Webportal
Browsing Category

Public Interest

ଖୋଲା ଲେବଲ କ୍ରସିଂ ରେ ଗେଟ ଲଗାଇବାକୁ ଚିଠି ଲେଖିଲା ରେଳବାଇ ବୋର୍ଡ

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ଥିବା ମୁକ୍ତ ଲେଭଲ କ୍ରସିଂରେ ଗେଟ କରିବା ପାଇଁ ରେଳବାଇ ବୋର୍ଡ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି।ଗେଟ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି ଏବଂ ଧନ ଜୀବନ ନଷ୍ଟ ହେଉଛି।ଏହି ଚିଠି ଆମର ହସ୍ତଗତ ହୋଇଛି ବୋଲି ପୂର୍ତ୍ତ ବିଭାଗ…
Read More...

ମଙ୍ଗୁଳି ସମେତ ୬୫ଟି ଟୋଲପ୍ଲାଜରେ FASTag ନିୟମ କୋହଳ

ଏନଏଚଏଆଇ ର ଚିନ୍ହିଟ ୬୫ଟି ଟୋଲ ପ୍ଲାଜାରେ ଚଳିତ ମାସ ପନ୍ଦର ତାରିଖରୁ ଆସନ୍ତା ତିରିଶ ଦିନ ପାଇଁ FASTag ନିୟମକୁ କୋହଳ କରିବା ପାଇଁ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଅଧିକ ନଗଦ କାରବାରକୁ ଦୃଷ୍ଟିରେ ରଖି ଏହି ସବୁ ଟୋଲ ପ୍ଲାଜାରେ FASTag ପଇଠ ବ୍ୟବସ୍ଥା…
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ବାହାରିଲା ସଚେତନତା ରଥ

ଅନୁଗୁଳ ଜଳସେଚନ ବିଭାଗ ଦ୍ୱାରା ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଆଜି ୨ଟି ସଚେତନତା ରଥ ବାହାରିଛି।ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି।ଜିଲ୍ଲାରେ…
Read More...

ସୁନା ଅଳଙ୍କାରରେ ହଲମାର୍କ ବାଧ୍ୟତାମୂଳକ

ଏଣିକି ଦେଶରେ ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ।୧୫ ଜାନୁଆରୀ, ୨୦୨୦ ଠାରୁ ବାଧ୍ୟତାମୂଳକ ହଲମାର୍କିଂ ଲାଗି ଏକ ବିଜ୍ଞପ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶ ପାଇବ।ଆସନ୍ତା ୧୫ ଜାନୁଆରୀ ୨୦୨୧ ତାରିଖ ଠାରୁ ଏହି ନିୟମ ସମ୍ପୂର୍ଣ୍ଣ ଭାବେ…
Read More...

ବେପରୁଆ ଦୁଇଚାକିଆ ମାଲିକ ସାବଧାନ:ନାବାଳକକୁ ବାଇକ ଦେବାରୁ ଜୋରିମାନା ହେଲା ୨୬୦୦୦

ନାବIଳକକୁ ବାଇକ ଦେଇ ୨୬୦୦୦ ଫାଇନ ଦେବାକୁ ପଡିବ ଗାଡ଼ି ମାଲିକଙ୍କୁ ।ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପIଲଲହଡା ଉପଖଣ୍ଡ ରେ ।ରବିବାର ସ୍ଥାନୀୟ ଝିମିରିପାଳି ପାଖ ଜାତୀୟ ରାଜପଥ ୧୪୯ରେ ପIଲଲହଡା ପୋଲିସ ଏବଂ ତାଳଚେର ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଯାନବାହନ ଯାଞ୍ଚ ଚାଲିଥିବା…
Read More...

