Webportal
Browsing Category

Public Interest

ପ୍ରଦୂଷଣ ମୁକ୍ତ ପ୍ରକଳ୍ପ ପାଇଁ ଚର୍ଚ୍ଚାରେ ଅନୁଗୁଳ ଛାତ୍ରୀ

ପ୍ରଦୂଷଣ ମୁକ୍ତ ପ୍ରକଳ୍ପ ତିଆରି କରି ଚର୍ଚ୍ଚାରେ ଅନୁଗୋଳର ଯୁକ୍ତଦୁଇ ଛାତ୍ରୀ ସୋନାଲି । ପରିବେଶ ପ୍ରଦୂଷଣ ସାରା ବିଶ୍ୱ ପାଇଁ ବିରାଟ ସମସ୍ୟା ଭାବେ ଉଭା ହୋଇଛି । ଦେଶର ଅନେକ ସହରର ପ୍ରଦୂଷଣ ମାତ୍ରା ବହୁତ ଅଧିକ । ଓଡିଶାର ଅନୁଗୋଳ ଓ ତାଳଚେର ସହରର ପ୍ରଦୂଷଣ କଥା କାହାକୁ ବା ଅଛପା । ଖଣି…
Read More...

ପ୍ରଥମେ ଶସ୍ତା ଲୋକପ୍ରିୟତା ହାସଲ ଚେଷ୍ଟା, ପରେ ଗଣମାଧ୍ୟମରେ ସଫେଇ

ଜଣେ ଉଛଶିକ୍ଷିତ,ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ସାଧାରଣ ଲୋକଙ୍କ ନିର୍ବାଚିତ ପ୍ରତିନିଧି ଗତକାଲି ସାମ୍ବଦଶମୀ ଉପଲକ୍ଷେ ଗଣ୍ଡସମାଜ ପକ୍ଷରୁ ଆୟୋଜିତ ପୂଜାରେ ତାଙ୍କ ଦେହରେ କାଲିସି ମାଡି ଆସିବା ପରି ଅଭିନୟ କଲେ ଯାହାପରେ ଲୋକମାନେ ତାଙ୍କ ପାଦତଳେ ପୂଜାର୍ଚ୍ଚନା କରିଥିଲେ।ଏସବୁ…
Read More...

ନିଆରା ଢଙ୍ଗରେ ନବବର୍ଷ ପାଳି ଉଦାହରଣ ସୃଷ୍ଟି କଲେ ପ୍ରଶାସନିକ ଅଧିକାରୀମାନେ

ଅନୁଗୁଳରେ ନିଆରା ଢଙ୍ଗରେ ନବବର୍ଷ ପାଳନ କରିଛନ୍ତି ପ୍ରଶାସନିକ ଅଧିକାରୀମାନେ ଯାହା ସାଧାରଣ ଲୋକ ଓ ବିଭିନ୍ନ ଅନୁଷ୍ଠାନ ସହିତ ଅନ୍ୟ ଜିଲ୍ଲାର ଅଧିକାରୀ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ, ଜିଲ୍ଲା…
Read More...

ସାଧାରଣରେ ଚର୍ଚ୍ଚା:ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ଅର୍ଥ ଲୋଭ ପାଇଁ ଧୂଳିସାତ ହେଲା ବ୍ୟାଘ୍ର ପ୍ରକଳ୍ପର…

ସାଧାରଣରେ ଚର୍ଚ୍ଚା ହେଉଛି ଯେ ବନବିଭାଗ ର ଆନ୍ତରିକତା ଅଭାବ ଓ ଅଧିକାରୀମାନଙ୍କର ପ୍ରକଳ୍ପ ପାଇଁ ଆସିଥିବା ଟଙ୍କାକୁ କୌଣସି ପ୍ରକାରେ ନିଜ ଭିତରେ ବାଣ୍ଟି ନେବାର ଇଛାଶକ୍ତି ପାଇଁ ଜାତୀୟ ସ୍ତରର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ର ସ୍ୱପ୍ନକୁ ଧୂଳିସାତ କରିଦେଲା ଯାହା ଫଳରେ ଅନୁଗୁଳ ଜିଲ୍ଲା…
Read More...

ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ପଛରେ ପିଟିଲା ଟ୍ରକ

୧୪୯ନଂ ଜାତୀୟ ରାଜପଥ ଅନୁଗୁଳ ଜିଲ୍ଲାର ବଅଁରପାଳ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଘଟଣା ସ୍ଥଳରେ ଟ୍ରକ ଚାଳକ ଙ୍କ ପ୍ରାଣବାୟୁ ଉଡିଯାଇଥିବା ସୂଚନା। ରାତି ପ୍ରାୟ ୨ ଘଟିକା ସମୟରେ ଟ୍ରକ (ଓଡ଼ି ୩୫ ଏ ୭୦୧୧) ଟି ରାସ୍ତା କଡରେ ଠିଆ ହୋଇଥିଲା ବେଳେ ଭାରସାମ୍ୟ ହରାଇ…
Read More...

ତାମଡା ଆଜିର ଦିଲ୍ଲୀ ଅଗ୍ନିକାଣ୍ଡ ରୁ ଶିକ୍ଷା ନେବାର ଆଶା

ଆଜି ଦେଶର ରାଜଧାନୀ ଦିଲ୍ଲୀରେ ମର୍ମନ୍ତୁଦ ଓ ଲୋମହର୍ଷଣକାରୀ ଅଗ୍ନିକାଣ୍ଡ ଘଟି ଅନେକ ଲୋକ ଜୀବନ ହରାଇଛନ୍ତି।ଅଗ୍ନିକାଣ୍ଡ ପରେ ଉଦ୍ଧାର କରିବା ପାଇଁ ଅନେକ ଅସୁବିଧା ହେଲା କାରଣ ଘରକୁ ଲାଗି ଘର ତିଆରି ହୋଇଛି, ଯା ପାଇଁ ଉଦ୍ଧାର ରେ ବିଳମ୍ବ ହେଲା ନଚେତ ହୁଏତ କିଛି ଲୋକ ବଞ୍ଚି…
Read More...

ଜରୁରୀ ହୋଇଯାଇଛି ବେଆଇନ ଶିକାର ରୋକିବା

ଅନୁଗୁଳ ଜିଲ୍ଲା ବନ୍ତଳା ଅନୁଗୁଳ ରେଞ୍ଜ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଶିକାରୀ ଆତଙ୍କ।ଗତ କିଛି ଦିନ ଧରି ବନ୍ତଳା ଅନୁଗୋଳ ରେଞ୍ଜ କୁମୁରିସିଂହl ପଞ୍ଚାୟତ ଅଧୀନରେ ଥିବା କାବୁଲି ପାଳ ମନ୍ଦିର ଗିରି ପାହାଡ଼ ମଧ୍ୟରେ ଜନ୍ତୁ ଶିକାର ପାଇଁ ଏଗାର କେଭି ବିଦ୍ୟୁତ ତାରରେ ହୁକ ପକାଇ ଜିଆଇ ତାର…
Read More...

ଅନୁଗୁଳ ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ

ପ୍ରଥମ ବର୍ଷ ଅନୁଗୁଳ ଜିଲ୍ଲାର ମା ବିନିକେୟୀ ପୀଠରେ ଅନୁଷ୍ଠିତ ହେଲା ବୋଇତ ବନ୍ଦାଣ ଉତ୍ସବ । ଉତ୍କଳର ନିଜସ୍ୱ ପରମ୍ପରା ଓ ଐତିହ୍ୟ ଅାଜି ବି ଉଦଯୀବିତ ।ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋ’ର…। ଏଇ ଗୀତରେ ଗୁଞ୍ଜରଣ ହୋଇ ଉଠୁଥିଲା ବିନିକେୟୀ ପୀଠ । ପବିତ୍ର…
Read More...

ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିୟମିତ ସ୍ଵଛତା ଅଭିଯାନର ନିଷ୍ପତ୍ତି

ମା ହିଙ୍ଗୁଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଅନୁଗୁକ ଜିଲ୍ଲାର ତାଳଚେର ବ୍ଲକ ଅନ୍ତର୍ଗତ ସ୍କର୍ଟଲାଣ୍ଡପୁର ଗ୍ରାମରେ ଏକ ସ୍ୱଛତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି l ଏହି ପରିପ୍ରେକ୍ଷୀରେ ସ୍କର୍ଟଲାଣ୍ଡପୁର ପ୍ରାଥମିକ ବିଦ୍ୟାଳୟ ସାମ୍ନା ଓ ଖେଳପଡିଆ,ଗ୍ରାମର ମା ମଙ୍ଗଳା କୋଠି ଓ ସାହିର ନଳକୂପ…
Read More...