Webportal
Browsing Category

State

ସ୍କୁଲ କଲେଜ ଖୋଲିବା ନିଷ୍ପତି ପୂଜା ଛୁଟି ପର୍ଯ୍ୟନ୍ତ ଟଳିଲା

ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ପୂଜା ଛୁଟି ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋଭିଡ୍ ପରିଚାଳନାର ସମୀକ୍ଷା କରିବା ଅବସରରେ ଛାତ୍ରଛାତ୍ରୀ ଓ…
Read More...

ଟାଟା ପାୱାର ରେ ସେସୁ ଅଧିନସ୍ତ ସମସ୍ତ ଶ୍ରମିକ କାର୍ଯ୍ୟ କରିବେ

ସେସୁ ଅଧୀନରେ କାର୍ୟରତ ସମସ୍ତ ନିୟମିତ ଓ ଠିକାଶ୍ରମିକ ଟାଟା ପାୱାର ଅଧୀନରେ କାର୍ୟ୍ୟ କରିବା ସୁଯୋଗ ପାଇବେ। ସେମାନଙ୍କ ପାଇଁ ଥିବା ଚାକିରି ସର୍ତ୍ତାବଳୀ, ପଦୋନ୍ନତି ଓ ପେନସନ ଆଦି କାର୍ୟ୍ୟକାରୀ କରାଯିବ। ରାଜ୍ୟ ସରକାରଙ୍କ ସହିତ ଟାଟା ପାୱାର କରିଥିବା ଚୁକ୍ତିନାମାରେ ମଧ୍ୟ ଏହା ଉଲ୍ଲେଖ…
Read More...