Webportal
Browsing Category

State

ଜୁଆଆଡ଼ା ଉପରେ ଚଢ଼ାଉ, ୧୨ ଗିରଫ

ଗୁଣୁପୁର ଏସ ପି ଗୁଡା ନିକଟରେ ବଡ଼ ଧରଣର ଜୁଆ ଆଡା ଉପରେ ଗୁଣୁପୁର ଆଦର୍ଶ ପୋଲିସ ର ଏକ ଟିମ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଚଢ଼ାଉ କରି 12 ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 1ଲକ୍ଷ 30 ହଜାର ଟଙ୍କା ,ଗୋଟିଏ କାର,9 ଟି ବାଇକ ,12 ଟି ମୋବାଇଲ ଜବତ କରିବା ସହ…
Read More...

ସାହାଯ୍ୟ ନ ପାଇ ସାଇକେଲରେ ବୋହିଲେ ମୃତ ଶରୀର

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଗମ୍ଭାରିଗୁଡ଼ା ପଞ୍ଚାୟତ ରେ ଘଟିଛି ଅଭାବନୀୟ ଘଟଣା, ସ୍ବାମୀ ପରୀତକ୍ତ୍ୟା ମାଳତୀ ପାଣ୍ଡେ ଙ୍କ ଶରୀର ଅସୁସ୍ଥ ଥିବା ଯୋଗୁଁ ମୃତ୍ୟୁ ଘଟିଲା ପରେ ତାଙ୍କ ଦୁଇ ଭାଇ ପୁରୁଷୋତ୍ତମ ପାଣ୍ଡେ ଓ ଟେକା ପାଣ୍ଡେ ମାଳତୀ ଙ୍କ ଶବ ସତ୍କାର କରିବାକୁ ସାହାଯ୍ୟ…
Read More...

ବାରାହା ଆକ୍ରମଣରେ ତିନି ଗୁରୁତର

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବଙ୍କାପୁର ଗାଁରେ ଆଜି ଜଙ୍ଗଲୀ ବାରାହା ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବଙ୍କାପୁର ଗାଁ ର ଉପେନ୍ଦ୍ର ଘିଭେଳା ,ଯଶୋବନ୍ତ ଭରାସଗରିଆ ଓ ସତ୍ୟ ଘିଭେଳା ନାମକ ମହିଳା।ସ୍ଥାନୀୟ ଲୋକମାନେ ଗୁରୁତର ତିନି ଜଣଙ୍କୁ ଉଦ୍ଧାର କରି ପ୍ରଥମେ…
Read More...

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ନାକଟିଦେଉଳ ଗ୍ରାମର ବିମଳା ପେରେକ (୪୦) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି I ସୂଚନା ମୁତାବକ ବିମଳା ଆଜି ସକାଳୁ ଶୌଚପାଇଁ ଯାଇଥିବା ସମୟରେ ଭାଲୁ ଆକ୍ରମଣ କରିଥିଲା ଓ ତାଙ୍କ ଚିତ୍କାର ଶୁଣି ଗ୍ରାମଲୋକେ ଯାଇ ତାଙ୍କୁ…
Read More...

ଭୁବନେଶ୍ୱର ରେ ଆନ୍ତ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ଆନୁକୂଲ୍ୟରେ ଆନ୍ତଃ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଅଛି I ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷାବଳ ମହାନିରୀକ୍ଷକ ତଥା ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବା ସହିତ ଆୟୋଜିତ…
Read More...

5T ମୁଖ୍ୟଙ୍କ ଅଚାନକ ନୂଆପଡା ଗସ୍ତ

ଓଡ଼ିଶା 5T ମୁଖ୍ୟ ସଚିବ ଭି.କେ. ପାଣ୍ଡିଏନ୍ ଅଚାନକ ଦିନିକିଆ ଗସ୍ତରେ ଆସି ନୂଆପଡା ରେ ପହଞ୍ଚି ଛନ୍ତି । ଆଜି ଦିନ ଏଗାର ସମୟରେ ଭି.କେ ପାଣ୍ଡିଏନ୍ ନୂଆପଡା ଜିଲ୍ଲାପାଳ ଓ ଅନ୍ୟ ସରକାରୀ କର୍ମଚାରୀ ମାନଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ପ୍ରଥମେ ସେ ସ୍ତ୍ରୀ ଓ ପ୍ରସୂତୀ…
Read More...

5T ର କରାମତି, ଆଜି ଅନୁଗୁଳ ଜିଲ୍ଲାର ସରକାରୀ ଅଧିକାରୀ ଭୋଗିଲେ କର୍ମଫଳ

ଅନୁଗୁଳ ଜିଲ୍ଲାର ଜଣେ ଅଧିକାରୀ ଆଜି ରାଜ୍ୟ ସରକାରଙ୍କ 5T ରେ ବଳି ପଡିଛନ୍ତି । ସେ ହେଲେ ଅନୁଗୋଳ ରୁରାଲ ୱାର୍କ୍ସ କ୍ବାଲିଟି କଣ୍ଟ୍ରୋଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରାଣ କୃଷ୍ଣ ପ୍ରସାଦ । ନିର୍ବାହୀ ଯନ୍ତ୍ରୀ ପ୍ରାଣ କୃଷ୍ଣ ପ୍ରସାଦ ୨୦୧୫ ମସିହାରେ କଟକ ଭିଜିଲାନସ ବିଭାଗ ଦ୍ଵାରା ଲାଞ୍ଚ…
Read More...

ବଢ଼ିଲା ଓମଫେଡ କ୍ଷୀର ଦର

ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯାଇଛି।ଏବେ ପ୍ରିମୀୟମ ଓ ଗୋଲଡ଼ ପ୍ରିମିୟୁମ କ୍ଷୀର ଲିଟର ପିଛା ୪୪ଟଙ୍କା ଓ ଟୋନଡ କ୍ଷୀର ଲିଟର ପିଛା ୩୮ଟଙ୍କାରେ କିଣିବାକୁ ପଡିବ।ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଖାଉଟି ଓ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦର…
Read More...

ଦଣ୍ଡ ପାଇବେ ବ୍ରହ୍ମପୁର ସାଂସଦ ନା ବର୍ତିଯିବେ, ସର୍ବସାଧାରଣରେ କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିପାରି ମାଡ଼ ମାରିଥିବା…

ଜଣେ ଲୋକ ପ୍ରତିନିଧି ଯଦି ସର୍ବସାଧାରଣରେ ଆଇନ କୁ ହାତକୁ ନେବେ ତାହାହେଲେ ସାଧାରଣ ଲୋକ ମାନେ ତାଙ୍କ ଠାରୁ କଣ ଶିଖି କଣ କରିବେ।କଂଗ୍ରେସ ଓ ବିଜେପି ରୁ ପ୍ରାୟ ୧୫୦ କର୍ମୀ ଆସି ବିଜେଡି ରେ ଯୋଗଦେବା ପାଇଁ ଏକ ମିଶ୍ରଣ ପର୍ବ ଚାଲିଥିବା ବେଳେ ସେଠାରେ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ସୋରଡ଼ା…
Read More...

ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର ରେଳଷ୍ଟେସନର ପୁନଃ ବିକାଶ ପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଅଛି Iରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଓଡିଶା ସରକାରଙ୍କ…
Read More...