Webportal
Browsing Category

Public Interest

ଦୋକାନରେ ସାମାଜିକ ଦୂରତ୍ୱ ନ ରହିଲେ ଦୋକାନ ସିଲ ହେବା ସହ ଦୋକାନୀ ବିରୁଦ୍ଧରେ ରୁଜୁ ହେବ ମାମଲା

ଆଜି ଅନୁଗୁଳ ଜିଲ୍ଲାପାଳ ଓ ଏସପି ଏକ ମିଳିତ ବିବୃତିରେ ଜିଲ୍ଲାରେ ଖୋଲା ରହୁଥିବା ସମସ୍ତ ଦୋକାନି ତାଙ୍କର ଦୋକାନକୁ ଆସୁଥିବା ଗ୍ରାହକ ମାନେ ସାମାଜିକ ଦୂରତା ବଜାୟ ରଖିବା ସୁନିଶ୍ଚିତ କରିବା ପାଇଁ କହିଛନ୍ତି। ଯଦି କୌଣସି ଦୋକାନ ରେ ସାମାଜିକ ଦୂରତ୍ୱ ରହୁଥିବା ଦେଖା ନ ଯାଏ ତେବେ ସେ ଦୋକାନକୁ…
Read More...

ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ କରୋନା କୁ ନେଇ ଦିଆଯାଇଥିବା ତଥ୍ୟ

ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପର୍ଯ୍ୟନ୍ତ ୪୬୯୪୧ ଜଣ ହିତାଧିକାରୀଙ୍କୁ ପିଡ଼ିଏସ ସାମଗ୍ରୀ ବଣ୍ଟନ କରାଯାଇଛି। ଆଜି ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ୨୨୯୪ ଜଣ ଓ ବିଦେଶରୁ ୫୫ ଜଣ ଆସିଛନ୍ତି।ସେମାନଙ୍କ ମଧ୍ୟରୁ ୮୩୫ ଜଣଙ୍କର…
Read More...

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକ ଡାଉନ ନ ମାନିବା ପାଇଁ ୩୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୧୮ ଟି ମଟର ସାଇକେଲ,ଗୋଟିଏ କାର, ଗୋଟିଏ ଅଟୋ ରିକ୍ସା ଓ ୪ ଲିଟର ଆଇ ଡି ଲିକର ଜବତ କରାଯାଇଛି।ଇଣ୍ଡଷ୍ଟ୍ରିଆଲ ଥାନାରେ ଜଣେ, ଜରପଡା ଥାନାରେ ଦୁଇ ଜଣ, କଲିଆରୀ ଥାନାରେ ୧୧ ଜଣ, ଅନୁଗୁଳ…
Read More...

କରୋନା କୁ ନେଇ ଆଜି ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ତଥ୍ୟ

ଆଜି ଅନୁଗୁଳ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଗଲା। ଅନୁଗୁଳ ଜିଲ୍ଲାର ୨୨୫ ଗ୍ରାମ ପଞ୍ଚାୟତ ରେ ସମସ୍ତ ଆବଶ୍ୟକୀୟ ସୁବିଧା ସହ ୨୨୫ ଟି ଅସ୍ଥାୟୀ ମେଡିକାଲ ସେଣ୍ଟର ପ୍ରସ୍ତୁତ କରାଯାଇଛି।ସେଗୁଡ଼ିକରେ ୯୦୪୦ ଟି ଶଯ୍ୟାର…
Read More...

ପ୍ରକାଶ ପାଇଲା ଅନୁଗୁଳ ଜିଲ୍ଲାକୁ ବାହାରୁ ଆସିଥିବା ବ୍ୟକ୍ତିଙ୍କ ବିବରଣୀ

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୨.୪.୨୦୨୦ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାକୁ ରାଜ୍ୟ ବାହାରୁ ଓ ଦେଶ ବାହାରୁ ଆସିଥିବା ଲୋକଙ୍କ ବିବରଣୀ ପ୍ରଦାନ କରାଯାଇଛି। ଏହା ସହିତ ସେମାନଙ୍କ କ୍ୱାରେଣ୍ଟଟାଇନ ସମ୍ବଧିୟ ବିବରଣୀ ମଧ୍ୟ ଦିଆଯାଇଛି। ଏହା ନିମ୍ନମତେ ଦିଆଗଲା।
Read More...

