Webportal
Browsing Category

State

ଉଚ୍ଚଶିକ୍ଷା ଦିଆଯାଉଛି ଏମିତି: ବିଶ୍ଵବିଦ୍ୟାଳୟ ର ୨୩ରୁ ୨୦ ବିଭାଗରେ ନାହାନ୍ତି ପ୍ରଫେସର; ଖାଲି ପଡ଼ିଛି ୭୫ ଅଧ୍ୟାପକ…

ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ (ଜିଏମ୍‌ୟୁ)ରେ ଏବେ ଶିକ୍ଷକ ମରୁଡ଼ି। ପ୍ରଫେସର, ଅଧ୍ୟାପକ ସବୁ ପଦ ଖାଲି ପଡ଼ିଛି। ସ୍ଥିତି ଏମିତି ହୋଇଛି ଯେ ଗତ କିଛି ବର୍ଷ ହେଲା ଅତିଥି ଅଧ୍ୟାପକଙ୍କ ଭରସାରେ ଶିକ୍ଷାଦାନ ଚାଲିଛି। ତେବେ, କେତେକ କାରଣରୁ…
Read More...

ବିକଟ ପରିସ୍ଥିତି: ରାଜ୍ୟରେ ଗତ ୫ ବର୍ଷରେ ୧୪ ହଜାର ୭୫୩ ଶିଶୁ ନିଖୋଜ

ରାଜ୍ୟରେ ଶିଶୁ ନିଖୋଜର ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୧୪ ହଜାର ୭୫୩ ଶିଶୁ ନିଖୋଜ ହୋଇଛନ୍ତି। ଓଡ଼ିଶା ପୁଲିସର ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ରିପୋର୍ଟ ଅନୁସାରେ ୨୦୨୧ ବର୍ଷରେ ଶିଶୁ ଗାଏବ ମାମଲା ବିଗତ ବର୍ଷ ମାନଙ୍କ…
Read More...

ମହିଳା ବିରୋଧୀ ଅପରାଧ ମାମଲାରେ ଓଡ଼ିଶାରେ ଦଣ୍ଡ ବିଧାନ ହାର ମାତ୍ର ୮.୩%

ମହିଳାଙ୍କ ବିରୋଧରେ ଅପରାଧ ମାମଲା ଓ ଏନେଇ ଦଣ୍ଡ ବିଧାନ ହାର ସଂପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଦଣ୍ଡ ବିଧାନ ହାର ମାତ୍ର ୮.୩%। ଏନସିଆରବି ରିପୋର୍ଟ-୨୦୨୧ ଅନୁଯାୟୀ ମିଜୋରାମରେ ଦଣ୍ଡ ବିଧାନ ହାର ସର୍ବାଧିକ ୮୧.୮% ଥିବା ବେଳେ…
Read More...

ଏନ୍‌ସିଆର୍‌ବିର ଭୟଙ୍କର ତଥ୍ୟ: ଓଡ଼ିଶାରେ ଦିନକୁ ୪ ହତ୍ୟା ଓ ସର୍ବାଧିକ ଚୋରି

ବର୍ଷକରେ ରାଜ୍ୟରେ ୧୩୯୪ଜଣଙ୍କୁ ହତ୍ୟା କରାଯାଇଛି। ହାରାହାରି ହିସାବ କଲେ, ପ୍ରତି ୬ ଘଣ୍ଟାରେ ଜଣେ ଓ ଦିନରେ ୪ଜଣଙ୍କୁ ହତ୍ୟା କରାଯାଉଛି। ଜାତୀୟ ଅପରାଧ ନଥିସଂସ୍ଥା (ଏନ୍‌ସିଆର୍‌ସି) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଓଡ଼ିଶାରେ ଅପରାଧର ଏଭଳି ଭୟଙ୍କର ଚିତ୍ର ସମସ୍ତଙ୍କୁ ସ୍ତବ୍ଧ…
Read More...

ଟ୍ରେନରୁ କୋଇଲା ଚୋରି ସମୟରେ ରେଳଧାରଣରେ କଟିଗଲା ଦୁଇ ଗୋଡ଼

ଟ୍ରେନରୁ କୋଇଲା ଚୋରି କରିବା ଜଣେ ଯୁବକ ପାଇଁ କାଳ ହୋଇଛି। କୋଇଲା ଚୋରି କରୁଥିବାବେଳେ ରେଳଧାରଣାରେ ପଡିଯିବାରୁ ଟ୍ରେନ ଚକାତଳେ ଦୁଇଗୋଡ କଟିଯାଇଥିଲା। ଗୁରୁତର ଯୁବକ ଜଣକ ହେଲେ ବନ୍ଧମୁଣ୍ଡା ତିଲକାନଗରର ସନ୍ଦୀପ ଗୋପ (୨୬)। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ…
Read More...

