Webportal
Browsing Category

Public Interest

ଅନୁଗୁଳ ଜିଲ୍ଲାରେ ସୋସିଆର ମିଡିଆରେ କରୋନା ସମ୍ପର୍କୀୟ ମିଛ ଖବର ଦେଇ ଯୁବକ ଗିରଫ

ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଅନୁଗୁଳ ଜିଲ୍ଲା ତାଳଚେରର ଜଣେ ଯୁବକ । ସୂଚନା ଅନୁସାରେ ତାଳଚେର ବଡ ସିଙ୍ଗଡା ଗ୍ରାମର ଜୟ କ୍ରିଷ୍ଣ ସାହୁ ( ରିଙ୍କୁ) ନାମକ ଜଣେ ଯୁବକ ତାଙ୍କ ଫେସବୁକ ଆକାଉଣ୍ଟରେ ଅନୁଗୋଳ ଜିଲ୍ଲାର…
Read More...

କରୋନା ପାଇଁ ବିନିକେଇ ପୀଠ ଯାତ୍ରା ବନ୍ଦ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ବିନିକେୟୀଙ୍କ ପୀଠରେ ଚଳିତ ମାସ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଯାତ୍ରାକୁ କରୋନା ସଂକ୍ରମଣ ରୋଗ ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ଦ କରାଯାଇଛି।ମା’ ବିନିକେୟୀଙ୍କ ପୀଠ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଯାତ୍ରା ରେ ବହୁ…
Read More...

ରାକ୍ଷସ ହେଇଯାଉଛି ମନୁଷ୍ୟ ରାସ୍ତାରୋକ ସମୟରେ:ଆବଶ୍ୟକତା ରହିଛି ନିଜକୁ ସୁଧାରିବାକୁ

କୌଣସି ସମସ୍ୟାର ସମାଧାନ ପାଇଁ ରାସ୍ତା ଅବରୋଧ କରିବା ଏକ ନିତିଦିନିଆ କଥା ହେଇଗଲାଣି, ଯାହାର ଦୁଷ୍ଗପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି।ଏହାର ଏକ ତାଜା ଉଦାହରଣ ସାମନାକୁ ଆସିଛି। କାଲି ଅନୁଗୁଳ ଜିଲ୍ଲାର ପାଲଲହଡା ରେ କେନ୍ଦୁପତ୍ର ତୋଳାଳୀ ମାନେ ୬ ଦଫା ଦାବି ପୂରଣ ପାଇଁ ସ୍ଥାନୀୟ…
Read More...

ଏପ୍ରିଲ ୨୨ରୁ ସେନାବାହିନୀ ପାଇଁ ନିଯୁକ୍ତି ଶିବିର

ସେନାବାହିନୀ ପାଇଁ ଖାଲିଥିବା ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଆଗାମୀ ୨୨ ଏପ୍ରିଲରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ଏକ ନିଯୁକ୍ତି ଶିବିର ରାଉରକେଲା ର ଉଦିତନଗର ପରେଡ଼ ପଡ଼ିଆରେ ଅନୁଷ୍ଠିତ ହେବ।ଏହି ସୂଚନା ଉଦିତନଗର ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି।୭ ଦିନ…
Read More...

ଭାରତୀୟ ଦଳର ନୂତନ ମୁଖ୍ୟ ଚୟନକର୍ତ୍ତା ହେଲେ ସୁନୀଲ ଯୋଶୀ

ବିସିସିଆଇ ର କ୍ରିକେଟ ପରାମର୍ଶଦାତା କମିଟି ବୁଧବାର ସୁନୀଲ ଯୋଶୀଙ୍କୁ ଭାରତୀୟ ଦଳର ନୂତନ ମୁଖ୍ୟ ଚୟନକର୍ତା ଭାବେ ନିଯୁକ୍ତି କରିଛି।ଏହା ବ୍ୟତୀତ ପୂର୍ବତନ ଫାଷ୍ଟ ବୋଲର ହରବିନ୍ଦର ସିଂଙ୍କୁ ଜାତୀୟ ଚୟନ କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି।
Read More...

