Webportal
Browsing Category

Public Interest

ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ନିଆରା ପଦକ୍ଷେପ।ପୋଲିସ ପକ୍ଷରୁ ଆୟୋଜିତ ହେଲା ମେଗା ରକ୍ତଦାନ ଶିବିର।ହଁ ଅନୁଗୁଳ ଜିଲ୍ଲା ପୋଲିସ ସଫଳତାର ସହିତ ରକ୍ତଦାନ ଶିବିର ଅନୁଷ୍ଠିତ କରିଛନ୍ତି। ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଶନିବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ…
Read More...

ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ବିକ୍ରି ହେଉଛି ବେଆଇନ ପାଣି ବୋତଲ

ରାଜ୍ୟ ସରକାର ସ୍ୱଚ୍ଛତା କଥା କହୁଥିବା ବେଳେ ସରକାରୀ ଅଧିକାରୀ ମାନେ କିନ୍ତୁ ବିପରୀତ କାମ କରୁଥିବା ଦେଖାଯାଉଛି।ଏପରିକି ଶିଳ୍ପପତି ମାନେ ସେମାନଙ୍କ ବଳରେ ବଳିୟାନ ହେଇଥିବାର ଦେଖାଯାଉଛି, ସମସ୍ତ ପ୍ରକାର ନିୟମକୁ ଜଳାଞ୍ଜଳି ଦେଇ ଲୋକଙ୍କ ଜୀବନ ସହିତ ଖେଳିବାକୁ ମଧ୍ୟ ପଛାଉନାହାନ୍ତି।ନିକଟରେ…
Read More...

ସମ୍ପନ୍ନ ହୋଇଛି ଆଦର୍ଶ ସାମୁହିକ ବିବାହ:ବ୍ୟାପକ ଜନସଚେତନତା ସୃଷ୍ଟି କରିବାର ରହିଛି ଆବଶ୍ୟକତା

ଜାନୁଆରୀ ୨୯ ତାରିଖରେ ଅନୁଗୁଳ ସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୁଳ ଶାଖା ପକ୍ଷରୁ ଲଗାତାର ଦ୍ଵିତୀୟ ବର୍ଷ ସଫଳତାର ସହିତ ଆଦର୍ଶ ସାମୁହିକ ବିବାହ ଅନୁଷ୍ଠିତ ହୋଇଯାଇଛି।ଗତବର୍ଷ ଏହି ଅବସରରେ ୫୫ ଯୋଡ଼ା ନବଦମ୍ପତି ବିବାହ ବନ୍ଧନରେ ବାନ୍ଧି…
Read More...

ଅନୁଗୁଳରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୁଳ ଷ୍ଟାଡିୟମଠାରେ ୭୧ତମ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ , ଶ୍ରମ ଓ କର୍ମଚାରୀ ବୀମା ରାଜ୍ୟ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ…
Read More...

ଅନୁଗୁଳରେ ସାମୁହିକ ବିବାହ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

ଅନୁଗୋଳ ରେ ହେବ ଆଦର୍ଶ ସାମୁହିକ ବିବାହ ଉତ୍ସବ । ଉତ୍କଳ ପ୍ରାଦେଶିକ ମାର ୱାଡି ସମ୍ମିଳନୀ ଅନୁଗୋଳ ଶାଖା ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୯ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରରେ ହେବ ଏହି ସାମୁହିକ ବିବାହ ଉତ୍ସବ । ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ଓ ଗାୟତ୍ରୀ…
Read More...

୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

୨୦୨୩ ମସିହା ସୁଦ୍ଧା ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା (ଟିଏଫ୍‌ଏଲ୍)। କୋଇଲା ଗ୍ୟାସିଫିକେସନ୍ ଭିତ୍ତିକ ୟୁରିଆ ସାର କାରଖାନା କାର୍ଯ୍ୟକ୍ଷମ ହେବାରେ ଟିଏଫ୍‌ଏଲ ଦେଶରେ ପ୍ରଥମ ପ୍ରକଳ୍ପ। ଏଥିରୁ ଦୈନିକ ୨୨ଶହ ଟନ୍‌ର ଆମୋନିଆ ଓ ୩୮୫୦ ମେଟ୍ରିକ୍ ଟନ୍‌ ୟୁରିଆ…
Read More...