ଆସନ୍ତା ସେପ୍ଟେମ୍ବର ୩ରୁ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା

ଆସନ୍ତା ସେପ୍ଟେମ୍ବର ୩ରୁ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା । ସେପ୍ଟେମ୍ବର ୩,୪ ଓ ୭ ତାରିଖରେ ସ୍ବତନ୍ତ୍ର OJEE(ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଅନୁଷ୍ଠିତ ହେବ । MBA, MTech, ବି ଫାର୍ମା ବିଭାଗର ପରୀକ୍ଷା ହେବ । ସକାଳୁ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ମୋଟ…
Read More...

୧୦ ଲକ୍ଷ ଲୋକଙ୍କ ସମାଗମକୁ ଲକ୍ଷ ରଖି ବାଲିଯାତ୍ରା ଆୟୋଜନ କରିବ ପ୍ରଶାସନ

ଚଳିତବର୍ଷ ଐତିହାସିକ ବାଲିଯାତ୍ରା ୨୦୨୨ ପାଖାପାଖି ୧୦୦ ଏକର ଜାଗା ଉପରେ ଆୟୋଜନ ହେବ । ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦେଶ ବିଦେଶର କଳାକାରମାନଙ୍କୁ ନେଇ କରାଯିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଏଥିଲାଗି ପ୍ରସ୍ତୁତ ହେଲାଣି ଜିଲ୍ଲା ପ୍ରଶାସନ। କରୋନା କଟକଣା ବନ୍ଦ…
Read More...

ଜନ୍ମାଷ୍ଟମୀରେ ବେଆଇନ ଭାବେ ହେଲା ସାରଥିଙ୍କ ଆଶ୍ରମରେ ପୂଜା

କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଞ୍ଚାୟତରେ ଥିବା ସାରଥି ଆଶ୍ରମ ଭିତରେ ସାରଥି ଭକ୍ତମାନେ ଜନ୍ମାଷ୍ଟମୀ ପୂଜା କରିଛନ୍ତି। ସାରଥି ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ହୋଇଥିବାବେଳେ ସେହି ପୂଜା ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ମିଳିଥିବା…
Read More...

ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ୍‌: ୧୭୧ ମୃତକଙ୍କ ପରିବାରର ଗୋଟିଏ ଫୋନ୍‌ ‌ନମ୍ବର!ଗୋଟିଏ ପଞ୍ଚାୟତରେ ୧୫ ମାସ‌ରେ…

କେନ୍ଦୁଝର ରେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହରିଲୁଟ୍‌ ପାଇଁ ଆପଣା ଯାଇଛି ଭିନ୍ନ ଭିନ୍ନ ତରିକା। କେଉଁଠି ଜଣେ ବ୍ୟକ୍ତିଙ୍କୁ ଦୁଇଥର ମାରି ଦିଆଯାଇଛି ତ ଆଉ କେଉଁଠି ୪ ବର୍ଷ ତଳେ ମରିଥିବା ବ୍ୟକ୍ତିଙ୍କୁ ଏବେ ମରିଛି ଦର୍ଶାଇ ଅର୍ଥ ଉଠାଯାଇଛି। ଏଭଳି ସ୍ଥିତିରେ ଆଉ ଏକ ନୂତନ ତଥ୍ୟ ପଦାକୁ…
Read More...

ଏହା ବନ୍ୟା ହେଉଛି ମନୁଷ୍ୟକୃତ : ଏହା ପାଇଁ ନବିନ ସରକାର ଦାୟୀ : ବିଜେପି

ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି ।ରାଜ୍ୟ ସରକାର ଗୋଟେ କଥା କହୁଛନ୍ତି କିନ୍ତୁ ରାଜ୍ୟର ପରିସ୍ଥିତି ଆଉ ଗୋଟେ କଥା କହୁଛି । ଓଡ଼ିଶାରେ ଗତ ସାତ ଆଠ ଦିନ ଧରି ଲୋକମାନେ ଗୋଟେ ଭୟାବହ ବନ୍ୟାର ସାମ୍ନା କରି ଭଗବାନଙ୍କ ଭରସାରେ ପଡି ରହିଛନ୍ତି ।…
Read More...