Webportal
Browsing Category

State

ବରମୁଣ୍ଡାରେ ହଣାକଟା, ପୋଲିସର ତଦନ୍ତ ଆରମ୍ଭ

ଭୁବନେଶ୍ୱର ବରମୁଣ୍ଡାରେ ହଣାକଟା । ବସଷ୍ଟାଣ୍ଡରେ ହଣାକଟାରେ ଜଣେ ଗୁରୁତର ହୋଇଛନ୍ତି । ଦୁଇ ବସ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଏଭଳି ଘଟଣା ଘଟିଛି । ଜଣେ କର୍ମଚାରୀଙ୍କ ଆକ୍ରମଣରେ ଆଉ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଭରତପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।
Read More...

ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ରବିବାର ସକାଳେ ଜଣେ ମହିଳାଙ୍କର ମୃତ୍ୟ ହୋଇଛି ।ମୃତକ ଜଣକ ଖଇରବେରେଣି ଗ୍ରାମର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ (୫୫) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ,ପାତ୍ରପଡା ପଂଚାୟତ…
Read More...

ଗଜରାଜଙ୍କ ପାଇଁ ଅସୁରକ୍ଷିତ ଓଡିଶା ଜଙ୍ଗଲ; ହାତ ଟେକିଦେଇଛି ବନବିଭାଗ। 

ପୋଖରୀ ଭିତରେ ପଶିଛି ଆହତ ହାତୀ ।  କେତେବେଳେ ପାଣିରେ ବୁଡୁଛି ତ କେତେବେଳେ ମୁଣ୍ଡ ଉଠାଇ ନିଶ୍ୱାସ ନେବାକୁ ଚେଷ୍ଟା କରୁଛି । ଦୀର୍ଘ ୪୮ ଘଣ୍ଟାଧରି ଏମିତି ପୋଖରୀରେ ରହି କଷ୍ଟ ପାଉଛି ଦନ୍ତାହାତୀ । ଆଉ ପୋଖରୀ କୂଳରେ ଜଗି ରହିଛନ୍ତି ଡାକ୍ତର ଓ ବନବିଭାଗ କର୍ମଚାରୀ । ଶୁକ୍ରବାର ହାତୀକୁ…
Read More...

ଘରଭଡା ସୁଜିବା ପାଇଁ ରାଗରେ ନିଜ ଛୁଆକୁ ଛାଡିଦେଲେ ଜନ୍ମଦାତା; ପରେ ଫେରାଇଆଣିବା ପାଇଁ ଥାନାରେ ଅଭିଯୋଗ କଲେ

ଥମୁନି ଛାତିର କୋହ, ଶୁଖୁନି ଆଖିର ଲୁହ । ଛୁଆକୁ ଖୋଜି ଖୋଜି ରାହା ଧରି କାନ୍ଦି କାନ୍ଦି ଧୈର୍ଯ୍ୟହରା ହୋଇପଡ଼ୁଛନ୍ତି ମାଆ  । ନିଜ ଜନ୍ମ କଲା ଝିଅକୁ ପାଇବା ପାଇଁ  ସମସ୍ତଙ୍କ ଆଗରେ ହାତଯୋଡି ନେହୁରା ହେବାକୁ ପଡୁଛି । ନଅ ବର୍ଷର ଝିଅକୁ ପାଇବା ପାଇଁ ଏ ଥାନାରୁ ସେ ଥାନାକୁ ଦୌଡ଼ି ଦୌଡ଼ି ନିରାଶ…
Read More...

ସନ୍ଧ୍ୟା ୭ଟାରେ ବାରବାଟୀରେ ମ୍ୟାଚର ବେଲ୍ ବଜାଇ ମ୍ୟାଚ୍ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜି ବାରବାଟୀ ଟକ୍କର । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ । ତେବେ ସମୟ ଯେତିକି ପାଖେଇ ଆସୁଛି ଖେଳ ଦେଖିବାକୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ଆଉ ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ । ବେଲ୍ ବଜାଇ ମୁଖ୍ୟମନ୍ତ୍ରୀ ନବୀନ…
Read More...

