Webportal
Browsing Category

Public Interest

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ।ପ୍ରତି ପଞ୍ଚାୟତକୁ ମିଳିବ ସ୍ୱତନ୍ତ୍ର ଅନୁଦାନ । ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ ପାଇଁ ପ୍ରାୟ ୫୬୪୦କୋଟି ଟଙ୍କା ଖର୍ଚ୍ଚ କରିଥିବା ରାଜ୍ୟ ସରକାର ଆଜି ପୁଣି ୧୨୮୪.୪୯କୋଟି ଟଙ୍କା ଖର୍ଚ୍ଚ କରିବା…
Read More...

ଡିଏନ ଗ୍ରୁପ ରେ ଲାଗିଥିବା ଟଙ୍କା କାହାର; ସନ୍ଦେହ ଘେରରେ କିଛି କ୍ଷମତାସୀନ ଅଧିକାରୀ ନେତା

ଆଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢଉ। ଏତେ ପରିମାଣର ଅର୍ଥ ବିନିଯୋଗ ଦେଖି ରାଜ୍ୟ ଆବା କାବା। କେଉଁଠୁ ଆସିଲା ଏତେ ଅର୍ଥ। ଚର୍ଚ୍ଚା ଆରମ୍ଭ ଯେ କିଛି ପ୍ରଶାସନିକ ଅଧିକାରୀ ଏବଂ ନେତା ନିଜର କଳା ଟଙ୍କା ସେଠାରେ ବିନିଯୋଗ କରିଛନ୍ତି। ମହର୍ଷି କଲେଜ…
Read More...

ଜାତୀୟ ଜଳ ପୁରସ୍କାର ଘୋଷିତ

ଚଳିତ ବର୍ଷ ଜାତୀୟ ଜଳ ପୁରସ୍କାର ନିମନ୍ତେ ମଧ୍ୟପ୍ରଦେଶ ଶ୍ରେଷ୍ଠ ରାଜ୍ୟ ଓ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜଳ ଶକ୍ତି ମନ୍ତ୍ରାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଦ୍ୱାରା ଚତୁର୍ଥ ଜାତୀୟ ଜଳ ପୁରସ୍କାର…
Read More...

ନିଖୋଜ ହେବାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ଭାଉଭଉଣୀ ଉଦ୍ଧାର

ନିଖୋଜ ହେବାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ଭାଉଭଉଣୀ ଉଦ୍ଧାର।ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଉଭଉଣୀଙ୍କ ବୟସ ୧୩, ୯, ୪ ବର୍ଷ ଓ ୧୧ ମାସ।ସମସ୍ତେ ଜୀବୀତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆମାଜନ ପରି ଜଙ୍ଗଲରେ…
Read More...

ଆସନ୍ତା କାଲିଠାରୁ ରାଜ୍ୟରେ ବଢିବ ତାତି

ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବଢିବ ତାତି। ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ପୂର୍ବାନୁମାନ କରାଯାଉଛି। ଏଥିପାଇଁ ୧୫, ୧୬ ଓ ୧୭ ତାରିଖ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୧୫ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଓ ସୋନପୁର ଜିଲ୍ଲା…
Read More...

ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ

- ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଧରିଲା ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ - ଏହି ଗ୍ୟାଙ୍ଗରେ ଜଣେ ଲୁଟେରା ସହ ୩ କବାଡିଆ ଅଛନ୍ତି - ଏକ ନମ୍ବର ହାଟ ଓ ବିଭିନ୍ନ ପାର୍କର ପାର୍କିଂରୁ ବାଇକ ଚୋରି କରିବା ପରେ ଏହାର ପାର୍ଟ ଖୋଲି କବାଡ଼ିଆଙ୍କୁ ବିକ୍ରି କରୁଥିଲା ମାଷ୍ଟରମାଇଣ୍ଡ…
Read More...

ଆରମ୍ଭ ହେଲା ଦେଶର ପ୍ରଥମ ୱାଟର ମେଟ୍ରୋ

କେରଳର କୋଚିଠାରେ ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ଏହା ପ୍ରଥମ ୱାଟର ମେଟ୍ରୋ। କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉକ୍ତ ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି…
Read More...

ପନ୍ଦରଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରୀ

-ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ -ମୋଟ ୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ -ଇସ୍ପାତ ଓ ଖଣି ବିଭାଗ ଅଧିନକୁ ଗଲା ରାଜସ୍ୱ ବିଭାଗ ଅଧିନରେ ଥିବା ଲଘୁ ଖଣିଜ ଦ୍ରବ୍ୟ କାରବାର -ଓଡିଶା ଇଭି ପଲିସି-୨୦୨୧ର ହେବ ସଂଶୋଧନ, ଇ-ଯାନ କ୍ରୟ ଉପରେ ରିହାତି ବୃଦ୍ଧି,…
Read More...

ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ

ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନ  ଜାରି ରହିଥିଲା। ତେବେ ଆଜି ୩ମାସ ମଧ୍ୟରେ ଦାବିର ସମାଧାନ କରାଯିବ ବୋଲି ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ଡ୍ରାଇଭର ସଂଘ ସ୍ଥଗିତ ରଖିଛି। ଆସନ୍ତା ୩ ମାସ ପର୍ଯ୍ୟନ୍ତ ଆନ୍ଦୋଳନରୁ ଡ୍ରାଇଭର ସଂଘ ସ୍ଥଗିତ…
Read More...

ଖାଦ୍ୟରେ ଲୁଣ କ‌ମ୍‌ କରି ୨୦୩୦ ମସିହା ସୁଦ୍ଧା ୭୦ ଲକ୍ଷ ଲୋକଙ୍କ ମୃତ୍ୟୁକୁ ରୋକା ଯାଇପାରିବ: ବିଶ୍ଵ ସ୍ୱାସ୍ଥ୍ୟ…

ଖାଦ୍ୟରେ ଲୁଣର ମାତ୍ରା କମ୍‌ କରିବାକୁ ଆମକୁ ଅଧିକାଂଶ ସମୟରେ ପରାମର୍ଶ ଦିଆଯାଇଥାଏ। କମ୍‌ ଲୁଣ ଖାଇବା ଶରୀର ପାଇଁ ଭଲ ବୋଲି ଆମେ ସମସ୍ତେ ଜାଣନ୍ତି। ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ୨୦୨୫ ସୁଦ୍ଧା ୩୦ ପ୍ରତିଶତ ଲୁଣ ସେବନ କମ୍‌ କରିବାର…
Read More...