ବର୍ତ୍ତମାନ ପରିସ୍ଥିତିରେ ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ

ଅନୁଗୁଳ ଜିଲ୍ଲାରେ ପୋଲିସ ପକ୍ଷରୁ ୨୪×୭ କଲ ସେଣ୍ଟର ଆରମ୍ଭ କରାଯାଇଛି ଯେଉଁଠାରୁ ହୋମ କ୍ୱାରେଣ୍ଟଆଇନ ରେ ଥିବା ଲୋକଙ୍କୁ ଫୋନ କରି ୱାଟସଆପ ରେ ତାଙ୍କର ଲୋକେସନ ସେଆର କରିବା ପାଇଁ କୁହାଯାଇଛି।ଏହା ତାଙ୍କ ଉପରେ ନଜର ରଖିବା ପାଇଁ ସାହାଯ୍ୟ କରୁଛି। ଏହା ସହିତ ଡାକ୍ତର, ରାସନ ପାଇକାରି…
Read More...

କରୋନା ମୁକାବିଲା ପାଇଁ ଏନଜିଓଙ୍କ ସହାୟତା ଲୋଡିଲେ ଅନୁଗୁଳ ଜିଲ୍ଲାପାଳ

ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କରୋନା ର ମୁକାବିଲା କରିବା ପାଇଁ ଜିଲ୍ଲାର ବ୍ଲକ ଗୁଡିକରେ ଏନଜିଓ ମାନଙ୍କର ସହାୟତା ଲୋଡିଛନ୍ତି।ଏଥିପାଇଁ ସ୍ୱୀକୃତିପ୍ରାୟ ଏନଜିଓ ମାନଙ୍କର ତାଲିକା ତଳେ ଦିଆଗଲା। ପ୍ରଶାସନ ସହ ମିଳିତ ଭାବେ ଏନଜିଓ…
Read More...

ଜାରିହେଲା ଅନୁଗୁଳ ଜିଲ୍ଲାରେ କାର୍ଯ୍ୟକ୍ଷମ ଯାନବାହନ ସମ୍ବଧିୟ ଦୋକାନ ଗୁଡ଼ିକର ତାଲିକା

୧ ଅପ୍ରେଲ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ଲକଡାଉନ ସମୟରେ ଚାଲୁ ରହିଥିବା ମୋଟର ପାର୍ଟ ଦୋକାନ, ମୋବିଲ, ପ୍ରେସର ଚେକ ଆଦି ଯାନବାହନ ସମ୍ବଧିତ ଦୋକାନ ଗୁଡିକର ତାଲିକା ଜିଲ୍ଲା ପୋଲିସ ପକ୍ଷରୁ ଜାରି କରାଯାଇଛି।ଏହା ନିମ୍ନମତେ:
Read More...

ନିଜେ ତିଆରି କରି ମାସ୍କ ଚାହିଦା ପୂରଣ କରିବା ଚେଷ୍ଟାରେ ମହିଳା ସଂଘ

କରୋନା ସଂକ୍ରମଣ ଯୋଗୁ ବଜାରରେ ମାସ୍କର ଅଭାବକୁ ଦୃଷ୍ଟିରେ ରଖି ଏହାକୁ ତିଆରି କରି ଲୋକଙ୍କୁ ଯୋଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟା ପଞ୍ଚାୟତର ନାରୀଶକ୍ତି ଉତ୍ପାଦିକା ଦଳ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ବ୍ୟାଙ୍କ ସହାୟତାରେ ସିଲେଇ ତାଲିମ ନେଇଥିବା ୧୭…
Read More...

କରୋନା ସମ୍ପର୍କରେ ଆଜି ଅନୁଗୁଳରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ

ଆଜି ଅନୁଗୁଳ ରେ ବାହାରୁ ଆସୁଥିବା ୧୯୦ ଶ୍ରମିକ ଓ ତାଙ୍କର ୪୦ ଜଣ ପିଲାଙ୍କୁ ପୌରପାଳିକା ପକ୍ଷରୁ ଖାଇବାକୁ ଦିଆଯାଇଛି।ସେହିପରି ୫୦ ଜଣ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।ସେହିପରି ୧୮୦ ଶଯ୍ୟା ବିଶିଷ୍ଟ ଟେମ୍ପରାରୀ ମେଡିକାଲ ସେଣ୍ଟର ଅନୁଗୁଳ ସହରର ୨୩ଟି…
Read More...