Webportal
Browsing Category

Public Interest

ଆଜିର ଅନୁଗୁଳ ଜିଲ୍ଲାର କରୋନା ସମ୍ପର୍କିତ କିଛି ସୂଚନା

ଅନୁଗୁଳ ଜିଲ୍ଲା ପାଇଁ ନିର୍ଦ୍ଧାରିତ ଆବଶ୍ୟକୀୟ ସାମଗ୍ରୀ ମୂଲ୍ୟ ଓ ଆବଶ୍ୟକ ସୂଚନା ତଳେ ଦିଆଗଲା। ଆଜି ଜିଲ୍ଲାର ୧୬୪ ଟି ଗ୍ରାମ ପଞ୍ଚାୟତ ଓ ୫୫ ଟି ୱାର୍ଡ ରେ ୬୩୯୦ ଜଣ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଆଜିସୁଧା ଜିଲ୍ଲାର ୧୦୨୮୩୫ ହିତାଧିକାରୀଙ୍କୁ ପିଡ଼ିଏସ…
Read More...

ଅପ୍ରେଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ିବ ଲକଡାଉନ ଅବଧି

କରୋନା ଭୁତାଣୁ ର ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ କ୍ୟାବିନେଟ ରେ ଆଜି ନିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ଲକଡାଉନ ଅବଧିକୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ବଡାଇବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି।       ସମସ୍ତ ସ୍କୁଲ ଜୁନ ୧୭ ପର୍ଯ୍ୟନ୍ତ ବନ୍ଦ…
Read More...

ଅନୁଗୁଳ ଜିଲ୍ଲାରେ ବୁଧବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଅନୁଗୁଳ ଜିଲ୍ଲାରେ ବୁଧବାର ଲକ ଡାଉନ ନ ମାନିବା ପାଇଁ ୪୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୨୦ ଲିଟର ଦେଶୀ ମଦ ଜବତ କରାଯାଇଛି।ବନ୍ତଳା ଥାନାରେ ଦୁଇ ଜଣ, ହଣ୍ଡପା ଥାନାରେ ତିନି ଜଣ,ଜରପଡା ଥାନାରେ ଜଣେ, ଅନୁଗୁଳ ଥାନାରେ ଜଣେ, କଲିଆରୀ ଥାନାରେ ସାତ ଜଣ,ଏନଟିପିସି ଥାନାରେ ଚାରି…
Read More...

ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହେଲା ଟେଲି ମେଡ଼ିସିନ ଦେୟମୁକ୍ତ ନମ୍ବର ୧୪୪୧୦

ରାଜ୍ୟ ସରକାର ଆଜି ଟେଲି ମେଡ଼ିସିନ ହେଲ୍ପ ଲାଇନ ନମ୍ବର ୧୪୪୧୦ ର ଶୁଭାରମ୍ଭ କରି ଏହାକୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି।କରୋନା ଭୁତାଣୁ ର ଲକ୍ଷ୍ୟ ଦେଖାଗଲେ ଲୋକେ ଏହି ନିଶୁଳ୍କ ନମ୍ବରରେ ଯୋଗାଯୋଗ କରି ମାଗଣା ଚିକିତ୍ସା ସେବା ପାଇ ପାରିବେ।ଏହି ଜନହିତକର କାର୍ଯ୍ୟରେ…
Read More...

ବିନା ଶ୍ରଦ୍ଧାଳୁରେ ହେଲା ହିଙ୍ଗୁଳା ଯାତ୍ରା

ଅନୁଗୁଳ ଜିଲା ତାଳଚେର ଗୋପାଳଗଡ଼ସ୍ଥିତ ଅଧିଷ୍ଠାତ୍ରି ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ମଙ୍ଗଳବାର ନିରାଡମ୍ବର ଭାବେ ପାଳନ କରାଯାଇଛି। ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମାଙ୍କ ଯଥାବିଧି ପୂଜାର୍ଚ୍ଚନା କରାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଜାରି କଟକଣାକୁ…
Read More...