୬ତାରିଖରୁ ଅନୁଗୁଳରେ ନାଟ୍ୟମ ପକ୍ଷରୁ ୪ଦିନିଆ ନାଟ୍ୟମେଳା

ନାଟ୍ୟମ,ଅନୁଗୋଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚଳିତ ବର୍ଷର ନାଟ୍ୟମ ନାଟ୍ୟମେଳା ମାର୍ଚ୍ଚ ୬ ତାରିଖ ରୁ ୯ ତାରିଖ ଦୀର୍ଘ ୪ଦିନ ଧରି ସଭାଘର ଅନୁଗୋଳ ଠାରେ ଅନୁଷ୍ଠିତ ହେବ ବୋଲି ନାଟ୍ୟମ ଅନୁଷ୍ଠାନର ସଭାପତି ସୁଧାଂଶୁ ମୋହନ ଦ୍ୱିବେଦୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…
Read More...

ଯାଆଁଳା ଶିଶୁ ଜନ୍ମ ଦେଇଥିବା ଚାକିରିଆ ମହିଳାଙ୍କୁ ଆଉ ମିଳିବନି ମାତୃକାଳୀନ ସୁବିଧା

ସରକାରୀ ଚାକିରୀ କରୁଥିବା ବିବାହିତ ମହିଳା ଯଦି ଗର୍ଭ ଧାରଣ କାରଣରୁ ଯାଆଁଳା ଶିଶୁ ଜନ୍ମ ଦେଇଥାନ୍ତି, ତେବେ ସେମାନଙ୍କୁ ମାତୃତ୍ୱ ଛୁଟି କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବ ନାହିଁ।ଦ୍ଵିତୀୟଥର ଗର୍ଭ ଧାରଣ କରି ସେ ଜନ୍ମ ଦେଉଥିବା ଶିଶୁଟିକୁ ତୃତୀୟ ସନ୍ତାନ ବୋଲି ବିବେଚନା କରାଯିବ।ଏକ…
Read More...

ଆଧାର-ପାନ ଲିଙ୍କ ନକଲେ ୧୦ହଜାର ଜରିମାନା

ଚଳିତ ମାସ ୩୧ ସୁଦ୍ଧା ଯେଉଁ ଟିକସଦାତା ମାନେ ପାନ ସହିତ ଆଧାରକୁ ଲିଙ୍କ କରିନଥିବେ ସେମାନଙ୍କ ଉପରେ ୧୦ହଜାର ଟଙ୍କାର ଜରିମାନା ଲାଗୁକରାଯିବ।ଏନେଇ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି।ଆଧାର-ପାନ ଲିଙ୍କ କରିବାର ସମୟ ସୀମାକୁ ବହୁବାର ବୃଦ୍ଧି କରାଯାଇଥିବା ବେଳେ, ଶେଷଥର ପାଇଁ ଏହି ସମୟସୀମାକୁ…
Read More...

ଟ୍ରାଫିକ ଓ ମୋଟରଯାନନ ନିୟମ ପାଳନ ପାଇଁ ଲୋକଙ୍କୁ ମନାଇବା ରାସ୍ତା କେତେ ଯଥାର୍ଥ

ସଂପ୍ରତି ରାଜ୍ୟରେ ଟ୍ରାଫିକ ଓ ମୋଟରଯାନ ନିୟମ କଡାକଡି କରାଯାଇଛି।ଏହା ଏକ ଉତ୍ତମ ପଦକ୍ଷେପ ଯାହାଦ୍ୱାରା ଲୋକମାନେ ନିୟମ ପାଳନରେ ଅଭ୍ୟସ୍ତ ହେବେ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଦୁର୍ଘଟଣା ଏବଂ ଜୀବନହାନି ବହୁ ପରିମାଣରେ ହ୍ରାସ ପାଇବ। କିନ୍ତୁ ଯେଉଁଭଳି ବେଲଗାମ ଭାବେ ନିୟମର ଦ୍ୱାହି…
Read More...