Webportal
Browsing Category

Sports

ହକି ବିଶ୍ଵକପ ପାଇଁ ଜାନୁୟାରୀ ୧ ରୁ ୧୨ ପର୍ଯ୍ୟନ୍ତ କଟକକୁ ଭାରିଯାନ ପ୍ରବେଶ ଉପରେ କଟକଣା

ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ ପାଇଁ କଡାକଡି ହେଲା ନିୟମ । ଆସନ୍ତା ଜାନୁୟାରୀ ୧ ରୁ ୧୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ କଟକ ସହରରେ କୌଣସି ଟ୍ରକ, ଟ୍ରିପର ଟ୍ରାକ୍ଟର,ଟ୍ରେଲର ମାଧ୍ୟମରେ ବାଲି, ଚିପ୍ସ ଓ ଲଘୁ ଖଣିଜ ପଦାର୍ଥ କଟକ ସହର ସୀମା ପରିସର ଏବଂ କଟକରୁ ଭୁବନେଶ୍ୱର ମଧ୍ୟର ପରିବହନ…
Read More...

ଫିଫା ବିଶ୍ବକପ୍‌-୨୨:ତୃତୀୟ ଥର ପାଇଁ ଆର୍ଜେଣ୍ଟିନା ବିଶ୍ବ ବିଜେତା, ଫ୍ରାନ୍ସକୁ ହରାଇ ଇତିହାସ ରଚିଲା

ଫିଫା ବିଶ୍ବକପ୍‌-୨୦୨୨ର ଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଛି। ଶେଷ ପର୍ଯ୍ୟାୟରେ ଫ୍ରାନ୍ସର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଛନ୍ତି। ପେନାଲ୍ଟି ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ମ୍ୟାଚ ଜିତିଛି। ୩୬ ବର୍ଷ ପରେ ଆର୍ଜେଣ୍ଟିନା ଇତିହାସ…
Read More...

ହକି ବିଶ୍ବକପ୍‌: ଆଜିଠାରୁ ଅଫ୍‌ଲାଇନ୍‌ରେ ଟିକେଟ୍‌; କଳିଙ୍ଗ ଷ୍ଟାଡିୟମର ୮ ନଂ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ୬ ନଂ…

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଉଭୟ ହକି ଖେଳାଳି ଓ ଦର୍ଶକମାନେ ପୁଣି ଥରେ ଓଡ଼ିଶାରେ ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି। ଆଜି ଠାରୁ ହକି ବିଶ୍ବକପ୍‌ ମ୍ୟାଚ୍‌ର ଅଫ୍‌ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ।…
Read More...

ପ୍ରାରମ୍ଭିକ ଛୋଟିଆ ମତାନ୍ତର ପରେ ସଫଳତାର ସହ ଅନୁଷ୍ଠିତ ହେଲା ଅନୁଗୁଳ ଜିଲ୍ଲା  ପ୍ରଶାସନ ଓ ସାମ୍ବାଦିକ ସମୂହ କ୍ରିକେଟ…

ଶନିବାର ପ୍ରାତଃ ସମୟରେ ଅନୁଗୁଳ ସାମ୍ବାଦିକ ସମୂହ ଓ ଜିଲା ପ୍ରଶାସନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ସାଧାରଣ ଜନତା ଭରପୁର ମଜାଉଠାଇଥିଲେ। ତେବେ ୧୫ଓଭର ବିଶିଷ୍ଟ ଏହି ମ୍ୟାଚରେ ସାମ୍ବାଦିକ ଦଳକୁ…
Read More...

ଅନୁଗୁଳରେ ଷଷ୍ଠଥର ପାଇଁ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍‌ସିପ୍ ୨୦୨୨

ଅନୁଗୁଳରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍‌ସିପ୍ – ୨୦୨୨ ଅନୁଷ୍ଠିତ ହେବ । ଏହି ଚମ୍ପିଆନ୍‌ସିପ ଚଳିତମାସ ୧୪ରୁ ୧୭ ପର୍ଯ୍ୟନ୍ତ ସ୍ଥାନୀୟ ଟେବୁଲ ଟେନିସ୍ ଏକାଡେମୀ ତଥା ଇନ୍‌ଡୋର ହଲ୍ ( ଅନୁଗୁଳ ଷ୍ଟାଡିୟମ୍ ନିକଟସ୍ଥ ) ରେ ଆୟୋଜନ ହେବ । ଓଡ଼ିଶା ରାଜ୍ୟ ଟେବୁଲ ଟେନିସ…
Read More...

ଫୁଟବଲ କପ ଆରମ୍ଭ

ଅନୁଗୋଳ ପୌରପାଳିକା ଅନ୍ତର୍ଗତ ହେମସୁରପଡା ଶିବା ପଡିଆ ଠାରେ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଦ୍ୱାରା ଆୟୋଜିତ ୧୧ ତମ ଫୁଟବଲ କପ – ୨୦୨୨ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ଫୁଟବଲ କପ ଉଦଘାଟନ କରିଥିଲେ।…
Read More...

ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ଅନୁଗୁଳର ପ୍ରକାଶ

ବେଙ୍ଗଲ ଆଥେଲେଟିକ ଆସୋସିଏସନ ପକ୍ଷରୁ ଦୁଗଲି ଜିଲ୍ଲାର ଚିନସୁରା ମୈଦାନରେ ମିନି ଇଣ୍ଟରନେସନାଲ ମାଷ୍ଟର ଆଥେଲେଟିକ ମିଟ ୨୨ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବାଙ୍ଗଳାଦେଶ , ଶ୍ରୀଲଙ୍କା , ନେପାଳ ଓ ଭାରତରୁ ପ୍ରାୟ ୧ ହଜାରରୁ ଅଧିକ ଖେଳାଳି ଭାଗ ନେଇଥିଲେ । ଭାରତରୁ ପ୍ରତିନିଧିତ୍ୱ କରୁଥିବା…
Read More...

ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ୍ ରେ ରାଜସ୍ଥାନ ର ଟିମ୍ ଚମ୍ପିୟାନ

ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ…
Read More...

ବାଜି ରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲରେ ଗୋଆ ଓ ରାଜସ୍ଥାନ

ଅନୁଗୁଳ କଦମ ପଡ଼ିଆ ରେ ଚାଲିଥିବା ବାଜି ରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁଇଟି ସେମିଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ ରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ମୁମ୍ବାଇ ଫୁଟବଲ କ୍ଲବ କୁ ୫-୧ ରେ ପରାସ୍ତ କରି ସହଜରେ ଫାଇନାଲରେ ରେ ପ୍ରବେଶ କରିଥିଲା। ଗୋଆ ର ସେନେ ଏକାକୀ ଦୁଇଟି…
Read More...

ବାଜି ରାଉତ କପର ଦ୍ଵିତୀୟ ଦିନର ଖବର

ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଦ୍ୱିତୀୟ ଦିନରେ ତିନୋଟି ସେମିଫାଇନାଲ ମ୍ୟାଚ୍ ଅନୁଗୁଳର କଦମ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।…
Read More...