ନରହନ୍ତା ହାତୀକୁ ଟ୍ରାନକୁଳାଇଜ କରିବାରେ ମିଳିଲା ସଫଳତା

ତିନି ଦିନ ଧରି ନନ୍ଦନକାନନ ଓ ସ୍ଥାନୀୟ ବନଖଣ୍ଡ ର ୪୦ ଜଣିଆ ଦଳର କଠୋର ପରିଶ୍ରମ ପରେ ଟ୍ରାଙ୍କୁଳାଇଜ ହେଲା ଅନୁଗୋଳ ବନଖଣ୍ଡ ଅଧୀନରେ ଯାଉଥିବା ତାଳଚେର ରେଞ୍ଜରେ କିଛିଦିନ ହେବ ଉତ୍ପାତ କରୁଥିବା ନରହନ୍ତା ଦନ୍ତାୁ। ଏହି ଦନ୍ତା ୬ଜଣଙ୍କ ଜୀବନ ନେବା ପରେ ଆଜି ସନ୍ଧ୍ୟାରେ ତାଳଚେର ଜଗନ୍ନାଥ…
Read More...

ନରହନ୍ତା ହାତୀକୁ ଧରିବା ପାଇଁ ଆରମ୍ଭ ହେଲା ଅପରେସନ

ଆରମ୍ଭ ହେଲା ଅନୁଗୁଳ ଜିଲ୍ଲାର ତାଳଚେରରେ ନରହନ୍ତା ଦନ୍ତା କୁ ଧରିବା ପାଇଁ ରେସକ୍ୟୁ ଅପରେସନ। ନନ୍ଦନକାନନ ଓ ସାତକୋଶିଆ ରୁ ଆସିଥିବା ଦୁଇଟି ଟ୍ରାଙ୍କୁଳାଇଜର ଟିମ ଏହି ଅପରେସନ ଆରମ୍ଭ କରିଛନ୍ତି। ହାତୀ ତାଳଚେର ଡେରା ନିକଟସ୍ଥ ହେଁସମୂଳ ସାହିରେ ଅଛି ଯିଏ ଗତ ପ୍ରାୟ ଏକ ମାସ ହେବ ତାଳଚେର…
Read More...

FASTag ବାଲାନ୍ସ ଜାଣିବା ପାଇଁ ମିସଡ଼ କଲ ସୂଚନା ବ୍ୟବସ୍ଥା

FASTag ବ୍ୟବହାରକାରୀଙ୍କୁ ବାଧାମୁକ୍ତ ଓ ସୁବିଧାଜନକ ସେବା ଯୋଗାଇ ଦେବାକୁ ଏନଏଚଏଆଇ ର ସହଯୋଗୀ କମ୍ପାନୀ ଆଇଏଚଏମସିଏଲ ପକ୍ଷରୁ ଏନଏଚଏଆଇ ପ୍ରିପେଡ ୱାଲେଟର ବାଲାନ୍ସ ଜାଣିବା ପାଇଁ ମିଷଡ଼ କଲ ସୂଚନା ବ୍ୟବସ୍ଥା ଆରମ୍ଭ କରାଯାଇଥିବା ନେଇ ସୂଚନା ଦିଆଯାଇଛି।ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ…
Read More...

ଟ୍ରେନ ଓ ଷ୍ଟେସନରେ ଚାହିଦା ଅନୁଯାୟୀ କଣ୍ଟେଟ ସେବା ଯୋଗାଇବ ରେଳବାଇ

ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଣ୍ଟେଟ ସେବା (ସିଓଡ଼ି) ଖୁବ ଶୀଘ୍ର ଯୋଗାଇ ଦିଆଯିବ।ଏହି ସେବା ସମସ୍ତ ପ୍ରିମୀୟମ, ଏକ୍ସପ୍ରେସ, ମେଲ ଏବଂ ସହରାଞ୍ଚଳ ଟ୍ରେନରେ ମିଳିପାରିବ।ଅଧିକ ଅନଭଡା ରାଜସ୍ବ ସଂଗ୍ରହ ଉଦ୍ଧେଶ୍ୟରେ ରେଳ ମନ୍ତ୍ରାଳୟ ଅଧୀନ ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ରେଲଟେଲ ସହିତ…
Read More...