Webportal
Browsing Category

Public Interest

ବସ ଧର୍ମଘଟ ସ୍ତଗିତ

ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଲା ମାଲିକ ସଂଘ।ଅକ୍ଟୋବର ୩୧ ଯାଏ ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ।୧୦ରୁ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ୍‌ ମାଲିକ ସଂଘ।ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ।
Read More...

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ବିଇଡି ପ୍ରାର୍ଥୀ ଅଯୋଗ୍ୟ: ସୁପ୍ରିମକୋର୍ଟ

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ବିଇଡି ପ୍ରାର୍ଥୀ ଯୋଗ୍ୟ ନୁହେଁ, ଏଭଳି କହିଛନ୍ତି ସୁପ୍ରିମକୋର୍ଟ । ସମ୍ବିଧାନ ଦେଇଥିବା ଶିକ୍ଷାର ଅଧିକାର ଗୁଣାତ୍ମକ ଶିକ୍ଷାକୁ ମଧ୍ୟ ଅନ୍ତର୍ଭୁକ୍ତ କରେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିଛନ୍ତି। ରାଜସ୍ଥାନ ହାଇକୋର୍ଟଙ୍କ ଏକ ରାୟକୁ…
Read More...

ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମାଜ ସେବୀଙ୍କ ଆହ୍ୱାନ

ସାରା ବିଶ୍ୱ ଏବେ ଅଶାନ୍ତ ହୋଇ ପଡିଛି। ରୁଷ ଏବଂ ୟୁକ୍ରେନ ଯୁଦ୍ଧରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ, ପାଶ୍ଚାତ୍ୟ ଦେଶ ଗୁଡିକ ମଧ୍ୟରେ ବିବାଦ ଯୋଗୁଁ ଯୁଦ୍ଧ ଭଳି ପରିସ୍ଥିତି, ଭାରତ ଓ ଚାଇନା ବିବାଦ ଯୋଗୁଁ ସୀମାରେ ଅଶାନ୍ତ ଏବଂ ଭାରତରେ ମଣିପୁର ଭଳି ରାଜ୍ୟରେ ହିଂସା ଏମିତି କେତେ କଣ ପରିସ୍ଥିତି…
Read More...

ଶାସନ ବ୍ୟବସ୍ଥା କେମିତିକା ହେବା ଦରକାର? ରାଜ୍ୟ ବିଧାନସଭାର ଉପ-ବାଚସ୍ପତିଙ୍କ ଗାଁ ମଧ୍ୟ ହୋଇପାରିନି ସମ୍ପୂର୍ଣ…

ନିଜ ଗାଁକୁ ସାକ୍ଷର କରିବାରେ ଅସଫଳ ଉପ-ବାଚସ୍ପତି; ବାସଭବନ ଆଗରେ ମଦ୍ୟପଙ୍କ ପୁଲିସକୁ ଆକ୍ରମଣ। ଚାରି ଥର ବିଧାୟକ, ପୂର୍ବରୁ ମନ୍ତ୍ରୀ ରହିଛନ୍ତି, ବର୍ତ୍ତମାନ ରାଜ୍ୟ ବିଧାନସଭାର ଉପବାଚସ୍ପତି ଥିବା ସହ ବାଚସ୍ପତି ଦାୟିତ୍ୱରେ ଅଛନ୍ତି ଅନୁଗୁଳ ରୁ ବିଜେଡ଼ି ବିଧାୟକ ରଜନୀକାନ୍ତ ସିଂହ,…
Read More...

ଆସୁଛି ବଡ଼ ବର୍ଷା

ଆସୁଛି ବଡ଼ ବର୍ଷା । ଦୁଇ ଦିନ ପ୍ରବଳ ଛେଚିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ। ୨୬ ରେ ଏହା ଅବପାତ ପରିଣତ ହେବ। ଯାହାର ପ୍ରଭାବରେ ଆସନ୍ତା ୨୬ ଓ ୨୭ ଦୁଇନ ଦିନ ଧରି ସାରା ରାଜ୍ୟ ପ୍ରବଳ ବର୍ଷା ହେବ । ବିଶେଷ କରି ଆସନ୍ତା ୩ ଦିନ ପାଇଁ…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଜୁଲାଇ ୨୫ରୁ ୨୭ ଯାଏଁ ଓଡ଼ିଶାରେ ରହିବେ। ଏହି ସମୟରେ ସେ ବିଭିନ୍ନ ସ୍ଥାନରେ…
Read More...

ଧରାପଡ଼ିଲା ମଣିଷଖିଆ କୁମ୍ଭୀର

କେନ୍ଦ୍ରାପଡ଼ା ରାଜନଗରରେ ଧରାପଡ଼ିଲା ମଣିଷଖିଆ କୁମ୍ଭୀର । ଚାନ୍ଦିବାଉଁଶମୂଳ ଚରଡ଼ିଆ ନାଳରୁ ୧୦ ଫୁଟ ଲମ୍ବର କୁମ୍ଭୀରକୁ ଜାଲ ପକାଇ କାବୁ କଲା ବନ ବିଭାଗ । ଧରା ହେବା ପରେ ଭିତରକନିକା ଭିତର ବାଉଁସଗଡ଼ ନଦୀରେ ଛଡ଼ାଗଲା ଏହି କୁମ୍ଭୀରକୁ |ଜୁନ ୨୧ ତାରିଖରେ ଚାନ୍ଦିବାଉଁଷମୂଳ ପଞ୍ଚାୟତର…
Read More...

ଓଏଏସ ସ୍ଥରରେ ବ୍ୟାପକ ବଦଳି

ରାଜ୍ୟ ସରକାର ଆଜି ବିଡିଓ ଓ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ।ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରଣପୁର ତହସିଲଦାର ଇପସିତ୍ କୁମାର ସାହୁଙ୍କୁ ଇଡକୋ ଅତିରିକ୍ତ ଲ୍ୟାଣ୍ଡ ଅଫିସର, ରବିନ୍ ଚର୍ଚ୍ଚିଲଙ୍କୁ…
Read More...

ମିଛ ଲାଗୁଥିଲେ ବି ସତ; ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ବିରୋଧରେ ସ୍ବରକୁ ଅଧିକ ଶାଣିତ କରିବ ବିଜୁ ଜନତା ଦଳ

ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ବିରୋଧରେ ସ୍ବରକୁ ଅଧିକ ଶାଣିତ କରିବ ବିଜୁ ଜନତା ଦଳ । ସଂଘୀୟ ବ୍ୟବସ୍ଥା କଥା ଉଠାଇ କେନ୍ଦ୍ର ବିରୋଧରେ ସଂସଦରେ ସ୍ବର ଉତ୍ତୋଲନ କରିବାକୁ ନିଜ ଦଳର ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ । ସାଧାରଣ ନର୍ବାଚନ ପ୍ରାୟ ୧୦ ମାସ ଥିବା…
Read More...

ନବମ-ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ, ବଦଳିଲା ପୋଷାକ ରଙ୍ଗ

ନବମ-ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ, ବଦଳିଲା ପୋଷାକ ରଙ୍ଗ।ଏଣିକି ନବମ-ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟ ମିଳିବ ମାଗଣା ୟୁନିଫର୍ମ। ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏହି ଯୋଜନାର ସୁବିଧା ପାଇପାରିବେ। ପ୍ରଥମ ଶ୍ରେଣୀରୁ ଅଷ୍ଟମ…
Read More...