ସବୁସୀମା ଟପିଗଲେ କଳାବଜାରୀ;OLXରେ ବିକ୍ରି ହେଲା ବାରବାଟୀ ଟିକେଟ୍

OLXରେ ବିକ୍ରି ହେଲା ବାରବାଟୀ ଟିକେଟ୍ । ଆସନ୍ତାକାଲି ବାଟବାଟୀରେ ହେବାକୁ ଥିବା ଦ୍ବିତୀୟ ଟି-ଟ୍ବେଣ୍ଟି ଟକ୍କର ପାଇଁ ଏବେ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢୁଥିବା ବେଳେ, ଏବେ ଏହାର ସୁଯୋଗ ନେଇ କିଛି ଦଲାଲ ଟିକେଟ୍ ବ୍ଲାକ୍ କରୁଥିବା ଦେଖିବାକୁ ମିଳିଛି । OLXରେ ଟିକେଟ…
Read More...

ବାରବାଟୀ କାଉଣ୍ଟରରୁ ଟିକେଟ କିଣାକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ପଇସା ବାଲା ଓ ଦଲାଲଙ୍କ ପାଇଁ ଧାଡିରେ ଲାଗିଥିଲେ…

ଗୁରୁବାର ଦିନ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଶେଷ ହୋଇଛି । ୯ ଓ ୧୦ ତାରିଖରେ ବିକ୍ରି ହେବାକୁ ଥିବା ସମସ୍ତ ୧୨ ହଜାର ଟିକେଟ କେବଳ ୯ ତାରିଖରେ ବିକ୍ରି ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଏବେ ବି ଟିକେଟ ମିଳୁଛି ଆଉ କଳାବଜାର କରୁଥିବା ଲୋକେ ଏହି ଟିକେଟ ସବୁକୁ ଚଢାଦରରେ ବିକ୍ରି…
Read More...

ଚାପ ପଡ଼ିଲା ନା ପ୍ରକୃତ ମାନସିକ ରୋଗୀ;ବଦଳିଲା ସ୍ୱର: ଭିଡିଓ ଅପଲୋଡ କରି ଭୁଲ୍‌ ମାଗିଲେ ପୁରୀ ଜିଲ୍ଲା ଅବକାରୀ…

ପୁରୀ ଜିଲ୍ଲା ଅବକାରୀ ଇନ୍‌ସପେକ୍ଟର ସଞ୍ଜୀବ ପଣ୍ଡା ଏକ ଭିଡିଓ ଜାରି କରି ଭୁଲ ମାଗିଛନ୍ତି | ପ୍ରଥମେ ଛୁଟି ପାଇଁ ଆବେଦନ କରି ଏବେ ଏକ ଭିଡିଓ ଅପଲୋଡ କରି ଭୁଲ୍‌ ମାଗିଛନ୍ତି । ନିଜର ଭୁଲ୍‌ ସ୍ୱୀକାର କରି ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି । ଭିଡିଓରେ ସଞ୍ଜୀବ ପଣ୍ଡା…
Read More...

ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ

ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ । ତେବେ ୧୯ ଜଣ ଇନ୍ସପେକ୍ଟରଙ୍କୁ ଜିଲ୍ଲାପାରି ବଦଳି କରାଯାଇଥିବାବେଳେ ୧୧୨ ଜଣ ସବ୍ ଇନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ସେହିଭଳି ୧୯ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ପାହ୍ୟାର ଅଧିକାରୀଙ୍କୁ ଡେପୁଟି…
Read More...

ବଦଳିଲା ବରଗଡ଼ର ରାଜନୀତି ଚିତ୍ର, ରୀତାଙ୍କୁ ମନ୍ତ୍ରୀ ପଦ ନେଇ ନାନା ପ୍ରଶ୍ନ

ଦଳୀୟ ଏନ୍‌ଏସି ଅଧ୍ୟକ୍ଷ ପ୍ରାର୍ଥୀଙ୍କ ବଦଳରେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ। ଭିତିରିଆ ସମର୍ଥନ କରି ତାଙ୍କୁ ଜିତାଇଲେ। ଦଳ ନିଜ ପ୍ରାର୍ଥୀଙ୍କ ପରାଜୟର କାରଣ ଖୋଜୁଥିବା ବେଳେ ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟୋତ୍ସବରେ ସାମିଲ ହେଲେ। କେବଳ ସେତିକି ନୁହଁ; ଦୁଇଜଣ ମନ୍ତ୍ରୀ ପ୍ରଚାରକୁ…
Read More...