Webportal
Browsing Category

State

ଚେତିଲେ ନନ୍ଦନକାନନ କର୍ତ୍ତୃପକ୍ଷ

ନନ୍ଦନକାନନରେ ୨ ହାତୀ ମୃତ୍ୟୁ ପରେ ଚେତିଲେ କାର୍ତ୍ୟୁପକ୍ଷ। ଅନ୍ୟ ହାତୀ ମାନଙ୍କ ସୁରକ୍ଷା ନେଇ ନନ୍ଦନକାନନ କାର୍ତ୍ୟୁପକ୍ଷ ୧୦ ବର୍ଷରୁ କମ ବୟସ୍କ ଦୁଇ ହାତୀଙ୍କୁ ହଲିଡେ କଟେଜ ପରିସରରେ ରଖିଛନ୍ତି ଓ ଏହି ଦୁଇ ହାତୀଙ୍କର ଯେପରି କୌଣସି କ୍ଷତି ଯେପରି ନ ଘଟେ ସେଥି ଲାଗି ୨୪ ଘଣ୍ଟିଆ ସିକୁରୀଟି…
Read More...

୨୨ମାସ ପରେ ଘରକୁ ଫେରିଲେ ପାଚିକା ଗୌରୀ

କେନ୍ଦୁଝର ଜିଲ୍ଲାର ଏକ ନିପଟ ଗାଁ ର ଯିଏ ଗାଁ ସ୍କୁଲରେ ପାଚିକା ଭାବେ କାମ କରୁଥିଲେ ଦିଲ୍ଲୀ ଯାଇ ସେଠାରୁ ବାଟବଣା ହୋଇ ନିଖୋଜ ହୋଇଯିବାର ଦୀର୍ଘ ୨୨ମାସ ପରେ ଘରକୁ ଫେରିଛନ୍ତି।ପାଚିକା ସଂଗଠନ ର ଦାବି ରାଜ୍ୟ ସରକାର ନ ଶୁଣିବାରୁ ସଂଗଠନର ଅନ୍ୟ ସଦସ୍ୟାଙ୍କ ସହ ମିଶି ସେ ଦିଲ୍ଲୀ କେନ୍ଦ୍ର…
Read More...

ଭୁବନେଶ୍ୱରରେ ଘରେଘରେ ଲାଗିବ ଡିଜିଟାଲ ଠିକଣା ବୋର୍ଡ

ଭୁବନେଶ୍ୱର ମହାନଗର ନିଗମ ସ୍ମାର୍ଟ ସିଟିର ଘରେ ଘରେ ଡିଜିଟାଲ ଡୋର ସିଷ୍ଟମ ଅର୍ଥାତ ଘର ନମ୍ବର ପରିବର୍ତ୍ତେ ଆଧୁନିକ ନମ୍ବର ବ୍ୟବହାର କରିବାକୁ ଯୋଜନା କରିବାକୁ ଯୋଜନା କରୁଛି ଯା ଫଳରେ ରାଜଧାନୀ ରେ ଆଉ ଘର ଖୋଜିବାକୁ ଅସୁବିଧା ହେବନି।ପୂର୍ବରୁ ଘର ସଂଖ୍ୟା ଅନୁଯାୟୀ ଖୋଜି ପାଇବା କାଠିକର ପାଠ…
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ବିଚିତ୍ର ସ୍ୱାସ୍ଥ୍ୟସେବା

ରୋଗୀକୁ ଚିକିତ୍ସାଲୟରେ ପ୍ରଥମେ ଚିକିତ୍ସା ନ କରି ପ୍ରଥମେ କାଗଜପତ୍ର କାମ କରିବା ଭଳି ବିଚି୍ତ୍ର ବ୍ୟବସ୍ଥା ରାଜ୍ୟରେ ଚାଲୁଛି ଯେଉଁଥିପାଇଁ ଅନେକଙ୍କର ମୃତ୍ୟୁ ଘଟୁଥିବା ଦେଖାଯାଉଛି, କିନ୍ତୁ କୌଣସି ସ୍ୱାସ୍ଥ୍ୟ ମନ୍ତ୍ରୀ କିମ୍ବା ଅଧିକାରୀ ଏପରିକି ମୁଖ୍ୟମନ୍ତ୍ରୀ ମାନଙ୍କର ନଜର ଏଥି ପ୍ରତି ନ…
Read More...

ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ଏକ ଆକ୍ଟ ଖୁବ ଶୀଘ୍ର ପ୍ରଣୟନ କରାଯିବ ବୋଲି ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି।ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପୁରୀ ଶ୍ରୀମନ୍ଦିର…
Read More...

ପାରିବାରିକ କଳହରୁ ଆତ୍ମହତ୍ୟା ଅଭିଯୋଗ

ଅନୁଗୁଳ ଜିଲ୍ଲାର ଅାଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ପୋକଣ୍ଡା ଗ୍ରାମର ଜଣେ ମହିଳା ପାରିବାରିକ କଳହରୁ ଶନିବାର ଅପରାହ୍ନରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ହେଲେ ପୋକଣ୍ଡା ଗ୍ରାମର ସୁଭଦ୍ରା ନାୟକ(୪୦)ଯାହାଙ୍କର ସ୍ୱାମୀ ନିତ୍ୟାନନ୍ଦ ନାୟକ(୫୦)ଙ୍କ ସହ ତିକ୍ତତା…
Read More...

ଧରାପଡିଲେ ସାତ ଆନ୍ତଃଜିଲ୍ଲା ଲୁଟେରା

ଅନୁଗୁଳ ଜିଲ୍ଲାର ତାଳଚେର କୋଲିୟରୀ ଥାନା ପକ୍ଷରୁ ଶନିବାର ୭ ଜଣ ଅlନ୍ତଃଜିଲ୍ଲା ଲୁଟେରା ଦଳ କୁ ଗିରଫ କରାଯାଇ ସେମାନଙ୍କ ଠାରୁ ୨ଟି ପଲସର ୨୨୦ ବାଇକ, ୧ଟି ଖେଳଣା ବନ୍ଧୁକ , କଟର ମେସିନ, ଲୁଟ ସାମଗ୍ରୀ ମଧ୍ୟରେ ଗୋଟିଏ ଆପୋଲୋ କମ୍ପାନୀର ଲ୍ୟାପଟପ, ୬ ଟି ମୋବାଇଲଫୋନ, ବହୁ ପରିମାଣର ଗ୍ରୋସରୀ…
Read More...

ଅଭିଯୋଗକାରୀଙ୍କ ଫିଡ଼ବ୍ୟାକରେ ପ୍ରସ୍ତୁତ ହେବ ଥାନାର ରିପୋର୍ଟ କାର୍ଡ

ଏଣିକି ଅଭିଯୋଗକାରୀଙ୍କ ପ୍ରତି ଥାନାରେ ପୋଲିସ ବାବୁ ମାନଙ୍କ ବ୍ୟବହାରକୁ ନେଇ ପ୍ରସ୍ତୁତ ହେବ ରିପୋର୍ଟ କାର୍ଡ।ସେମାନଙ୍କ ପ୍ରତି ପୋଲିସ ଅଧିକାରୀ ବ୍ୟବହାର ନେଇ ଅଭିଯୋଗକାରୀଙ୍କ ଠାରୁ ଫିଡ଼ ବ୍ୟାକ ନିଆଯିବ।ଶୁକ୍ରବାର ରାଜ୍ୟ ସରକାରଙ୍କ 'ମୋ ସରକାର' ଯୋଜନା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ…
Read More...

୬ ରେ ଓଡ଼ିଶା ଫେରିବେ ଜଗା-କାଳିଆ

ଆସନ୍ତା ୬ ତାରିଖରେ ରାଜଧାନୀ ଏକ୍ସପ୍ରେସ ରେ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥବା ଜଗା-କାଳିଆ ଦିଲ୍ଲୀ ଏମ୍ସ ରୁ ଫେରିବେ ଓ ୭ ତାରିଖରେ ସେମାନେ ସିଧା କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପହଂଚିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମ କୁ ସୂଚନା ଦେଇ…
Read More...

ସାଥୀର ଜୀବନ ସାହସର ସହ ବଞ୍ଚେଇଥିବାରୁ ସଂନ୍ମାନିତ ହେଲା କୁନି ଝିଅ

ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ପାଇଲେ ଅନୁଗୁଳ ଜିଲ୍ଲାର କୁନି ଝିଅ ଶ୍ରୀମତୀ ବଦ୍ରା ଯାହାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରୁ ମିଳିଲା ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କାର ଅର୍ଥରାଶି , ଗୋଟିଏ ରୋପ୍ୟ ପଦକ ଏବଂ ମାନପାତ୍ର । ଅନୁଗୁଳ ଜିଲ୍ଲା…
Read More...