ଅପରାଧୀ ଡାଳେଡାଳେ ପୋଲିସ ପତ୍ରେପତ୍ରେ: ଅନୁଗୁଳ ଜିଲ୍ଲା ପୋଲିସ ହାତରେ ପୁଣି ଧରା ପଡିଲେ ବ୍ରାଉନ ସୁଗାର ବିକ୍ରେତା

ଅନୁଗୋଳ ଜିଲ୍ଲା ସ୍ପେଶାଲ ସ୍କ୍ବାର୍ଡର ସଫଳତା । ଚାରିଜଣ ବ୍ରାଉନସୁଗାର ବିକ୍ରେତାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବ୍ରାଉନସୁଗାର ପୁଡିଆ, ନଗଦ ଟଙ୍କା , ମୋଟର ସାଇକେଲ ଓ ଏଟିଏମ କାର୍ଡ ଆଦି ଜବତ କରିଛି ପୋଲିସ। ଜିଲ୍ଲାରେ ବ୍ରାଉନ ସୁଗାର ବିକ୍ରି ରାକେଟ ସକ୍ରିୟ ଅଛି ଓ ବିଗତ କିଛି…
Read More...

ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ପାଇଁ କାଗଜମୁକ୍ତ ଲାଇସେନ୍ସ ପ୍ରକ୍ରିୟାର ଶୁଭାରମ୍ଭ

ପେଟ୍ରୋଲିୟମଜାତ ସାମଗ୍ରୀର ପରିବହନ ଲାଗି ପେଟ୍ରୋଲିୟମ ରୋଡ଼ ଟ୍ୟାଙ୍କର ଗୁଡିକୁ କାଗଜମୁକ୍ତ ଲାଇସେନ୍ସ ପ୍ରଦାନ କରାଯିବା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି।ଏହା ଡିଜିଟାଲ ଇଣ୍ଡିଆ ଓ ବ୍ୟବସାୟୀକ ସୁଗମତା ସଂକଳ୍ପ କୁ ଆଖି ଆଗରେ ରଖି ଏପରି ପ୍ରୟାସ ହୋଇଛି।କାଗଜମୁକ୍ତ ତଥା ସବୁଜ ଭାରତ ଦିଗରେ ଏହା…
Read More...

ଜୁନ ୨୩ରେ ପବିତ୍ର ରଥଯାତ୍ରା:ରଥକାଠ ପାଇଁ ଗଛକଟା ଅନୁକୂଳ

ଜୁନ ତେଇଶ ତାରିଖରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା।ତେବେ ଚଳିତ ବର୍ଷ ପହଣ୍ଡି ସିହଂଦ୍ୱାର କି ରଥଖଳା ପର୍ଯ୍ୟନ୍ତ ହେବ ତାକୁ ନେଇ ଭକ୍ତମାନେ ସନ୍ଦିହାନରେ ଅଛନ୍ତି।ଗତ ଛଅ ତାରିଖରେ ରଥଯାତ୍ରା ପାଇଁ ପ୍ରଥମ ଘଣ୍ଟ ବାଜିଛି ଓ ରଥକାଠ ଚିହ୍ନଟ ଓ ଗଛକଟା ଅନୁକୂଳ ପାଇଁ ଚାରିଜାଣିଆ ଟିମ ନୟାଗଡ଼…
Read More...

ଅଷ୍ଟମ ଅନୁଗୁଳ ଜିଲ୍ଲା ମହୋତ୍ସବ ଫେବୃଆରୀ ସାତ, ଆଠ ଓ ନଅ ତାରିଖରେ

ଅଷ୍ଟମ ଜିଲ୍ଲା ମହୋତ୍ସବ ପାଳନ ନିମନ୍ତେ ଜିଲ୍ଲା ସଂସ୍କୃତି ପରିଷଦର ସାଧାରଣ ବୈଠକ ଦଶ ତାରିଖରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ୟ କୁ ବଜାୟ ରଖିବା ନିମନ୍ତେ…
Read More...

ଅନୁଗୁଳରେ ଲଗାତାର ଦ୍ଵିତୀୟ ବର୍ଷ ଅନୁଷ୍ଠିତ ହେବ ସାମୁହିକ ବିବାହ ଉତ୍ସବ

ଅନୁଗୁଳରେ ଆଦର୍ଶ ସାମୁହିକ ବିବାହ ଉତ୍ସବ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୯ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏହି ସୂଚନା ଏକ ସାମ୍ବାଦିକ ସମ୍ମିଳନୀ ରେ ଦେଇଛନ୍ତି ଆୟୋଜକ । ଉତ୍କଳ ପ୍ରାଦେଶିକ…
Read More...