆଣ୍ଟ ପାଇଁ ସତର୍କ କଲା WHO

ଯଦି ଆପଣ ଭାବୁଛନ୍ତି ଯେ କୋଭିଡ୍-19 ଆଉ ଚିନ୍ତାର କାରଣ ନୁହେଁ, କିମ୍ବା ଏହାର ପ୍ରଭାବ ହ୍ରାସ ପାଇଛି, ତେବେ ଏହି ଖବର ଆପଣଙ୍କ ବିଶ୍ୱାସକୁ ବଦଳାଇଦେଇପାରେ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟ କରିଛି ଯେ ଗତ ସପ୍ତାହରେ 84 ଟି ଦେଶରେ ପଜିଟିଭ ହାର ବୃଦ୍ଧି ପାଉଛି। ମିଳିତ ଜାତିସଂଘର…
Read More...

ପାରାଦୀପରେ ମାଇକ୍‌ରେ ପ୍ରଚାର କଲେ ସାଗର ମିତ୍ର

ପାରାଦୀପରେ ମାଇକ୍‌ରେ ପ୍ରଚାର କଲେ ‘ସାଗର ମିତ୍ର’। ମାଛଧରା ବନ୍ଦର, ସାହି ଓ ବଜାରରେ ଆଜି ଘନଘନ ପ୍ରଚାର କରାଯାଉଛି। କୂଳରେ ବା ସମୁଦ୍ର ଭିତରେ କୌଣସି ସନ୍ଦିଗ୍ଧଙ୍କୁ ଦେଖିଲେ ମେରାଇନ୍ ଥାନା କିମ୍ୱା କୋଷ୍ଟଗାର୍ଡଙ୍କୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଛି। ବାଂଲାଦେଶୀ ଅନୁପ୍ରବେଶକୁ…
Read More...

ଚଡା ଆଳୁ ଦର ଉପରେ ଲଗାମ ଲଗାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

ରୋଷେଇଶାଳର ମୁଖ୍ୟ ପରିବା ଉପରେ ମାହାଙ୍ଗା ମାଡ଼। ବଢୁଥିବା ଆଳୁ ଦରକୁ ନେଇ ଗ୍ରାହକ ଚିନ୍ତାରେ। ଆଳୁକୂ ନେଇ ବୈଠକ ପୂର୍ବରୁ ଆଳୁ ଗୋଦାମରେ ପହଞ୍ଚି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ଥିତି ପରଖିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି।ମନ୍ତ୍ରୀ ଶ୍ରୀ…
Read More...

ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ।ଡ଼ି. ଏମ. ଏଫ୍. ପାଣ୍ଠି ବିନିଯୋଗରେ ଖଣି ଜିଲ୍ଲା ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ।ସଂକଳ୍ପ ପତ୍ରର ମୁଖ୍ୟ ପ୍ରତିଶ୍ରୁତିକୁ ଅନୁଧ୍ୟାନ…
Read More...

ସୁରୁଖୁରୁରେ ରଥ ଯାତ୍ରା ସମ୍ପନ୍ନ କରିବା ପାଇଁ ଛତିଶା ନିଯୋଗର ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରୀକ୍ଷେତ୍ର ପୁରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କ ସହ ଆଗାମୀ ରଥଯାତ୍ରା କୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁ ରେ ସମାପନ କରିବା ପାଇଁ ଆଲୋଚନା କରିଛନ୍ତି ।ଚଳିତ ବର୍ଷ ରଥଯାତ୍ରା ଏକ ବିରଳ ସଂଯୋଗ। ଗୋଟିଏ ଦିନରେ ୩ ଟି ନୀତି…
Read More...

ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଗଣଙ୍କ ଉପସ୍ଥିତିରେ ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରି ଦ୍ଵାର…

ରାଜ୍ୟ କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ପାଳିତ।ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଗଣଙ୍କ ଉପସ୍ଥିତିରେ ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲାଗଲା।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ…
Read More...

ଅନୁଗୁଳ ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ମଧ୍ୟରେ ମତଦାନ 

ଅନୁଗୁଳ ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ମଧ୍ୟରେ ମତଦାନ ।ଭୋଟ ନ ଦେଇପାରି ଫେରିଲେ ମତଦାତା । ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଅନୁଷ୍ଟିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ ଅନୁଷ୍ଟିତ ହୋଇଯାଇଛି।  ଜିଲ୍ଲାର କିଛି ମତଦାନ…
Read More...

ବରଗଡ ବଲାଙ୍ଗୀର ସମ୍ବଲପୁର ଓ ଢେଙ୍କାନାଳ ଲୋକସଭା ଅଞ୍ଚଳ ପାଇଁ ଉତ୍ତର ଏବଂ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ପକ୍ଷରୁ…

ମଙ୍ଗଳବାର ଅନୁଗୁଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ ଏକ ସାମ୍ୱାଦିକ ସମ୍ମିଳନୀରେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତର ଓ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ରେ ହେଉଥିବା ପୋଲିସ ର ବ୍ୟାପକ ପ୍ରସ୍ତୁତି ଉପୟରେ ବିସ୍ତୃତ…
Read More...

ସମସ୍ତଙ୍କ ପାଇଁ ଶିକ୍ଷା ନେଇ କିଟ, କିସ ପକ୍ଷରୁ ଅନୁଗୁଳ ଗଣଦୌଡ଼

ସମସ୍ତଙ୍କ ପାଇଁ ଶିକ୍ଷା ନେଇ କିଟ, କିସ ପକ୍ଷରୁ ଅନୁଗୁଳ ଗଣଦୌଡ଼ | ଅନୁଗୁଳ ଜିଲ୍ଲା ରେ କିଟ, କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ନେଇ ଗଣ ଦୌଡ଼। କିଟ୍‍ ଓ କିସ୍‍ ପକ୍ଷରୁ ରବିବାର ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ୍‍…
Read More...