Webportal
Browsing Category

Public Interest

ଅନୁଗୁଳ ଜିଲ୍ଲାରେ ରବିବାର ଲକ ଡାଉନ ଅବମାନନା ଜନିତ ମାମଲା ରୁଜୁର ବିବରଣୀ

ଅନୁଗୁଳ ଜିଲ୍ଲାରେ ରବିବାର ଦିନ ଲକ ଡାଉନ ନ ମାନିବା ପାଇଁ ବତୀଶ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଛଅ ଟି ମୋଟର ସାଇକେଲ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।ବନ୍ତଳା ଥାନାରେ ତିନି ଜଣ, ଏନଟିପିସି ଥାନାରେ ତିନିଜଣ, ତାଳଚେର ଥାନାରେ ଜଣେ, କିଶୋରନଗର ଥାନାରେ ଛଅଜଣ,ଅନୁଗୁଳ ଥାନାରେ…
Read More...

ଲକ ଡାଉନ ସମୟରେ ବୁଲାପଶୁଙ୍କ ଖାଦ୍ୟପାଇଁ ସରକାରଙ୍କ ବ୍ୟବସ୍ଥା

ଆଜି ରାଜ୍ୟ ସରକାରଙ୍କ କମିଶନର ଓ ସଚିବ ଶ୍ରୀ ଆର. ରଘୁ ପ୍ରସାଦ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ବୁଲା କୁକୁର, ଗାଇ ଆଦିଙ୍କ ପାଇଁ ଲକ ଡାଉନ ସମୟରେ ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।କାରଣ ଏମାନେ ହୋଟେଲ ଆଦିର ବଳକା ଖାଦ୍ୟ ଉପରେ ନିର୍ଭର…
Read More...

କରୋନା ମୁକାବିଲା ପାଇଁ ଅନୁଗୁଳ ଜିଲ୍ଲାରେ ୧୮୬ ନୂତନ ପାରାମେଡ଼ିକାଲ କର୍ମୀ ନିଯୁକ୍ତ

କରୋନା କୁ ମୁକାବିଲା କରିବା ପାଇଁ ଅନୁଗୁଳ ଜିଲ୍ଲାରେ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା।ଆଜି ଏଥିପାଇଁ ନିଯୁକ୍ତି ସାକ୍ଷାତକାର ଅନୁଷ୍ଠିତ ହୋଇଥାଏ।ଏହି ସନ୍ଦର୍ଭରେ ୧୮୬ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।
Read More...

ମା ହିଙ୍ଗୁଳାଙ୍କ ଯନ୍ତାଳ ପୂଜା ଅନୁଷ୍ଠିତ

ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ଠାକୁରାଣୀଙ୍କ ଯନ୍ତାଳ ପୂଜା ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା ଭାଇରସ ର ଭୟାବହତା ଯୋଗୁଁ କରାଯାଇଥିବା ଲକ ଡାଉନ ପାଇଁ କେବଳ ପୂଜା ଓ ନିତିକାନ୍ତି ଅନୁଷ୍ଠିତ ହୋଇଯାଇଛି।
Read More...

ନୀୟମ ମାନନ୍ତୁ:ପୋଲିସକୁ ସହଯୋଗ କରନ୍ତୁ:ସୁସ୍ଥ ରୁହନ୍ତୁ

କରୋନା ନାମକ ଅଦୃଶ୍ୟ ଶତ୍ରୁ ଦାଉରୁ ରକ୍ଷା କରିବା ପାଇଁ ଲକ ଡାଉନ ଘୋଷଣା କରାଯାଇଛି। ଆମେ ଆଶାକରୁଛୁ ସମସ୍ତେ ଏ ପର୍ଯ୍ୟନ୍ତ କରୋନା ଓ ଲକ ଡାଉନ ବିଷୟରେ ବିସ୍ତୃତ ଭାବେ ଜାଣି ସାରିଛନ୍ତି। ଅମାନିଆ ଲୋକଙ୍କୁ ବୁଝାଇବା ପାଇଁ ପୋଲିସ ମୁତୟନ ଅଛନ୍ତି ଏବଂ ବହୁତ ପ୍ରଶଂସନୀୟ ଭାବେ ସେମାନେ…
Read More...

