Webportal
Browsing Category

State

ଦ୍ୱାପର ଯୁଗର ଯୁଦ୍ଧକୁ ବଳିଗଲା ଏ ଯୁଗର ପୌରନିର୍ବାଚନ ଲଢେଇ:ବାପା ପୁଅ ସିଧାସଳଖ ଲଢ଼ୁଛନ୍ତି ପରସ୍ପର ବିରୁଦ୍ଧରେ

ଚଳିତ ପୌରନିର୍ବାଚନ ପାଇଁ ରାଜ୍ୟର ପୋଲସରା ଓ ଅନୁଗୁଳ ରେ ଦେଖିବାକୁ ମିଳୁଛି ବାପା ଓ ପୁଅ ମଧ୍ୟରେ କାଉନସିଲର ପଦବୀ ପାଇଁ ନିର୍ବାଚନୀ ଲଢେଇ।ଉଭୟ ସ୍ଥାନରେ ବାପା ମାନଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ପୁଅ ମାନଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମହାଭାରତ ଯୁଦ୍ଧରେ ପିତୃତୁଲ୍ୟ…
Read More...

ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଗ୍ରହଣ ସମୟରେ ପାତରଅନ୍ତର ଆଚରଣ ପ୍ରଦର୍ଶନ

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉକି ଚଳିତ ପୌରନିର୍ବାଚନ ହେଇ ରାଜ୍ୟରେ ହାତ ଗଣତି ଉପଜିଲ୍ଲାପାଳ ମାନଙ୍କର ଆଚରଣକୁ ନେଇ ଅନେକ ଚର୍ଚ୍ଚା ହେଉଥିବାର ଦେଖାଯାଏ।ଆଚରଣ ଦେଉଛି ନିର୍ବାଚନ ଲଢ଼ିବା ପାଇଁ କିଛି ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଅପମାନିତ ଅନୁଭବ…
Read More...

ଗଣତନ୍ତ୍ରର ଗତି କେଉଁଆଡ଼େ:ରାଜ୍ୟ ରାଜନୀତିରେ ବଡିଚାଲିଛି ପରିବାରବାଦ

ରାଜନୀତିରେ ପରିବାରବାଦ କିଛି ନୂଆ କଥା ନୁହେଁ।କିନ୍ତୁ ପ୍ରତ୍ୟେକ ରାଜନୈତିକ ଦଳର ନେତାମାନଙ୍କର ଅନ୍ୟ ଏକ ଦଳ ଉପରେ ପରିବାରବାଦର ଆରୋପ ରହିଆସିଛି।ସେମାନଙ୍କ କହିବା ହେଲା କ୍ଷମତାରେ ରହୁଥିବା ନେତାମାନେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ରାଜନୀତିକୁ ଆଣି କ୍ଷମତାକୁ ନିଜ ଅକ୍ତିଆରରେ ରଖୁଛନ୍ତି।…
Read More...

କଛପ ଗତିରେ ଚାଲିଛି ବାହ୍ୟ ମଳମୁକ୍ତ ଯୋଜନା; ଶୌଚ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଗୁଣ୍ଡୁରୀନାଲି ଗ୍ରାମରେ ଶୌଚ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି।ଗୁରୁତର ଜଣଙ୍କ ହେଲେ ପ୍ରଦେଶୀ ଗୋଛାୟତ (୫୫) ମେଡ଼ିକାଲରେ ଭର୍ତ୍ତି । ସୂଚନା ଯେ, ପ୍ରଦେଶୀ ଆଜି ଘରର କିଛି ଦୂରକୁ ଶୌଚ କରିବାକୁ ଯାଇଥିବା ବେଳେ ଏକ…
Read More...

ଦ୍ରୁତଗତିର ପରିଣତି; ଓଲଟିଲା କାର

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ଜଙ୍ଗଲ ନିକଟରେ କାର ଦୁର୍ଘଟଣା। ଯାହାଫଳରେ କାର ରେ ବସିଥିବା ଦୁଇ ଆହତ। ସୂଚନା ଅନୁଯାୟୀ ଭୋର ୪ ଘଟିକା ସମୟରେ ବଅଁରପାଳ ଆଡୁ ମହିଧରପୁର ଆଡକୁ ଦ୍ରୁତଗତିରେ ଆସୁଥିବା କାର ଟି (ଓଆର୦୩ଏଚ ୭୪୧୫) ଭାରସାମ୍ୟ ହରାଇ ବଉଳିଗଡ଼ ଜଙ୍ଗଲ ନିକଟରେ…
Read More...

ଦନ୍ତା ନେଲା ଜୀବନ

ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳମୁଣ୍ଡା ଗାଁରେ । ଗାଁର କୁମ୍ଭାରପଶି ନିକଟରେ ଚାଷୀଙ୍କୁ ଦଳି ମାରିଛି ଦନ୍ତା । ମୃତକ ଜଣଙ୍କ ପରଜଙ୍ଗ ଥାନା…
Read More...

୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୨୦ ଜଣ ୦-୧୮ ବର୍ଷ ଭିତରେ ଛୁଆ ଓ କିଶୋର ଅଛନ୍ତି । ଆଜି କ୍ୱାରେଣ୍ଟାଇନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ…
Read More...

କ୍ରାଇମବ୍ରାଞ୍ଚ ର ମାରାଥନ ଜେରା: ଗିରଫ ହେବେ କି ବିଦ୍ୟାଭାରତି?

ଫିଟିବ କି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚ । ଦୁଇ ଜଣ ମହିଳା ଅଫିସରଙ୍କ ସହ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କପ୍ତିପଦାରେ ଥିବା ବିଦ୍ୟାଭାରତୀଙ୍କ ଘରେ ପହଞ୍ଚି ମାରାଥନ ଜେରା କରିଛି ।…
Read More...