Webportal
Browsing Category

State

ଦେଶର ଦ୍ୱିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ହେଲା ସମ୍ବଲପୁର

ଆଜି ଠାରୁ ସମ୍ବଲପୁର ରେଳ ଷ୍ଟେସନ କୁ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଭାବେ ଘୋଷଣା କରାଯାଇଅଛି I ତିରୁପତି ରେଳ ଷ୍ଟେସନ ପରେ ଏହା ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଅଟେ I ଏହି ଅବସରରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼.ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ…
Read More...

ନୂଆଁଖାଇ ପର୍ବ ପାଇଁ ଶୁଭଲଗ୍ନ ହେଲା ଧାର୍ଯ୍ୟ

ପଶ୍ଚିମ ଓଡିଶାର ପ୍ରସିଦ୍ଧ ଗଣପର୍ବ 'ନୂଆଁଖାଇ' ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି ଯା ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ତିନି ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସକାଳ ୧୦ ଟା ୫ ମିନିଟରୁ ୧୦ଟା ୨୦ ମିନିଟ ମଧ୍ୟରେ ଅମୃତ ବେଳାରେ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି…
Read More...

ଅଲଗା ହେବ +୨ ଓ + ୩ କଲେଜ

ରାଜଧାନୀ ର  ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ଏକ ଉଚ୍ଚସ୍ତରୀୟ ମିଳିତ ବୈଠକରେ ଯୁକ୍ତ ୩ ମହାବିଦ୍ୟାଳୟ ରୁ ଯୁକ୍ତ ୨କୁ ପୃଥକ କରାଯିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ବିଷୟରେ କରାଯାଇଛି ଓ ପର୍ଯ୍ୟାୟକ୍ରମେ ପୃଥିକରଣ କାର୍ଯ୍ୟ…
Read More...

ଶିକ୍ଷାନୁଷ୍ଠାନ ଗୁଡିକରୁ ବନ୍ଦ ହେବ ରାଜନୈତିକ ଦୋକାନ, ଏଣିକି ହେବ ନାହିଁ ନିର୍ବାଚନ

ଏକ ବହୁ ପ୍ରତୀକ୍ଷିତ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ଅନୁସାରେ ଏଥର ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଏଣିକି ଆଉ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ।ଏ ନେଇ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ କୁଳପତି ମାନଙ୍କୁ ନିର୍ଦେଶନାମା ଜାରୀ କରାଯାଇଛି।ଇଲେକ୍ସନ…
Read More...

ଝାରସୁଗୁଡା ଜିଲ୍ଲାପାଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶର ଅବମାନନା ଦୋଷରେ ନିଲମ୍ବିତ ଝାରସୁଗୁଡା ଜିଲ୍ଲାପାଳ ଉଚ୍ଚ ନ୍ୟାୟାଳୟ ରେ ନିସର୍ତ କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆ ଯାଇଛି।
Read More...

ଆମ୍ବୁଲାନ୍ସ ନ ଯାଇ ପାରିବାରୁ ଦୁଇ କିଲୋମିଟର ବୁହାହେଲା ଶବ

ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଅଘଟଣ,ଗାଁ କୁ ରାସ୍ତା ନଥିବାରୁ ଶବ କୁ ଦୁଇ କିମି ରାସ୍ତା କାନ୍ଧରେ ବୋହିଲେ ସମ୍ପର୍କୀୟ। ଏ କେଉଁ ଅପନ୍ତରା ଗାଁଆ ର କଥା ନୁହେଁ ଖୋଦ ଜଳେଶ୍ବର ମୁନସିପାଲଟିର ୧୬ ନମ୍ବର ଓ୍ଵାର୍ଡ ମଣିପଟଣା ଗାଁଆ ର କଥା। ଦୁଇ ଦିନ ତଳେ ଜଳେଶ୍ବର-ଚନ୍ଦନେଶ୍ଵର ରାସ୍ତାର ତାଳବଣିଆ…
Read More...

ଶଙ୍ଖ ଧରି ପୁରସ୍କୃତ ହେଲେ ଲୁଲୁ ବାବୁ, ନିଯୁକ୍ତ ହେଲେ ନିଗମ ଅଧ୍ୟକ୍ଷ

ଫୁଲ ଫୁଟେଇବା ପାଇଁ କଠୋର ପରିଶ୍ରମ କଲେ କିନ୍ତୁ ଫଳ ମିଳିଲା ଶଙ୍ଖ ଫୁଙ୍କିବା ପରେ।ଆପଣମାନେ ଠିକ ପଢୁଛନ୍ତି।ଆମେ ଏଠାରେ ଆଲୋଚନା କରୁଛୁ ଶ୍ରୀ ମୀନକେତନ ବା ଲୁଲୁ ଅମାନ୍ତଙ୍କ ବିଷୟରେ ଯିଏ ତାଙ୍କର ରାଜନୈତିକ ଜୀବନ ଆରମ୍ଭରୁ ବିଜେପି ସହ ଜଡିତ ହୋଇ ଦଳର ଶୂନ ସମୟରୁ ଚଳିତ ବର୍ଷ ର ନିର୍ବାଚନ…
Read More...

ଝାରସୁଗୁଡା ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିଲମ୍ବନ ଆଦେଶ,ଅଦାଲତ ନିର୍ଦ୍ଦେଶ ବିରୁଦ୍ଧରେ ନୂତନ ମଦ ଲାଇସେନ୍ସ ପ୍ରଦାନ…

ଏକ ଅବକାରୀ ସମ୍ପର୍କିତ ମାମଲାରେ ଅଦାଲତ ଅବମାନନା ଅଭିଯୋଗ ରେ ହାଇକୋର୍ଟ ନିଲମ୍ବନ ଆଦେଶ ଦେଲେ ଝାରସୁଗୁଡା ଜିଲ୍ଲାପାଳଙ୍କୁ। କେ ବୀଣା ପଟ୍ଟନାୟକ ନାମକ ବ୍ୟକ୍ତିଙ୍କୁ ୨୦୧୮ ମସିହାରେ ଏକ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିଥିଲା ଯାହା ସେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଖୋଲି ପାରି ନ…
Read More...

ଧରାପଡ଼ିଲା ଫେରାର ଅପରାଧୀ

ଧରା ପଡିଲା ଖସି ପଳାଇ ଥିବା ବିଚାରାଧୀନ ବନ୍ଦୀ ତପନ ରାଉତ ଓରଫ ବଣି। ନିଜ ଗାଁ କରବର ନିକଟ ରେ ବୁଲୁଥିବା ବେଳେ କାବୁ କଲା ଫତେଗଡ଼ ପୋଲିସ ।ଗତ ୯ ତାରିଖରେ ଭାପୁର କୋର୍ଟ କୁ ନେବାବେଳେ ଖସି ପଳାଇ ଥିଲା ଉକ୍ତ ଅପରାଧୀ ଯେଉଁଥିପାଇଁ ୫ ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବିତ କରିଥିଲେ ନୟାଗଡ଼…
Read More...