ଅନୁଗୁଳ ଜିଲ୍ଲାରେ ଶନିବାର ଲକ ଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ମାମଲା ରୁଜୁ ର ବିବରଣୀ

ଅନୁଗୁଳ ଜିଲ୍ଲାରେ ଶନିବାର ଦିନ ଲକ ଡାଉନ ନ ମାନିବା ପାଇଁ ତେଇଶ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଏଗାରଟି ମୋଟର ସାଇକେଲ,ଗୋଟିଏ ସାଇକେଲ ଓ ଦେଶୀମଦ ଆଦି ଜବତ କରାଯାଇଛି।ବନ୍ତଳା ଥାନାରେ ଜଣେ, କଲିଆରୀ ଥାନାରେ ଜଣେ, ଖମାର ଥାନାରେ ଅଠର ଜଣ ଓ ହଣ୍ଡପା ଥାନାରେ ଦୁଇଜଣ ଓ ବନରପାଲ…
Read More...

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକ ଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ମାମଲା ରୁଜୁ ର ବିବରଣୀ

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଦିନ ଲକ ଡାଉନ ନ ମାନିବା ପାଇଁ ନଅ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଦୁଇଟି ମୋଟର ସାଇକେଲ ଓ ଖେଳୁଥିବା ସମୟରେ ତାଶ ଆଦି ଜବତ କରାଯାଇଛି।ଜରପଡା ଥାନାରେ ଚାରିଜଣ, କଲିଆରୀ ଥାନାରେ ଦୁଇଜଣ, ଏନଟିପିସି ଥାନାରେ ଦୁଇଜଣ ଓ ରେଙ୍ଗାଳୀ ଥାନାରେ ଜଣଙ୍କ…
Read More...

ଅନୁଗୁଳ ଜିଲ୍ଲାରେ ତାଲାବନ୍ଦ ସମୟରେ ଘରୁ ନ ବାହାରିବା ପାଇଁ କାର୍ଯ୍ୟକାରୀ ହେବ ହୋମ ଡେଲିଭରି ବ୍ୟବସ୍ଥା

ସମ୍ପ୍ରତି କରୋନା ଭାଇରସ ର ମୁକାବିଲା ପାଇଁ ଚାଲିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଲୋକମାନେ ଘରୁ ନ ବାହାରି କିପରି ରାସନ ସାମଗ୍ରୀ ପାଇପାରିବେ ସେଥିପାଇଁ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ବିଭିନ୍ନ ରାସନ ସାମଗ୍ରୀ…
Read More...

ଅନୁଗୁଳର ନୂତନ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଭାବେ ଯୋଗଦେଲେ ଶ୍ରୀ ସନ୍ତୋଷ କୁମାର ପ୍ରଧାନ

୧୯୯୩ ବ୍ୟାଚର ଓ ଏ ଏସ ଅଫିସର ଶ୍ରୀ ସନ୍ତୋଷ କୁମାର ପ୍ରଧାନ ବୁଧବାର ଦିନ ଅନୁଗୁଳର ନୂତନ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି।ଅନୁଗୁଳ ଭଳି ଶିଳ୍ପସମୃଦ୍ଧ ଜିଲ୍ଲାରେ ତାଙ୍କର ଏହି ଯୋଗଦାନ ରାଜ୍ୟ ସରକାରଙ୍କ ରାଜସ୍ୱ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ କରିବାରେ…
Read More...

ନିଯୁକ୍ତି ସୂଚନା

ଅନୁଗୋଳ ଜ଼ୀଲ୍ଲା ପାଇଁ COVID-19 ର ପରିଚାଳନା ନିମନ୍ତେ ଷ୍ଟାଫନର୍ସ,ଫାର୍ମାସିଷ୍ଟ,ସ୍ୱାସ୍ଥ୍ୟ କର୍ମୀ (ପୁରୁଷ ଓ ମହିଳା),ରେଡ଼ିଓ ଗ୍ରାଫର,ଲାବରଟୋରୀ ଟେକ୍ନିସିଆନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଇଛୁକ ପ୍ରାର୍ଥୀ ନିଯୁକ୍ତି ସାକ୍ଷାତକାର(walk-in-interview)ପାଇଁ ତା…
Read More...