Webportal
Browsing Category

State

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ

ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ଜାଣନ୍ତୁ କାହାକୁ ମିଳିଲା କେଉଁ ଦାଇତ୍ୱ: # କେନ୍ଦ୍ରୀୟ ଡେପୁଟସନ ରୁ ଫେରୁଥିବା ଏମ. ଅକ୍ଷୟ ହେବେ ସିଏମଡି ରାଜ୍ୟ ପୋଲିସ ହାଉସିଂ ବୋର୍ଡ଼ # ଇଣ୍ଟେଲିଂଯେନ୍ସ ଡ଼ାଇରେକ୍ଟର ସତ୍ୟଜିତ ମହାନ୍ତି ହେବେ ଡିଜି, ଏଫଏସ&ସିଜି, ଏଚଜି…
Read More...

ରାଉରକେଲା ଆଇନ ଅବମାନନା ଘଟଣାରେ ଚୁପ ରହିବା ସୃଷ୍ଟି କରିଛି ପ୍ରଶ୍ନବାଚୀ:କେବେ କଡା କାର୍ଯ୍ୟାନୁଷ୍ଠାନ

ଗତ କିଛି ଦିନର ରାଉରକେଲା ରେ ଘଟିଥିବା ଘଟଣାବଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଛି। ପ୍ରଥମେ କିଛି ଲୋକଙ୍କ ଦ୍ୱାରା ଜୋର ଜବରଦସ୍ତ କଣ୍ଟେନମେଣ୍ଟ ଅଞ୍ଚଳ ରେ ଭଙ୍ଗାରୁଜା କରି ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମରାଗଲା।ପରେ ଅଳ୍ପ କିଛି…
Read More...

ଆଜି ବିଜୁଙ୍କ ଜନ୍ମତିଥି

କଳିଙ୍ଗର ବରପୁତ୍ର ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମ ଦିବସ।ଏହି ଦିବସକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିବାବେଳେ, ଏହାକୁ ପଞ୍ଚାୟତ ରାଜ ଦିବସ ଭାବେ ମଧ୍ୟ ପାଳନ କରାଯାଇଛି।ସ୍ବର୍ଗତ ବିଜୁ ବାବୁ ପ୍ରବାଦପୁରୁଷ ଥିବା ବେଳେ, ତାଙ୍କର ଉଚ୍ଚ ଅଭିଳାଷ ରାଜ୍ୟକୁ ଭାରତ ତଥା…
Read More...

ଚିଟଫଣ୍ଡ କମିଶନଙ୍କ ତଦନ୍ତ ବନ୍ଦ

ଜମାକାରୀଙ୍କ ଆଶାରେ ପଡିଛି ପୂର୍ଣ୍ଣଛେଦ।ମୁଣ୍ଡର ଝାଳ ତୁଣ୍ଡରେ ମାରି କଷ୍ଟ ଉପାର୍ଜିତ ଧନକୁ ସଞ୍ଚୟ କରିଥିବା ଜନସାଧାରଣ ଶେଷରେ ଧୋକାର ସମ୍ମୁଖୀନ ହୋଇଛନ୍ତି।ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଗତକାଲିଠାରୁ ତାଙ୍କର ଶୁଣାଣି ବନ୍ଦ ରଖିଛନ୍ତି।କମିଶନଙ୍କ ବର୍ଦ୍ଧିତ…
Read More...

ବନବିଭାଗ ସମୂହର ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ

ବନବିଭାଗ ସମୂହର ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଅନୁଗୁଳ ଫରେଷ୍ଟ ରେଂଜର୍ସ ଟ୍ରେନିଂ କଲେଜ ଓ ନାଲକୋ ଅଡିଟୋରିଅମ ଠାରେ ଆରମ୍ଭ ହୋଇଛି।ଫରେଷ୍ଟ ରେଂଜେର୍ସ ଟ୍ରେନିଂ କଲେଜ ପଡ଼ିଆରେ ଆୟୋଜିତ ଉତ୍ସବରେ ପ୍ରଧାନ ମୁଖ୍ୟ ବନ ସରଂକ୍ଷକ ଓ ବନବିଭାଗ ର ମୁଖ୍ୟ ଡା. ସନ୍ଦୀପ…
Read More...