ଅନୁଗୁଳ ଜିଲ୍ଲାରେ ସୋମବାର ଲକଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ରୁଜୁ ମାମଲା ଗୁଡିକର ବିବରଣୀ

ଅନୁଗୁଳ ଜିଲ୍ଲାରେ ସୋମବାର ଲକ ଡାଉନ ନ ମାନିବା ପାଇଁ ୪୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୧୪ ଟି ମଟର ସାଇକେଲ,ଗୋଟିଏ କାର,୧୮ ଲିଟର ଦେଶୀ ମଦ, କ୍ରିକେଟ ଖେଳ ଉପକରଣ ଆଦି ଜବତ କରାଯାଇଛି।ବନ୍ତଳା ଥାନାରେ ତିନି ଜଣ, ହଣ୍ଡପା ଥାନାରେ ଦୁଇ ଜଣ,ତାଳଚେର ଥାନାରେ ଜଣେ, ଅନୁଗୁଳ…
Read More...

ଅନୁଗୁଳ ଜିଲ୍ଲାରେ ମେଡ଼ିସିନ ଦୋକାନ ଗୁଡ଼ିକ ପୂର୍ବଭଳି ଖୋଲା ରହିବ

ଗତକାଲି ଅନୁଗୁଳ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଧେଶ ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।ନୂତନ ନିର୍ଦ୍ଦେଶ ଅନୁଯାୟୀ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଖୋଲିବାକୁ ଥିବା ଦୋକାନ ସମ୍ପର୍କିତ କଟକଣା ମେଡ଼ିସିନ ଦୋକାନ ପାଇଁ ଲାଗିବ ନାହିଁ। ଏଣୁ ଅନୁଗୁଳ ଜିଲ୍ଲାର ସମସ୍ତ ମେଡ଼ିସିନ ଦୋକାନ…
Read More...

ଆଜିର ଅନୁଗୁଳ ଜିଲ୍ଲାର କରୋନା ସମ୍ପର୍କିତ କିଛି ଘଟଣାକ୍ରମ

ଆଜି ଅନୁଗୁଳ ଜିଲ୍ଲାର ଆଠଟି ବ୍ଲକରେ ଖୋଲା ଯାଇଥିବା ୧୦୧ ଟି କ୍ୟାମ୍ପରେ ସମୁଦାୟ ୨୧୭୭ ଜଣ ବାହାରୁ ଆସିଥିବା ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଆଜି ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାକୁ ରାଜ୍ୟ ବାହାରୁ ୨୩୩୧ ଜଣ ଓ ବିଦେଶରୁ ୫୫ ଜଣ ଆସିଛନ୍ତି।ଏମାନଙ୍କ ଭିତରୁ ୧୨୭୨…
Read More...

ଅନୁଗୁଳ ଜିଲ୍ଲା ପାଇଁ ଆହୁରି କଡା ହେଲା କଟକଣା:ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ ସକାଳ ୬ ରୁ ଦିନ ୧

ସଂପ୍ରତି କରୋନା ଭୂତାଣୁ କୁ କାୟା ବିସ୍ତାର କରିବାରୁ ରୋକିବା ପାଇଁ ସମଗ୍ର ଦେଶ ସହ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି।ଲୋକମାନେ କଟକଣା ନ ମାନି ପୋଲିସ ଦ୍ଵାରା ଦଣ୍ଡିତ ମଧ୍ୟ ହେଉଛନ୍ତି।ଅନୁଗୁଳ ସହରରେ ସାମାଜିକ ଦୂରତା ରକ୍ଷା ନ କରି ଲୋକମାନେ…
Read More...

ଅନୁଗୁଳ ଓ ଆଖପାଖ ଅଞ୍ଚଳର ସ୍ୱାସ୍ଥ୍ୟଜନିତ ପରାମର୍ଶ ପାଇଁ ଜାରି ହେଲା ଫୋନ ନମ୍ବର

ଆଜି ଅନୁଗୁଳ ସହର ଓ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମାଧାନ ମେଡ଼ିକାଲ ନ ଆସି ଫୋନ ଜରିଆରେ ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଡାକ୍ତର ମାନଙ୍କର ଫୋନ ନମ୍ବର ଜାରି କରାଯାଇଛି।ଏହା ସହ ଅତି ଜରୁରୀ ନ ଥିଲେ ମେଡ଼ିକାଲ ଆସିବାକୁ ଜନସାଧାରଣଙ୍କୁ…
Read More...