ଖୋଲା ଲେବଲ କ୍ରସିଂ ରେ ଗେଟ ଲଗାଇବାକୁ ଚିଠି ଲେଖିଲା ରେଳବାଇ ବୋର୍ଡ

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ଥିବା ମୁକ୍ତ ଲେଭଲ କ୍ରସିଂରେ ଗେଟ କରିବା ପାଇଁ ରେଳବାଇ ବୋର୍ଡ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି।ଗେଟ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି ଏବଂ ଧନ ଜୀବନ ନଷ୍ଟ ହେଉଛି।ଏହି ଚିଠି ଆମର ହସ୍ତଗତ ହୋଇଛି ବୋଲି ପୂର୍ତ୍ତ ବିଭାଗ…
Read More...

ସର୍ବସାଧାରଣଙ୍କ ପାଇଁ ୫ ଦିନ ଖୋଲାରହିବ ଲୋକସେବା ଭବନ ଉଦ୍ୟାନ

ଶିତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି।ତେଣୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ ସେଥିପାଇଁ ଜାନୁଆରୀ ୧୧,୧୨,୧୯,୨୫ ଓ ୨୬ ଦିନ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରଖିବା…
Read More...

୪ ନଦୀର ହେବ ୪୦ ଜଳାଶୟ

ରାଜ୍ୟର ୪ ଟି ବୃହତ ନଦୀରେ ୪୦ଟି ବୃହତ ଜଳାଶୟ କରାଯିବ।ସମୁଦ୍ରକୁ ଚାଲିଯାଉଥିବା ବର୍ଷା ଜଳକୁ ସରଂଖିତ କରି ରଖିବା ପାଇଁ ଏହି ଜଳାଶୟ କରାଯିବ।ଏଥିରେ ସମୁଦାୟ ୧୧୭୧୩ କୋଟି ଟଙ୍କା ବ୍ୟୟ କରାଯିବ।ପିପିପି ମୋଡରେ ଏହି କାର୍ଯ୍ୟ କରାଯିବ। ୠଷିକୁଲ୍ୟା,ବ୍ରାହ୍ମଣୀ, ମହାନଦୀ ଓ ବୈତରଣୀ ନଦୀରେ ଏହି…
Read More...

ଜୁନ ୨୩ରେ ପବିତ୍ର ରଥଯାତ୍ରା:ରଥକାଠ ପାଇଁ ଗଛକଟା ଅନୁକୂଳ

ଜୁନ ତେଇଶ ତାରିଖରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା।ତେବେ ଚଳିତ ବର୍ଷ ପହଣ୍ଡି ସିହଂଦ୍ୱାର କି ରଥଖଳା ପର୍ଯ୍ୟନ୍ତ ହେବ ତାକୁ ନେଇ ଭକ୍ତମାନେ ସନ୍ଦିହାନରେ ଅଛନ୍ତି।ଗତ ଛଅ ତାରିଖରେ ରଥଯାତ୍ରା ପାଇଁ ପ୍ରଥମ ଘଣ୍ଟ ବାଜିଛି ଓ ରଥକାଠ ଚିହ୍ନଟ ଓ ଗଛକଟା ଅନୁକୂଳ ପାଇଁ ଚାରିଜାଣିଆ ଟିମ ନୟାଗଡ଼…
Read More...

୧୪ରେ ଅବସରପ୍ରାପ୍ତ ସୈନିକ ଦିବସ

ଆସନ୍ତା ୧୪ ଜାନୁଆରୀରେ ୧୨୦ ପଦାତିକ ବାହିନୀ ବିହାର (ପ୍ରାଦେଶିକ ସେନା), ଭୁବନେଶ୍ୱର ପରିସରରେ ଦିବା ୯ ଘଟିକା ସମୟରେ ଅବସରପ୍ରାପ୍ତ ସୈନିକ ଦିବସ ଏବଂ ସମ୍ମିଳନୀର ଆୟୋଜନ କରାଯିବ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।ଏହି କାର୍ଯ୍ୟକ୍ରମରେ…
Read More...